21 Interesting Gk Questions- ମଣିଷ ଶରୀରର କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଢି ନଥାଏ ? 99% ଫେଲ…

 

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତରର ଖେଳ ନେଇ ଆସିଛୁ ଯେଉଁଥିରେ ଆପଣ ନିଜର ବୁଦ୍ଧି କୁ ପ୍ରଖର କରିବା ସହ କିଛି ନୂଆ ଜିନିଷ ମଧ୍ୟ ଜାଣି ପାରିବେ। ତେବେ ଏହା ଆପଣ ଙ୍କୁ ଭବିଷ୍ୟତ ରେ କୌଣସି ନା କୌଣସି ପରୀକ୍ଷା ଯେପରି ଆଇଏଏସ ଆଦି ପରୀକ୍ଷା ରେ ମଧ୍ୟ କିଛି ସାହାର୍ୟ୍ଯ କରିଥାଏ। ତେବେ ଆସନ୍ତୁ ଜାଣିନେବା ସେହି ସବୁ ପ୍ରଶ୍ନ ଉତ୍ତର ବିଷୟରେ।

1- ଏମିତି କେଉଁ ମସଲା ରହିଛି ଯେଉଁଥିରେ ଗୋଟିଏ ସହରର ନାମ ରହିଥାଏ।
ଉତ୍ତର- କାଶ୍ମୀର ଚିଲି।

2. ଏଭଳି କେଉଁ ଜିନିଷ ଅଛି ଯଦି ଗୋଟିଏ ଚାଲିଯାଏ ତେବେ ଅନ୍ୟଟି ମଧ୍ୟ ରୁହେ ନାହିଁ?
ଉତ୍ତର- ପ୍ରେମ ଓ ଭରସା।

3. ଏଭଳି କେଉଁ ଜିନିଷ ଅଛି ଯାହା ଖରା ଓ ଶୀତ ଉଭୟ ଦିନ ରେ ଥଣ୍ଡା ରୁହେ?
ଉତ୍ତର- ବରଫ।

4-ତାହା କେଉଁ ଫୁଲ ଯାହା ବାର ବର୍ଷରେ ମାତ୍ର ଥରେ ହିଁ ଫୁଟି ଥାଏ।
ଉତ୍ତର- ନୀଳ କୁରଞ୍ଜି।

5- ସରଗରୁ ଆସିଲା ଟୋକା ଟିଏ ତା ମୁଣ୍ଡରେ ଟୋପି ଟିଏ।
ଉତ୍ତର- ତାଳ।

6. ବର୍ଷ ରେ ଥରେ କିଣା ହୁଏ ଏବଂ ପୁରା ବର୍ଷ ବ୍ୟବହାର କରାଯାଏ।କିନ୍ତୁ ପରେ ଫୋଫାଡ଼ି ଦିଅନ୍ତି ତାହା କଣ?
ଉତ୍ତର- କ୍ୟାଲେଣ୍ଡର।

7. ଏଭଳି କେଉଁ ପ୍ରାଣୀ ଅଛି ଯାହାର ଆଖି ନାହିଁ?
ଉତ୍ତର- କେଚୁଆ।

8. ଏଭଳି କଣ ଅଛି ଯେଉଁଥିରେ ସବୁକିଛି ଲେଖା ହୋଇଥାଏ କିନ୍ତୁ କେହି ତାକୁ ଠିକ ରେ ପଢ଼ି ପାରନ୍ତି ନାହିଁ?
ଉତ୍ତର- ଭାଗ୍ୟ।

9- ଭାରତରେ ସବବୁଠାରୁ କମ ବର୍ଷା କେଉଁଠାରେ ହୋଇଥାଏ ?

ଉତ୍ତର;- ଲେହରେ ।

10- ଦୁନିଆର ସବୁଠାରୁ ଉଚ୍ଚମିନାର କ’ଣ ଅଟେ ?

ଉତ୍ତର;- ବୁର୍ଜ ଖଲିଫା ।

11- ଅଢେଇ ଦିନର ଘର କାହାକୁ କୁହାଯାଇଥାଏ ?

ଉତ୍ତର;- ମସଜ୍ଜିତ କୁ ।

12- ଭାରତର ସବୁଠାରୁ ବଡ ପାଗଳଖାନା କେଉଁଠାରେ ଅଛି ?

ଉତ୍ତର;- ଆଗ୍ରା

13- କେଉଁ ଦେଶର ବ୍ୟକ୍ତି ସବୁଠାରୁ ବେଶୀ ଭରସା ଭଗବାନ ଙ୍କ ଉପରେ କରିଥାନ୍ତି?
ଉତ୍ତର- ଶ୍ରୀଲଙ୍କା।

14. ଭାରତରେ ସର୍ବ ପ୍ରଥମେ ଆଧାର କାର୍ଡ କେଉଁ ବ୍ୟକ୍ତି ର ବନା ଯାଇଥିଲା?
ଉତ୍ତର- ରଞ୍ଜନା ନାମକ ମହିଳା ଙ୍କ ର।

15. କଣ ମୁସଲମାନ ଧର୍ମ ରେ ବୁର୍ଖା ପିନ୍ଧିବା ଅନିବାର୍ଯ୍ୟ ଅଟେ?
ଉତ୍ତର- ହଁ।

16. ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ କାନ ଓ ନାକ ରେ ତୁଳା କାହିଁକି ଲଗାଯାଏ?
ଉତ୍ତର- କୀଟାଣୁ ଙ୍କ ଭୟ ରେ।

17. ପବ୍ଜି ଗେମ ଗୋଟିଏ ଦିନରେ କେତେ ଟଙ୍କା ରୋଜଗାର କରିଥାଏ?
ଉତ୍ତର-ଏକ କୋଟି ରୁ ଅଧିକ।

18. କେଉଁ ଦେଶର ବ୍ୟକ୍ତି ବାହାରେ ଅଧିକ ବୁଲନ୍ତି ନାହିଁ-
ଉତ୍ତର- ପାକିସ୍ତାନ।

19. କେଉଁ ଦେଶରେ ସବୁଠାରୁ ଅଧିକ ଯାଆଁଳା ଛୁଆ ଜନ୍ମ ହୁଅନ୍ତି?
ଉତ୍ତର- ନାଇଜେରିଆ।

20- କେଉଁ ଦେଶ ର ଲୋକମାନେ ସାପ ଖାଇଥାନ୍ତି?
ଉତ୍ତର- ଚୀନ।

21- ତାହା କେଉଁ ଜିନିଷ ଯାହା ପୁଅମାନେ ଲୁଚେଇକି ଏବଂ ଝିଅ ମାନେ ଦେଖେଇକି ବୁଲିଥାନ୍ତି।
ଉତ୍ତର- ପର୍ସ।

22- ସପ୍ତାହରେ ଦୁଇ ଥର ଆସେ କିନ୍ତୁ ମାସରେ ଥରେ ଆସେ ନାହିଁ।
ଉତ୍ତର- ଇ (E)

23- ସବୁଠାରୁ ଅଧିକ ପୋଷ୍ଟ ଅଫିସ କେଉଁ ଦେଶରେ ଅବସ୍ଥିତ।
ଉତ୍ତର- ଭାରତ।

24. ଫେସବୁକ କେଉଁ ଦେଶର କମ୍ପାନୀ ଅଟେ?
ଉତ୍ତର- ଆମେରିକା।

25. ଏଭଳି କେଉଁ ସ୍ଥାନ ରହିଛି ଯେଉଁଠି ୧୧୨ ଜଣ ଯାଆନ୍ତି କିନ୍ତୁ ଫେରନ୍ତି ୧୧୬ ଜଣ?
ଉତ୍ତର- ବାହାଘର।

26- ମଣିଷ ଶରୀରର କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଢି ନଥାଏ ?

ଉତ୍ତର – ଆଖି ଡୋଳା

Leave a Reply

Your email address will not be published. Required fields are marked *