ଓଡିଆ Jokes: 108 ବର୍ଷର ଜଣେ ବୃଦ୍ଧ ମୃତ୍ୟୁ ପରେ ସ୍ଵର୍ଗରେ ପହଞ୍ଚି ସୁନ୍ଦରୀ ଅପସରା ମାନଙ୍କର ନୃତ୍ୟ ଦେଖି ଜୋର-ଜୋର ରେ କାନ୍ଦିବାକୁ ଲାଗିଲେ ଓ କହିଲେ….

ଆଜିକାଲିର ଦୁନିଆରେ ସମସ୍ତେ ନିଜ କର୍ମ ପାଇଁ ବ୍ୟସ୍ତରେ ରହୁଛନ୍ତି । ଯାହାଫଳରେ ସେମାନେ ନିଜ ଖୁସି ଉପରେ ଧ୍ୟାନ ଦେଇପାରୁ ନାହାନ୍ତି । ବନ୍ଧୁଗଣ ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Joke-1

ପପୁ ପଚାରିଲା- କେମିତି ଅଛନ୍ତି ବାବାଜୀ…?

ବାବାଜୀ- ଆମେ ତ ସାଧୁ ଅଟୁ ପୁଅ

ଆମ ‘ରାମ’ ଆମକୁ ଯେମିତି ରଖନ୍ତି ଆମେ ସେମିତି ରହିଥାଉ

ତୁ ତ ସୁଖୀ ଅଛୁ ନା ପୁଅ …?

ପପୁ- ଆମେ ତ ସଂସାରୀ ଲୋକ ଅଟୁ ବାବାଜୀ

ଆମ ‘ସୀତା’ ଆମକୁ ଯେମିତି ରଖନ୍ତି ଆମେ ସେମିତି ରହିଥାଉ

Joke-2

ସ୍ତ୍ରୀ- ଯଦି ମୋ ବାହାଘର କଉ ରାକ୍ଷସ ସହିତ ହେଇଯାଇ ଥାନ୍ତା ତାହେଲେ ବି ଏତେ ଦୁଃଖୀ ହେଇ ନଥାନ୍ତି,

ଯେତିକି ଆଜି ତୁମ ସହିତ ଅଛି
.
.
.

ସ୍ଵାମୀ- ପାଗେଳି ! ରକ୍ତର ସମ୍ପର୍କରେ କେଉଁଠି ବିବାହ ହେଲାଣି….!!!

ପୁଣି କଣ ଥିଲା ସ୍ଵାମିଦେବ ଙ୍କର ହେଇଗଲା ଜୋରଦାର ଧୁଲାଇ

Joke-3

ସ୍ତ୍ରୀ ସ୍ଵାମିକୁ – ଶୁଣ ନା….ସେହି ଲୋକ ଯିଏ ଦାରୁ ପିଇ କି ନାଚୁଛି ନା…

ମୁଁ ତାକୁ ୧୦ ବର୍ଷ ପୂର୍ବରୁ ରିଜେକ୍ଟ କରି ଦେଇଥିଲି

ସ୍ଵାମୀ- ସେଥିପାଇଁ, ସେ ଏ ପର୍ଯ୍ୟନ୍ତ ବି ସେଲିବ୍ରେଟ କରୁଛି

Joke-4

ଗୋଟିଏ ମଶା ବହୁତ ଚିନ୍ତାରେ ବସିଥିଲା

ଆଉ ଜଣେ ପଚାରିଲା- ଭାଇ କଣ ହେଲା ତୋର ?

ପ୍ରଥମଟି କହିଲା – ୟାର, ଗଜବ ହେଇଗଲା

ମୂଷାଦାନୀ ରେ ମୂଷା

ସାବୁନଦାନୀ ରେ ସାବୁନ

କିନ୍ତୁ ମଶାଦାନୀ ରେ ମଣିଷ ଶୋଉଛି

Joke-5

ସକାଳୁ ସକାଳୁ ସ୍ତ୍ରୀ ନିଦରୁ ଉଠି କହିଲା, “ହେଇଟି ଶୁଣୁଛ ?”

ସ୍ଵାମୀ- କୁହ! କଣ ହେଲା ?”

ସ୍ତ୍ରୀ- “ମତେ ସ୍ଵପ୍ନ ଆସିଥିଲା କି ତୁମେ ମୋ ପାଇଁ ହୀରା ହାର ନେଇ କି ଆସିଛ ।”

ସ୍ଵାମୀ- ଠିକ ଅଛି, ପୁଣି ଥରେ ଶୋଇଯା, ଆଉ ତାକୁ ପିନ୍ଧି ନେ…..

Joke-6

108 ବର୍ଷର ଜଣେ ବୃଦ୍ଧ

ମୃତ୍ୟୁ ପରେ ସ୍ବର୍ଗରେ ପହଞ୍ଚିଲେ

ସ୍ବର୍ଗରେ ସୁନ୍ଦରୀ ଅପସରା ମାନଙ୍କର ନୃତ୍ୟ ଦେଖି

ସେହି ବୃଦ୍ଧ ଜୋର-ଜୋର ରେ କାନ୍ଦିବାକୁ ଲାଗିଲେ ଓ କହିଲେ

ବାବା ରାମଦେବଙ୍କ ଚକର ରେ ପଡି ନଥାନ୍ତି ତ କେବେଠୁ ଏଠାରେ ପହଞ୍ଚି ସାରିଥାନ୍ତି ଓ ଏଭଳି ଆନନ୍ଦ ନେଇଥାନ୍ତି

Joke-7

୫. ଡାକ୍ତର- ଆପଣଙ୍କ ଗୋଡ ଖରାପ ହୋଇଯାଇଛି

ଝିଅ- କଣ ମୋ ଗୋଡ ଠିକ ହୋଇ ପାରିବ ନାହିଁ ?

ଡାକ୍ତର- ହବନି ଝିଅ, ତୁମ ଗୋଡକୁ କାଟିବାକୁ ହେବ

ଝିଅ- ହେ ପ୍ରଭୁ, ଏବେ ମୁ କଣ କରିବି ?

ଡାକ୍ତର- ଧୈର୍ଯ୍ୟ ରଖା ଝିଅ ଭଗବାନ ସବୁ ଠିକ କରିଦେବେ

ଝିଅ- ଆରେ ମୋତେ ମୋର ଗୋଡର ଚିନ୍ତା ନାହିଁ,

ମୁ କାଲି ଏକ ନୂଆ ସ୍ୟାଣ୍ଡେଲ କିଣି ଥିଲି ଓ ସେହି ଦୋକାନରେ ଲେଖା ହୋଇଥିଲା ବିକ୍ରି ହେବା ମାଲ ଫେରସ୍ତ ହେବ ନାହିଁ

ମୁ କଣ କରିବି ସେ ସ୍ୟାଣ୍ଡେଲ ର !!

Joke-8

ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଇଗଲା

ଏହାପରେ ବହୁତ ଦିନ ପର୍ଯ୍ୟନ୍ତ ସେମାନେ ପରସ୍ପର ସହ କଥା ବାରତା ହେଲେ ନାହିଁ

ଏହା ଦେଖି ସ୍ତ୍ରୀ ସ୍ଵାମୀ ପାଖକୁ ଆସି କହିଲା…

ସ୍ତ୍ରୀ- ଏହିପରି ଝଗଡା କରିବାକୁ ଭଲ ଲାଗୁ ନାହିଁ

ଚାଲ ଗୋଟେ କାମ କରିବା, ଆମେ ପରସ୍ପର ମଧ୍ୟରେ ଆପସ ବୁଝାବଣା କରିନେବା

ସ୍ଵାମୀ- ଠିକ ଅଛି ତା ହେଲେ କୁହ କଣ କରିବା ?

ସ୍ତ୍ରୀ- ତମେ ମତେ କ୍ଷମା ମାଗିଦିଅ ଆଉ ମୁ ତୁମକୁ କ୍ଷମା କରିଦେବି ।

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *