Interesting Gk Questions- କୁହନ୍ତୁ ତାହା କଣ ଅଟେ ଯେଉଁଠି ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସହର ଅଛି କିନ୍ତୁ ଘର ନାହିଁ, ସଡକ ଅଛି କିନ୍ତୁ ଗାଡି ନାହିଁ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ।ଜୀବନରେ ସାଧାରଣ ଜ୍ଞାନର ମହତ୍ତ୍ୱ ବହୁତ ଅଟେ।କିଛି ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ଭଲ ଲାଗିଥାଏ ଓ ଆଉ କେତେକ ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ବିଲକୁଲ ବି ଭଲ ଲାଗି ନ ଥାଏ।କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଏହାକୁ ପଢିବା ଦ୍ଵାରା ଆମେ ଦେଶ ବିଦେଶରେ ଘଟୁଥିବା ଅନେକ ଘଟଣା ସମ୍ପର୍କରେ ଜାଣି ପାରି ଥାଉ। ସାଧାରଣ ଜ୍ଞାନ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ାଯାଇଥାଏ।କାରଣ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଭବିଷ୍ୟତରେ କାର୍ଯ୍ୟ ରେ ଲାଗିଥାଏ।ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ଯେଉଁ ଇଣ୍ଟରଭ୍ୟୁ ସବୁ ହୋଇଥାଏ ସେଥିରେ ସାଧାରଣ ଜ୍ଞାନ ହିଁ ବେଶି ପଚରା ଯାଇଥାଏ।

ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ।ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ।ସାଧାରଣ ଜ୍ଞାନର ଏପରି କିଛି ପ୍ରଶ୍ନ ଥାଏ ଯାହା ଆମେ ବିଲକୁଲ ବି ଶୁଣି ନ ଥାଉ କି ଜାଣି ନ ଥାଉ।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ।ତେବେ ଆସନ୍ତୁ ଆଲୋଚନା କରିବା ସାଧାରଣ ଜ୍ଞାନ ର ଅନେକ ଗୁଡିଏ ଅଜଣା ଗୁରୁତ୍ୱପୂର୍ଣ୍ଣ ଓ ମଜାଳିଆ ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ।

୧.ଭାରତ ରେ ସବୁଠୁ ବେଶି ବର୍ଷା କେଉଁ ରାଜ୍ୟରେ ହୋଇଥାଏ?
ଉତ୍ତର-ମେଘାଳୟ।

୨.ଉଡୁଥିବା ବେଲୁନ ରେ କେଉଁ ଗ୍ୟାସ ଭରା ଯାଇଥାଏ?
ଉତ୍ତର-ହିଲିୟମ ଗ୍ୟାସ।

୩.କେଉଁ ଦେଶ ପ୍ରଥମେ ବ୍ୟାଙ୍କ ନୋଟ ଜାରି କରିଥିଲା?
ଉତ୍ତର-ସ୍ଵିଡେନ।

୪.ବିଶ୍ୱରେ ସବୁଠାରୁ ମହଙ୍ଗା ଫଳ କେଉଁଠାରେ ମିଳିଥାଏ?
ଉତ୍ତର-ଜାପାନ।

୫.କେଉଁ ସହର କୁ ଭାରତ ର ପ୍ୟାରିସ କୁହାଯାଏ?
ଉତ୍ତର-ଜୟ ପୁର।

୬.ସାପ-ସିଡ଼ି ଖେଳର ଆବିଷ୍କାର କେଉଁ ଦେଶରେ ହୋଇଥିଲା?
ଉତ୍ତର-ଭାରତରେ।

୭.କେଉଁ ଦେଶରେ ସେଲ୍ଫି ନେବା ଅପରାଧ ହୋଇଥାଏ?
ଉତ୍ତର-ତୁର୍କମେନି ସ୍ଥାନ।

୮.ପାଣି ଠାରୁ ବି ଶସ୍ତା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ?
ଉତ୍ତର-କୁବେତ।

୯.ଭାରତର ସବୁଠାରୁ ବଡ଼ ମିନାର କେଉଁଟି ଅଟେ?
ଉତ୍ତର-କୁତବ ମିନାର।

୦.ହରିଜନ ଶବ୍ଦ କିଏ ଦେଇଥିଲେ?
ଉତ୍ତର-ମହାତ୍ମା ଗାନ୍ଧୀ।

୧୧.ବିଶ୍ୱ ର ସବୁଠାରୁ ବଡ଼ ଚିଡ଼ିଆ ଘର କେଉଁ ଠାରେ ଅବସ୍ଥିତ?
ଉତ୍ତର-ଦକ୍ଷିଣ ଆଫ୍ରିକା।

୧୨.ତାହା କଣ ଯାହା ଆମର ସାମ୍ନା ରେ ହୋଇଥାଏ କିନ୍ତୁ ଆମେ ତାହା ଦେଖି ପାରି ନ ଥାଉ?
ଉତ୍ତର-ଭବିଷ୍ୟତ।

୧୩.ଜ୍ଞାନ ପୀଠ ପୁରସ୍କାର କେଉଁ କ୍ଷେତ୍ରରେ ଦିଆ ଯାଇଥାଏ?
ଉତ୍ତର-ସାହିତ୍ୟ।

୧୪.ଭାରତ ର ସବୁଠୁ ଶିକ୍ଷିତ ଜିଲ୍ଲାର ନାମ କଣ?
ଉତ୍ତର-ଏରଣୀକୁଳମ।

୧୫.ୟୁରୋପ ମହାଦେଶ ର ସବୁଠାରୁ ବଡ଼ ସହର ର ନାମ କଣ?
ଉତ୍ତର-ଲଣ୍ଡନ।

୧୬.କେଉଁ ଜୀବ ର କ୍ଷୀର ସବୁଠାରୁ ମହଙ୍ଗା ହୋଇଥାଏ?
ଉତ୍ତର-ସିଂହଣୀ।

୧୭.ବିଶ୍ୱର କଥା କୁହା ପାତ୍ର କାହାକୁ କୁହାଯାଏ?
ଉତ୍ତର-ବ୍ରାଜିଲ।

୧୮.ଭାରତର ସବୁଠାରୁ ଲମ୍ବା କେନାଲ ର ନାମ କଣ?
ଉତ୍ତର-ଇନ୍ଦିରା ଗାନ୍ଧୀ କେନାଲ।

୧୯.ଶରୀର ର କେଉଁ ଅଙ୍ଗ ରେ ୟୁରିଆ ତିଆରି ହୋଇଥାଏ?
ଉତ୍ତର-ଲିଭର୍।

୨୦.ଗୌତମ ବୁଦ୍ଧ ଙ୍କର ପିଲା ଦିନର ନାମ କଣ ଥିଲା?
ଉତ୍ତର-ସିଦ୍ଧାର୍ଥ।

୨୧.କେଉଁ ଦେଶ ରେ ଇଣ୍ଟରନେଟ ସେବା ମାଗଣା ହୋଇଥାଏ?
ଉତ୍ତର-ଡେନମାର୍କ।

୨୨.ହ୍ରଦ ର ସହର କାହାକୁ କୁହାଯାଏ?
ଉତ୍ତର-ଶ୍ରୀ ନଗର।

୨୩.ଭାରତରେ ସବୁଠାରୁ ବେଶୀ ଚନ୍ଦନ ଗଛ କେଉଁଠାରେ ଦେଖିବାକୁ ମିଳେ?
ଉତ୍ତର-କର୍ଣ୍ଣାଟକ।

୨୪.ବିଶ୍ୱର ବିଶାଳତମ ସ୍ତନ ଧାରୀ କିଏ ଅଟେ?
ଉତ୍ତର-ୱେଲ ମାଛ।

୨୫.କେଉଁ ସାଗର ରେ ଗୋଟିଏ ମଧ୍ୟ ମାଛ ମିଳି ନ ଥାଏ?
ଉତ୍ତର-ମୃତ ସାଗର।

ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ସାଧାରଣ ଜ୍ଞାନ ପଢିବାକୁ ଭଲ ଲାଗୁଥାଏ ତେବେ ଏହାକୁ ନିଶ୍ଚିତ ଭାବରେ ପଢ଼ନ୍ତୁ।ଏପରି କୌଣସି ପରୀକ୍ଷା ନାହିଁ ଯେଉଁଠି ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ।ଏହାକୁ ପଢିବା ଦ୍ଵାରା ଆପଣ ସାଧାରଣ ଜ୍ଞାନ ର ଅନେକ କିଛି ଅଜଣା କଥା ସମ୍ପର୍କରେ ଜାଣିବାକୁ ପାଇବେ।ଏହା ଆମ ଜୀବନରେ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।ଏହା ଆପଣଙ୍କର ବହୁତ ଲାଭ ଦାୟକ ହେବ।ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ। ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *