ଜାଣନ୍ତୁ କାହିଁକି ଶବକୁ ଜଳେଇବା ପୂର୍ବରୁ ତାର ମୁଣ୍ଡକୁ ଠେଙ୍ଗାରେ ମରାଯାଏ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଫେସନ ଓ ଟେକନୋଲୋଜିର ଏହି ଯୁଗରେ ଏବେ ପଛକୁ ଯିବା ଅସମ୍ଭବ ଅଟେ , କିନ୍ତୁ ଏହି ନୂଆ ଯୁଗରେ ଏବେ ବି ହିନ୍ଦୁ ଧର୍ମ ସହ ଜଡ଼ିତ କିଛି କଥା ଏମିତି ଅଛି ଯାହାକୁ ବୈଜ୍ଞାନିକ ବି ମାନନ୍ତି , ହିନ୍ଦୁ ଧର୍ମରେ ଏମିତିରେ କେତେ ପରମ୍ପରା ଅଛି ଯେଉଁଥିରେ  ବଦଳୁଥିବା ସମୟ ସହିତ ଚେଞ୍ଜେସ ଆସିଛି , କିନ୍ତୁ କିଛି ପରମ୍ପରା ଏମିତି ଅଛି ଯାହା ପୁରୁଣା କାଳରୁ ଚାଲି ଆସିଛି ଓ ଆଗକୁ ବି ଏମିତି ଚାଲିବ ବୋଲି ଆଶା କରାଯାଉଛି , ଆଜି ଆମେ ହିନ୍ଦୁ ଧର୍ମର ଗୋଟେ ଏମିତି ମହତପୂର୍ଣ୍ଣ ରିତି ବିଷୟରେ କଥା ହେବାକୁ ଯାଉଛୁ, ଯାହାକୁ ଅନ୍ତିମ ସଂସ୍କାର ନାମରେ ଜଣାଯାଏ , ହିନ୍ଦୁ ଧର୍ମରେ ଲୋକ ମରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥାଏ ଓ ଏହି ଅନ୍ତିମ ସଂସ୍କାରର ନିଜସ୍ଵ ଗୋଟେ ମହତ୍ୱ ରହିଛି ।

ହିନ୍ଦୁ ଧର୍ମ ଅନୁସାରେ ବ୍ୟକ୍ତିର ମୃତ୍ୟୁ ପରେ ମହିଳାମାନେ ମଶାଣିକୁ ଯାଆନ୍ତି ନାହିଁ , ମୃତ ବ୍ୟକ୍ତିଙ୍କ ସହିତ ଗଭିର ସମ୍ପର୍କ ଥାଇ ମଧ୍ୟ ମହିଳା ମାନଙ୍କୁ ମଶାଣିକୁ ଯିବାପାଇଁ ଦିଆ ଯାଇନଥାଏ , କିନ୍ତୁ ଯେମିତି ଯେମିତି ସମୟ ବଦଳୁଛି , ମଡର୍ନ ସୋସାଇଟିର କିଛି ଲୋକ ମହିଳାଙ୍କୁ ନିଜ ସହିତ ମଶାଣିକୁ ନେଇ ଯାଆନ୍ତି ଓ ତାଙ୍କୁ ଏହି କଥାରେ କିଛିବି ଆପତି ନଜର ଆସିନଥାଏ ।

କିନ୍ତୁ କାହିଁକି ମହିଳାମାନଙ୍କୁ ମଶାଣିକୁ ନିଆ ଯାଇ ନଥାଏ ? କଣ କାରଣ ଅଛି ଏହା ପଛରେ ? ପ୍ରକୃତରେ କୁହାଯାଏ କି ମହିଳାଙ୍କ ହୃଦୟ ପୁରୁଷଙ୍କ ହୃଦୟ ଠାରୁ କମଜୋର ହୋଇଥାଏ , ଯଦି ମଶାଣିରେ କୌଣସି ମହିଳା ଅନ୍ତିମ ସଂସ୍କାର ସମୟରେ କାନ୍ଦେ ଓ ଡରେ ତେବେ ଶବର ଆତ୍ମାକୁ ଶାନ୍ତି ମିଳିନଥାଏ , କୁହାଯାଏ କି ଅନ୍ତିମ ସଂସ୍କାରର ପ୍ରକ୍ରିୟା ବହୁତ ଜଟିଳ ହୋଇଥାଏ ଓ ମହିଳାଙ୍କର କୋମଳ ହୃଦୟ ଏହା ସବୁ ଦେଖି ପାରି ନଥାଏ , ଅନ୍ୟ ଏକ କଥା ଏମିତି କୁହାଯାଏ କି ମଶାଣିରେ ଆତ୍ମାମାନଙ୍କର ଯିବା ଆସିବା ଲାଗି ରହିଥାଏ ଓ ଏହି ଆତ୍ମା ମାନେ ମହିଳାଙ୍କୁ ପ୍ରଥମେ ତାଙ୍କର ଶିକାର ବନେଇ ଥାଆନ୍ତି ।

ଏହା ବ୍ୟତୀତ ମହିଳାମାନେ ଘରେ ଏଥିପାଇଁ ରହି ଥାଆନ୍ତି କାହିଁକି ନା ମଶାଣି ଘାଟରୁ ଫେରିବା ବେଳେ ସେ ଲୋକଙ୍କର ହାତଗୋଡ ଧୋଇ ତାଙ୍କୁ ପବିତ୍ର କରିପାରିବେ , ଅନ୍ତିମ ସଂସ୍କାରର ଏକ ପ୍ରଥା ଅନୁସାରେ ମୃତ ବ୍ଯକ୍ତିର ପୁଅକୁ ଶବର ମୁଣ୍ଡକୁ ଠେଙ୍ଗାରେ ମାରିବା ପାଇଁ କୁହାଯାଏ , ଏହା ଏଥିପାଇଁ କୁହାଯାଇ ଥାଏ କି ମୃତ ବ୍ଯକ୍ତିର ପାଖରେ ଯଦି କିଛି ତନ୍ତ୍ର ବିଦ୍ୟା ଥାଏ ତେବେ କେହି ଅଲଗା ତାନ୍ତ୍ରିକ ତାହାର ବିଦ୍ୟାକୁ ଚୋରାଇ ତା ଆତ୍ମାକୁ ନିଜ କାବୁରେ କରି ପାରିବ ନାହିଁ ଓ ଆତ୍ମାକୁ ନିଜ ଆୟତରେ ରଖି କିଛି ଖରାପ କାମ ମଧ୍ୟ କରି ପାରିବ ନାହିଁ । କେବଳ ଏତିକି ନୁହେଁ , ହିନ୍ଦୁ ଧର୍ମରେ ଅନ୍ତିମ ସଂସ୍କାର ପରେ ନିଜର ବାଳ ମଧ୍ୟ କାଟି ଦେଇଥାନ୍ତି ,ଚୁଳ କାଟିବାର ପ୍ରଥା ଘରର ସବୁ ପୁରୁଷଙ୍କ ପାଇଁ ନିହାତି ଅନିବାର୍ଯ୍ୟ ହୋଇଥାଏ,ଏହାର ବିପରୀତ ମହିଳା ମାନଙ୍କ ପାଇଁ ନିୟମ କାନୁନ ନଥାଏ ଏଥିପାଇଁ ତାଙ୍କୁ ଅନ୍ତିମ ସଂସ୍କାରରୁ ଦୂରରେ ରଖିଥାନ୍ତି ।

ହିନ୍ଦୁ ଧର୍ମରେ ଭଗବାନ ରାମଙ୍କର ବହୁତ ମାନ୍ୟତା ଅଛି , କୁହାଯାଏ କି କେହି ଭଗବାନ ରାମଙ୍କର ନାମ 3 ଥର ଜପ କରିଦିଅନ୍ତି ତେବେ ଅନ୍ୟ କୌଣସି ଭଗବାନଙ୍କ 1000 ଥର ଜପିବା ସହ ସମାନ ଅଟେ । ସେଥିପାଇଁ ବହୁତ ଥର ଦେଖିଥିବେ କି ଶବ ନେବା ସମୟରେ ଲୋକେ ‘ରାମ ରାମ ସତ୍ୟ ହେ’ କହିକି ଯାଇଥାନ୍ତି ,ଏହି ବାକ୍ୟର ଅର୍ଥ ହେଉଛି ‘ସତ୍ୟ ଭଗବାନ ରାମଙ୍କର ନାମ ଅଟେ’ । ଏଠି ରାମ ବ୍ରହ୍ମାତ୍ମା ମାନେ ସର୍ବୋଚ୍ଚ ଶକ୍ତିକୁ ବୁଝାଇଥାଏ । ଏହି ସମୟରେ ଶସବର ଶରୀରରେ କିଛି ବି ଅସ୍ତିତ୍ବ ରହି ନଥାଏ, ଆତ୍ମା ସବୁ ଛାଡ଼ି ଭଗବାନଙ୍କ ଶରଣକୁ ଚାଲି ଯାଇଥାଏ । ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *