ଜଣେ ହିନ୍ଦୁଙ୍କୁ ଦେଶରୁ ବାହାର କରି କଣ ସନ୍ଦେଶ ଦେଇଛନ୍ତି ୟୁଏଇ ର ରାଜକୁମାରୀ, ଜାଣନ୍ତୁ

ଅମିରାତ ର ଶାହି ପରିବାରର ସଦସ୍ୟ ଏବଂ ବ୍ୟବସାୟୀ ଶେଖା ହିନ୍ଦା ଅଲ କାସିମୀ ୟୁଏଇ ରେ ରହୁଥିବା ଭାରତୀୟ ହିନ୍ଦୁ ମାନଙ୍କୁ ମୁସ୍ଲିମ ମାନଙ୍କ ବିରୁଦ୍ଧରେ କୌଣସି ବି ଆପତ୍ତି ନକରିବା ପାଇଁ ଚେତାବନୀ ଦେଇଛନ୍ତି । ସେ ଏହା ଚେତାବନୀ ଦେଇଛନ୍ତି କି ଯଦି କୌଣସି ହିନ୍ଦୁ ଖୋଲା ଖୋଲି ଭାବେ ୟୁଏଇ ରେ ଭେଦଭାବପୂର୍ଣ ବ୍ୟବହାର କରିବେ ତାଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବା ସହିତ ତାଙ୍କୁ ଦେଶରୁ ମଧ୍ୟ ବାହାର କରାଯିବ ।

ଶେଖା ହିନ୍ଦ ଦ୍ଵାରା ଶେୟାର କରାଯାଇ ଥିବା ସ୍କ୍ରିନସଟ ରେ ସୌରଭ ଉପାଧ୍ୟାୟ ନାମରେ କାହାକୁ ଦେଖାଯାଇଛି କି ସେ ନୂଆ ଦିଲ୍ଲୀ ରେ ତବ୍ଲିଗୀ ଜମାତ ର ଗୋଟିଏ ସଭାକୁ ନେଇ ମୁସଲମାନ ମାନଙ୍କୁ ନିଜର ଲକ୍ଷ ବନାଇ ଥିଲେ, ଯେଉଁ କାରଣରୁ ଭାରତରେ କୋଭିଡ-୧୯ ର ଶିକାରରେ ଅଧିକ ଲୋକ ଆସିଛନ୍ତି । ଯେଉଁଥିରେ ସେ ମୁସ୍ଲିମ ସାମ୍ପ୍ରଦାୟର ସଦସ୍ୟଙ୍କୁ ‘ଇସ୍ଲାମି ଆତଙ୍କବାଦୀ’ ବୋଲି କହିଥିଲେ ।

ୟୁଏଇ ର ରାଜକୁମାରୀ ତାଙ୍କ ଟୁଇଟ ରେ କହିଛନ୍ତି କି କାହାର ବି ମଜାକ ବନାଇବା ବେକାର ଯାଇ ନଥାଏ । ଶେଖା ହିନ୍ଦ କହିଛନ୍ତି ସତ୍ତାରୂଢ ପରିବାର ଭାରତୀୟଙ୍କର ସାଙ୍ଗ ଅଟନ୍ତି, କିନ୍ତୁ ଗୋଟିଏ ଶାହି ଭାବରେ ରହୁଥିବାରୁ ଆପଣଙ୍କର ଏହି ଅଶିଷ୍ଟତା ଶୋଭା ଦେଉ ନାହିଁ । ପ୍ରତ୍ୟେକ କର୍ମଚାରୀ ମାନଙ୍କୁ ତାଙ୍କ କାମ କରିବାର ପାରିଶ୍ରମିକ ଦିଆଯାଇ ଥାଏ ଯାହା ଦ୍ଵାରା ସେମାନେ ନିଜର ପ୍ରତିପୋଷଣ କରିଥାନ୍ତି ।

କହି ଦେଉଛୁ କି ୨୦୦ ରୁ ଅଧିକ ରାଷ୍ଟ୍ରର ଲୋକ ଅମିରାତ ରେ ରହୁଛନ୍ତି ଏବଂ ସାମଞ୍ଜସ୍ୟ ପୂର୍ଣ ଢଙ୍ଗରେ କାମ କରିଥାନ୍ତି । ୟୁଏଇ ରେ ଧାର୍ମିକ ଅସହିଷ୍ଣୁତା ଏବଂ ଘୃଣା ଏକ ଅପରାଧ ଅଟେ, ଯିଏ ୨୦୧୯ କୁ ସହିଷ୍ଣୁତା ବର୍ଷ ଭାବେ ମନାଇ ଥିଲେ । ୨୦୧୫ ରେ ପାରିତ ଏକ ସଙ୍ଘିୟ ଆଇନ ଜାତି, ଜାତୀୟ ମୂଳ, ଧର୍ମ କିମ୍ବା ଜାତିର ଆଧାରରେ କୌଣସି ବି ପ୍ରକାରର ଭେଦଭାବକୁ ଅପରାଧ କୁହାଯାଇଥାଏ । ଯଦି କୌଣସି ବ୍ୟକ୍ତି ଅନ୍ୟକୁ ଅବିଶ୍ଵାସୀ କହିଥାଏ ତାହେଲେ ତାକୁ ଆଇନ ବ୍ୟବସ୍ତା ଦ୍ଵାରା ଦଣ୍ଡ ଦିଆଯାଇ ଥାଏ । ଦେଶ ଦୁନିଆ ବିଷୟରେ ସମସ୍ତ ଅପଡେଟ ପାଇବା ନିମନ୍ତେ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *