ଆଉ ଚଳିବ ନାହିଁ 500 ଟଙ୍କିଆ ନୋଟ, ଜାଣନ୍ତୁ କଣ ରହିଛି କାରଣ ? ଯଦି ଆପଣଙ୍କ ପାଖରେ ବି ଅଛି ଏମିତି ନୋଟ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ଚଳିବ ନାହିଁ ୫୦୦ ଟଙ୍କିଆ ନୋଟ ! ତେବେ ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ! ତେବେ ଏଥିରେ ଆପଣ ଆଶ୍ଚର୍ଯ୍ୟ ହେବା କିମ୍ବା ଭୟଭୀତ ହେବାର କୌଣସି ମଧ୍ୟ ଆବଶ୍ୟକତା ନାହିଁ । କାରଣ ଆମେ ଆପଣଙ୍କୁ ଏହାର ସବିଶେଷ ତଥ୍ୟ ଏହି ପୋଷ୍ଟ ମାଧ୍ୟମରେ ଦେବାକୁ ଯାଉଅଛୁ । ତେବେ RBI ଆଣିଲା ନୂଆ ନିୟମ ! ଭାରତରେ ପ୍ରଚଳିତ ସମସ୍ତ ଟଙ୍କା ବା ନୋଟର ତଦାରଖ ଉପରେ RBI ପାଇଁ ବାଙ୍କ ମୁଖ୍ୟତଃ କାର୍ଯ୍ୟ କରିଥାଏ ।

ତେବେ RBI ର ନୀତି ଅନୁସାରେ ହିଁ ନୋଟ ଗୁଡିକ ଉପରେ କେଉଁ ନୀତି ଲାଗୁ କରାଯିବ ତାହାକୁ ଆଲୋଚନା କରାଯାଇଥାଏ । ତେବେ RBI ମାନେ ରିଜର୍ଭ ବାଙ୍କ ଅଫ ଇଣ୍ଡିଆ । ସେହି ପରି ବର୍ତ୍ତମାନର ସୂଚନା ମୁତାବିକ ସମସ୍ତ ୫୦୦ ଟଙ୍କିଆ ନୋଟ ଆଉ ଚଳିବନି । ତେବେ ଏହାର ଅର୍ଥ ହେଉଛି ଯାହା ପାଖରେ ୫୦୦ ଟଙ୍କିଆ ପୁରୁଣା ନୋଟ ଗୁଡିକ ରହିଛି । ବା ଚିରା ଫଟା କିମ୍ବା ଲେଖାଲେଖି ନୋଟ ଗୁଡିକ ରହିଛି ।

ସେହିପରି ଖରାପ ୫୦୦ ଟଙ୍କିଆ ନୋଟ ଗୁଡିକ ଆଉ ଚଳିବ ନାହିଁ । ତେବେ ଯେଉଁ ମାନଙ୍କ ଘରେ ବିଡା ବିଡା ୫୦୦ ଟଙ୍କିଆ ନୋଟ ଭରି ହୋଇ ରହିଛି । ସେମାନେ କିନ୍ତୁ ଏହି ଖବର ଶୁଣି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଯେଉଁ ନୋଟ ଗୁଡିକ ଖରାପ ହୋଇଯାଇଛି । ସେହି ଖରାପ ନୋଟ ବଦଳରେ ଆପଣ ମାନେ ବ୍ଯାଙ୍କକୁ ଯାଇ ପରିବର୍ତ୍ତନ କରି ଭଲ ୫୦୦ ଟଙ୍କିଆ ନୋଟ ଗୁଡିକ ଆଣିପାରିବେ ।

ତେବେ ଯେଉଁ ବ୍ଯାଙ୍କ ଗୁଡିକ ଏହି ଖରାପ ୫୦୦ ଟଙ୍କିଆ ନୋଟ ବଦଳାଇବାକୁ ଅମଙ୍ଗ ହୁଏ । ତେବେ ସେହି ବ୍ଯାଙ୍କ ବିରୁଦ୍ଧରେ କାର୍ଜ୍ଯାନୁଷ୍ଠାନ ନେବାର ମଧ୍ୟ ବ୍ୟବସ୍ଥା ରହିଅଛି । ତେଣୁ ଯାହା ପାଖରେ ୫୦୦ ଟଙ୍କିଆ ଖରାପ ବା ଚିରା ଫଟା ନୋଟ ରହିଅଛି । ସେମାନେ ଯଥାଶୀଘ୍ର ନିଜର ନିକଟସ୍ଥ ବ୍ଯାଙ୍କକୁ ଯାଇ ଖରାପ ନୋଟ ବଦଳରେ ଭଲ ନୋଟ ନେଇଆସନ୍ତୁ ।

ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତ୍ତେବେ ସହ ଯୋଡି ହୋଇ ନୂଆ ନୂଆ ଲାଟେଷ୍ଟ ଧରଣର ପୋସ୍ଟ ପଢିବାକୁ ଚାହୁଁଥିଲେ । ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ  । ଧନ୍ୟବାଦ

Leave a Reply

Your email address will not be published. Required fields are marked *