ଆଇଏଏସ ଇଣ୍ଟରଭ୍ୟୁରେ ପଚରା ଗଲା ପ୍ରଶ୍ନ ପାସୱାର୍ଡ କୁ ଓଡିଆରେ କଣ କୁହନ୍ତି ? କଣ ଆପଣ ଜାଣନ୍ତି ଏହାର ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ ଏମିତି ପ୍ରଶ୍ନର ଉତ୍ତର ଆଣିକି ଆସିଛୁ , ଯିଏକି ଟ୍ରିକି ହେବା ସହିତ ମଜାଳିଆ ମଧ୍ୟ ଅଟେ , ସାଙ୍ଗମାନେ ଆଜି ଆମେ ଆଇଏଏସ୍ ଇଣ୍ଟର୍ଭିଉରେ ପଚରା ଯାଇଥିବା ଟ୍ରୀକି ଟାଇପର ପ୍ରଶ୍ନ ଆପଣଙ୍କ ପାଇଁ ଆଣିକି ଆସିଛୁ , ଯାହାକୁ ଜାଣି ଆପଣଙ୍କୁ ମଜା ମଧ୍ୟ ଆସିବ ଓ ଭବିଷ୍ୟତରେ ଫାଇଦା ବି ମିଳିବ । ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଟ୍ରିକୀ ପ୍ରଶ୍ନ ଆଣି ଆସିଛୁ ଯାହା ଅଧିକାଂଶ ଇଣ୍ଟର୍ଭିଉରେ ବୁଦ୍ଧି ପରୀକ୍ଷା ପାଇଁ ପଚରା ଯାଇଥାଏ ।

ପରୀକ୍ଷାକୁ ଦୁଇଟି ଷ୍ଟେଜରେ ପଚରା ଯାଇଥିବା ମଜାଳିଆ ଓ ମୁଣ୍ଡ ବୁଲେଇବା ଭଳି ପ୍ରଶ୍ନ ଓ ତାର ଉତ୍ତର

ପ୍ରଶ୍ନ .୧

ପାସୱାର୍ଡକୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ପାସୱାର୍ଡକୁ ଓଡିଆରେ କୁଟଶବ୍ଦ କୁହନ୍ତି ।

ପ୍ରଶ୍ନ. ୨

ବ୍ୟାଙ୍କକୁ ହିନ୍ଦୀରେ କଣ କହନ୍ତି

ଉତ୍ତର- ଅଧିକୋଷ

ପ୍ରଶ୍ନ. ୩

ସେ କଣ ଅଟେ ଯାହା ବର୍ଷ ଓ ଶନିବାରରେ ଗୋଟେ ଥର ହିଁ ଆସିଥାଏ

ଉତ୍ତର- ଏହା ଗୋଟେ ଟ୍ରିକି ପ୍ରଶ୍ନ ଅଟେ , ବର୍ଷ ଓ ଶନିବାରରେ ଗୋଟେ ଥର କେବଳ ଅକ୍ଷର ‘ ବ ‘ ହିଁ ଆସିଥାଏ , ସାଙ୍ଗମାନେ ଏହି ପ୍ରଶ୍ନ ମୁଣ୍ଡ ଘୁରେଇ ଦେଲା ଭଳି ଅଟେ କିନ୍ତୁ ଏହାର ଉତ୍ତର ବହୁତ ହିଁ ସହଜ ଅଟେ ।

ପ୍ରଶ୍ନ. ୪

ଭାରତର ପ୍ରଥମ ମହିଳା IAS ଅଫିସର କିଏ ଥିଲେ ।

ଉତ୍ତର- ଅନା ରାମଜନ ମଲ୍ହୋତ୍ରା

ପ୍ରଶ୍ନ. ୫

ଗୋଟେ ଟେବୁଲ ଉପରେ ପ୍ଲେଟରେ ଦୁଇଟି ସେଓ ଅଛି ଓ ତାଙ୍କୁ ଖାଇବା ପାଇଁ 3 ଜଣ ଲୋକ ଅଛନ୍ତି, କେମିତି ଖାଇବେ ?

ଉତ୍ତର- ପ୍ରଶ୍ନ ଭିତରେ ହିଁ ଉତ୍ତର ଅଛି , ଧ୍ୟାନ ଦେଇ ପଢ଼ନ୍ତୁ ଏହା ୧ ଟେବୁଲ ଉପରେ ଅଛି ଓ ୨ ଟି ପ୍ଲେଟରେ ଅଛି ତେବେ ହେଇଗଲା ନା ତିନୋଟି ସେଓ , ଏବେ ସମସ୍ତଙ୍କ ଭାଗରେ ଗୋଟେ ଗୋଟେ ସେଓ ଆସିବ ।

ପ୍ରଶ୍ନ. ୬

ମନୁଷ୍ୟର ଗୋଟେ ଆଖିର ଓଜନ କେତେ ଗ୍ରାମ ହୋଇଥାଏ ।

ଉତ୍ତର- ମନୁଷ୍ୟର ଗୋଟେ ଆଖିର ଓଜନ 8 ଗ୍ରାମ ହୋଇଥାଏ ।

ପ୍ରଶ୍ନ. ୭

ଦୁଇଟି ଜୁଡୁୱା ଛୁଆ ଆଦର୍ଶ ଓ ଅନୁପମ ମେ ମାସରେ ଜନ୍ମ ହୋଇଥିଲେ , କିନ୍ତୁ ତାଙ୍କର ଜନ୍ମଦିନ ଜୁନରେ ଅଟେ । ଏହା କେମିତି ସମ୍ଭବ ।

ଉତ୍ତର- କାହିଁକି ନା ମେ ଗୋଟେ ଜାଗାର ନାମ ଅଟେ .

ପ୍ରଶ୍ନ. ୮

ରେଳ ଲାଇନରେ କଦରେ ଲାଗିଥିବା Wistle Board ବୋର୍ଡର ମାନେ କଣ ।

ଉତ୍ତର- Wistle Board ର ମାନେ ହେଉଛି ହର୍ନ ବଜେଇବା ସହ ଅଛି ,ଯେଉଁଠି ଏହି ପ୍ରକାରର ବୋର୍ଡ ଲଗା ହେଇଥିବ ସେଠି ହର୍ନ ବଜାଇବାକୁ ହୋଇଥାଏ ।

ପ୍ରଶ୍ନ. ୯

ମହିଲାର ଏମିତି କେଉଁ ରୁପ ଅଛି, ଯାହାକୁ ସମସ୍ତେ ଦେଖିଥାନ୍ତି କିନ୍ତୁ ତାଙ୍କ ସ୍ବାମୀ କେବେବି ଦେଖି ନଥାଏ ।

ଉତ୍ତର- ବିଧବା ରୁପ

ପ୍ରଶ୍ନ. ୧୦

ଦୁଇଟି ଘରେ ନିଆଁ ଲାଗିଛି । ଗୋଟେ ଘର ବଡ଼ଲୋକର ଓ ଦ୍ଵିତୀୟ ଗରିବର । ପୁଲିସ କେଉଁ ଘରର ନିଆଁ କୁ ପ୍ରଥମେ ଲିଭେଇବେ ।

ଉତ୍ତର- ପୁଲିସ କେବେଠୁ ନିଆଁ ବୁଝାଇବାକୁ ଲାଗିଲେଣି ।

ପ୍ରଶ୍ନ. ୧୧

ଏହା କେଉଁ ଜିନିଷ ଯାହା ପୁରା ଗୋଟେ ବର୍ଷ ପରେ ଆପଣଙ୍କ ପାଖକୁ ଆସିଥାଏ ଓ କେବଳ 24 ଘଣ୍ଟା ଆପଣଙ୍କ ସହିତ ବିତେଇ ଚାଲି ଯାଇଥାଏ ।

ଉତ୍ତର- ତାରିଖ ,କାହିଁକି ନା କୌଣସି ବି ତାରିଖ ଗୋଟେ ବର୍ଷ ପରେ ହିଁ ଆସିଥାଏ । କିନ୍ତୁ 24 ଘଣ୍ଟା ପରେ ଚାଲି ଯାଇଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପ୍ରଶ୍ନ ଓ ତାହାର ଉତ୍ତର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *