ଆଇଏଏସ ଇଣ୍ଟରଭ୍ୟୁରେ ଗୋଟିଏ ଝିଅକୁ ପଚରାଗଲା ‘ଜଣେ ଲୋକ ୮ ଦିନ ପର୍ଯ୍ୟନ୍ତ ବିନା ଶୋଇ କେମିତି ରହିପାରିବ ?’ ଝିଅଟି ଦେଲା କିଛି ଏମିତି ଜବାବ କି…

ଦେଶର ପ୍ରତ୍ୟେକ ନାଗରିକଙ୍କ ସ୍ଵପ୍ନ ଥାଏ କି ସେମାନେ ଦେଶର ସେବା କରିବେ । ଏଥିପାଇଁ ଆଇଏଏସ ବହୁତ ଭଲ ଚାକିରି ବୋଲି ମାନନ୍ତି । ଆଇଏଏସ ଏକ ଏମିତି ସରକାରୀ ଚାକିରୀ ଅଟେ କି ସମସ୍ତଙ୍କୁ ଏହାକୁ ପାଇବା ପାଇଁ ବହୁତ୍ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ଏହାପରେ ମଧ୍ୟ ବହୁତ କମ ପରୀକ୍ଷାର୍ଥୀ ଯିଏକି ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । ଏହି ପରୀକ୍ଷା ବହୁତ କଠିନ ହୋଇଥାଏ ।ଯଦି ଆପଣ ଆଇଏଏସ ହେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ବହୁତ ପରିଶ୍ରମ ଓ ପଢିବା ପାଇଁ ସଠିକ ରଣନୀତି କରିବା ଦରକାର । ଯଦି ଆପଣ ଆଇଏଏସ ହେବାର କ୍ଷମତା ଅଛି ତେବେ ଆପଣ ସେହି ପରୀକ୍ଷାରେ ସଫଳ ହେବେ ।

ପ୍ରକୃତରେ ଆଇପିଏସ ଓ ଆଇଏଏସ ପାଇଁ କେବଳ ୟୁପିଏସସି ପରୀକ୍ଷା ଦେଇ ଦେଲେ ସେତିକିରେ ଶେଷ ହୁଏନି । ଆଇଏଏସ ଇଣ୍ଟର୍ଭ୍ୟୁରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଏମିତି ପ୍ରଶ୍ନ କରାଯାଏ ଯେ ଯାହାର ଉତ୍ତର ଦେବାକୁ ସେମାନଙ୍କ ଝାଳ ବାହାରି ଆସିଥାଏ । ଏଥିରେ ଯୋଗଦେଇ ଥିବା କ୍ୟାଣ୍ଡିଡେଟ ମାନେ ପ୍ରାୟତଃ ଫେଲ ହୋଇଯାଆନ୍ତି । ଆଇଏଏସ୍ ଇଣ୍ଟର୍ଭ୍ୟୁରେ ଯେଉଁ ସବୁ ପ୍ରଶ୍ନ କରାଯାଏ ତାହା ବହୁତ ସରଳ ହୋଇଥାଏ କିନ୍ତୁ ଏହାର ଉତ୍ତର ଦେବା ସେତିକି କଠିନ ହୋଇଥାଏ । ଏହି ସବୁ ପ୍ରଶ୍ନ କ୍ୟାଣ୍ଡିଡେଟର ମୁଣ୍ଡକୁ ଦୋହଲାଇ ଦେଇଥାଏ । ଆଜି ଆମେ ଆପଣଙ୍କୁ ଏହି ଆଇଏଏସ ଇଣ୍ଟର୍ଭ୍ୟୁରେ ଯେଉଁ ସବୁ ପଚାର ଯାଇଥିବା ସରଳ ପ୍ରଶ୍ନର ଉତ୍ତର ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

ଆଇଏଏସ ଇଣ୍ଟର୍ଭ୍ୟୁରେ ପଚାରା ଯାଉଥିବା ସହଜ ପ୍ରଶ୍ନ ଓ ଏହାର ଉତ୍ତର

ପ୍ରଶ୍ନ :୧

ମୟୁର ଏକ ଏମିତି ପକ୍ଷୀ ଯିଏ ଅଣ୍ଡା ଦିଏନି ମୟୁର କିଭଳି ତାର ଛୁଆକୁ ଜନ୍ମ ଦିଏ ?

ଉତ୍ତର : ଏହି ପ୍ରଶ୍ନ ଶୁଣି ବହୁ ବୁଦ୍ଧିମାନ କ୍ୟାଣ୍ଡିଡେଟଙ୍କ ମୁଣ୍ଡ ଖରାପ ହେଇଯିବ। ଆପଣ ଏହି ପ୍ରଶ୍ନ କୁ ଅତି ସହଜ ରେ ଦେଇ ପାରିବେ । ଏହାର ଉତ୍ତର ହେଲା ମୟୂର କେବେ ଅଣ୍ଡା ଦିଏନି ସବୁବେଳେ ମୟୁରୀ ଅଣ୍ଡା ଦେଇଥାଏ ।

ପ୍ରଶ୍ନ :୨

ମହିଳା କ୍ୟାଣ୍ଡିଡେଟକୁ ପଚାର ଗଲା କି ଆପଣ କଣ କରିବେ ଯେତେବେଳେ ଆପଣ ଶୋଇ କି ସକାଳୁ ଉଠିଲା ପରେ ଜଣା ପଡିବ କି ଆପଣ ଗର୍ଭବତୀ ଅଟନ୍ତି ।

ଉତ୍ତର : ଏହି ସବୁ ପ୍ରଶ୍ନ ଶୁଣି ତାଙ୍କ ମନରେ ବିଭିନ୍ନ ପ୍ରକାରର କଥା ଆସିଥିଲା । କିନ୍ତୁ ଏହି ପ୍ରଶ୍ନକୁ ମହିଳା କ୍ୟାଣ୍ଡିଡେଟ ବହୁତ୍ ସୁନ୍ଦର୍ ଅନ୍ଦାଜ୍ ରେ ଉତ୍ତର ଦେଇଥିଲେ । ମୁଁ ବହୁତ ଖୁସି ଅନୁଭବ କରିବି ଓ ମୋ ସ୍ୱାମୀଙ୍କ ସହିତ ଏହାକୁ ସେୟାର କରି ଆମେ ଦୁଇଜଣ ଖୁସି ମନେଇବୁ ।

ପ୍ରଶ୍ନ :୩

ଯଦି ଗୋଟିଏ କାନ୍ଥ ତିଆରି କରିବା ପାଇଁ 10 ଜଣ ଲୋକ 10 ଘଣ୍ଟା ସମୟ ନିଅନ୍ତି ତାହାଲେ 4 ଜଣ ଲୋକ ସେହି କାନ୍ଥକୁ ତିଆରି କରିବା ପାଇଁ କେତେ ସମୟ ନେବେ ?

ଉତ୍ତର : ଏହାର ଉତ୍ତର ଅତି ସରଳ ଅଟେ, ଏହି କାନ୍ଥ ଟି ତିଆରି ଆଗରୁ ହୋଇଛି ତାହାଲେ ଏହାକୁ ତିଆରି କରିବାକୁ ସମୟ ଲାଗିବ ନାହିଁ ।

ପ୍ରଶ୍ନ :୪

ଦୁଇଟି ଯମଜ ସନ୍ତାନ ମଇ ରେ ଜନ୍ମ ହେଲେ କିନ୍ତୁ ଜୁନ ମାସରେ ଜନ୍ମ ଦିନ ପାଳନ କେମିତି ହେଲା ?

ଉତ୍ତର :ଏହି ପ୍ରଶ୍ନର ଉତ୍ତର ହେଲା, ଦୁଇଟି ସନ୍ତାନ ଜୁନରେ ଜନ୍ମ ହେଇଥିଲେ କିନ୍ତୁ ଜନ୍ମ ସହର ତାଙ୍କର ମଇ ଥିଲା । ମଇ ଏକ ସହରର ନାମ ।

ପ୍ରଶ୍ନ :୫

ଜେମ୍ସ ବଣ୍ଡ ଏରୋପ୍ଲେନ ରୁ ବିନା ପାରାସୁଟ୍ ରେ ଡେଇଁଲା ପରେ ବି ତାଙ୍କର କିଛି ହେଇ ନଥିଲା ।

ଉତ୍ତର : କାରଣ ଏହି ଏରୋପ୍ଲେନଟି ରନ୍ ୱେ ରେ ଠିଆ ହୋଇ ଥିଲା ।

ପ୍ରଶ୍ନ :୬

ଏମିତି କୌଣସି ଖାଦ୍ୟ ଅଛି ଯାହା ବ୍ରେକ ଫାଷ୍ଟ ପରେ ଖିଆ ଯାଇ ନଥାଏ ?

ଉତ୍ତର : ଏହାର ଉତ୍ତର ହେଲା କି ଡିନର କେବେ ବି ଆପଣ ସକାଳ ବ୍ରେକ୍ ଫାଷ୍ଟରେ ଖାଇବେ ନାହିଁ ।

ପ୍ରଶ୍ନ :୭

ଗୋଟିଏ ବ୍ୟକ୍ତି 8 ଦିନରେ ବିନା ଶୋଇ କି କେମିତି ରହିପାରେ ?

ଉତ୍ତର :ଏହି ପ୍ରଶ୍ନ ର ଠିକ୍ ଉତ୍ତର ହେଲା ବ୍ୟକ୍ତି ରାତିରେ ଶୋଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ ଆଗକୁ ଆମ ସହିତ ରହିବା ପାଇଁ  ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *