ଜଲ୍ଦି ଧନବାନ ହେବାକୁ ଚାହାଁନ୍ତି ତ ତୁରନ୍ତ ଘରୁ ହଟାଇ ଦିଅନ୍ତୁ ଏହି ଜିନିଷ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସଂସାର ରେ ଅନେକ ପ୍ରକାର ଦୁଃଖ କଷ୍ଟ ସହିତ ଅନେକ ସମସ୍ୟା ରହିଛି । ଏହି ସମସ୍ତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଲୋକମାନେ ବହୁତ କିଛି କରିଥାନ୍ତି । କିନ୍ତୁ ଏହାର ସମାଧାନ କେବଳ ଚାଣକ୍ୟ ନୀତି ଶାସ୍ତ୍ର ରେ ଦେଖିବାକୁ ମିଳିଥାଏ।ଏହି ନୀତି ଶାସ୍ତ୍ର ରେ ମନୁଷ୍ୟ ର ସମସ୍ତ ସମସ୍ୟା ର କାରଣ ଏବଂ ଏହାର ସମାଧାନ ସମ୍ପର୍କରେ ଲେଖା ହୋଇଛି।ଚାଣକ୍ୟ ନୀତି ହେଉଛି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଶାସ୍ତ୍ର ଅଟେ।ଏହି ନୀତି ଶାସ୍ତ୍ର ରେ ମନୁଷ୍ୟ କିପରି ସୁଖ ଶାନ୍ତି ରେ ବାସ କରିବ ସେ ସମ୍ପର୍କରେ ସୂଚନା ଦିଆ ଯାଇଛି।ଏହି ନୀତି ଗ୍ରଂଥ ରେ ବିଭିନ୍ନ ପ୍ରକାର ତଥ୍ୟ ଦିଆ ଯାଇଛି।ଚାଣକ୍ୟ ଜଣେ ବହୁତ ବଡ଼ ଜ୍ଞାନୀ ଥିଲେ।ସେ ନିଜ ଜ୍ଞାନ ଓ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜ ସିଂହାସନ ରେ ବସାଇଥିଲେ।

ଚାଣକ୍ୟଙ୍କ ନୀତି ଶାସ୍ତ୍ର ପଢିବା ଦ୍ୱାରା ସେଥିରେ ଲେଖା ଯାଇଥିବା ସମସ୍ତ କଥା ଆପଣ ଭବିଷ୍ୟତରେ କାର୍ଯ୍ୟରେ ନିୟୋଜିତ କରିପାରିବେ।ଏବଂ ଏକ ସଫଳ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରି ପାରିବେ।ତେବେ ବନ୍ଧୁଗଣ ଏକ ଉତ୍ତମ ଘର ତିଆରି କରିବା ପାଇଁ ମହିଳା ମାନଙ୍କ ର ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ମହିଳା ମାନଙ୍କର ବ୍ୟବହାର ଏବଂ କାର୍ଯ୍ୟ କଳାପ ରୁ ହିଁ ସେ ଘରର ଭବିଷ୍ୟତ ସହିତ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଜଣାପଡ଼ିଥାଏ।କିଛି ଏପରି ଜିନିଷ ଅଛି ଯାହାକୁ ମହିଳା ମାନେ ଘରେ ରଖିବା ଦ୍ଵାରା ଘର ସହିତ ନିଜ ସ୍ୱାମୀ ଙ୍କ ର ବହୁତ କ୍ଷତି ହୋଇଥାଏ।

ଆମେ ଯେତେବେଳେ ଘର ବନାଇଥାଉ ସେତେବେଳେ ବାସ୍ତୁ ଶାସ୍ତ୍ର ଅନୁସାରେ ହିଁ ବନାଇଥାଉ।ବାସ୍ତୁ ଶାସ୍ତ୍ର ଆଧାରରେ ଘର ତିଆରି କରିବା ଦ୍ୱାରା ଘରେ ସମସ୍ତେ ସୁଖ ଶାନ୍ତି ରେ ଜୀବନ ଯାପନ କରିଥାନ୍ତି।କିନ୍ତୁ ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ ଅଛି ଯେ ଯଦି ନାରୀ ମାନେ ଏହି ପରି କିଛି ବସ୍ତୁ ଘରେ ରଖିଥାନ୍ତି ତେବେ ସେ ଘରର ବହୁତ କ୍ଷତି ହୋଇଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାହା କଣ ଯାହାକୁ ଘରେ ରଖିବା ଦ୍ୱାରା ଘରର ବହୁତ କ୍ଷତି ହୋଇଥାଏ।ତେବେ ଆସନ୍ତୁ ସେ ବିଷୟରେ ଅଧିକ କିଛି ଆଲୋଚନା କରିବା।

ପ୍ରଥମତଃ ବାସ୍ତୁ ଶାସ୍ତ୍ର ଅନୁସାରେ ମହିଳା ମାନେ ଘରେ ଚିରା ବସ୍ତ୍ର ରଖିବା ଉଚିତ ନୁହେଁ।ଚିରା ବସ୍ତ୍ର ରଖିବା ଦ୍ଵାରା ଘରର ବହୁତ କ୍ଷତି ହୋଇଥାଏ।ମହିଳା ମାନେ ଚିରା ପୋଷାକ ପିନ୍ଧିବା ଦ୍ଵାରା ନିଜର ଅପମାନ ମଧ୍ୟ ହୋଇଥାଏ।ଏହା ସହିତ ଶନି, ରାହୁ,କେତୁ ଙ୍କ ର ପ୍ରଭାବ ମଧ୍ୟ ଘର ଉପରେ ପଡିଥାଏ। ଯାହା ଦ୍ୱାରା ଘରର ବହୁତ କ୍ଷତି ହୋଇଥାଏ।ଚିରା ବସ୍ତ୍ର ପିନ୍ଧିବା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡି ଯାଇଥାନ୍ତି।ଏହା ଦ୍ବାରା ଘରେ ଧନର ବହୁତ ଅଭାବ ଦେଖା ଦେଇଥାଏ।ତେଣୁ ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ନାରୀ ଚିରା ବସ୍ତ୍ର ରଖୁଛନ୍ତି ତେବେ ଏହାକୁ ତୁରନ୍ତ ବାହାରେ ଫୋପାଡ଼ି ଦିଅନ୍ତୁ ଏବଂ ଆପଣଙ୍କ ଘରକୁ ଏପରି ଦୁର୍ଦ୍ଦଶା ରୁ ରକ୍ଷା କରନ୍ତୁ।

ଚାଣକ୍ୟ ନୀତି ଅନୁସା ରେ ଜଣେ ନାରୀ ଅନ୍ୟ କୌଣସି ନାରୀର କୌଣସି ବି ବସ୍ତ୍ର କିମ୍ବା ଅନ୍ୟ କୌଣସି ଜିନିଷ ଘରେ ରଖିବା ଉଚିତ ନୁହେଁ।ଏହା ଦ୍ଵାରା ଘରର ବହୁତ କିଛି କ୍ଷତି ହୋଇଥାଏ। କାରଣ ଆପଣ ଯେଉଁ ନାରୀର ଜିନିଷ ଆଣିକି ଘରେ ରଖିଥିବେ ତାର ସ୍ୱଭାବ ଯଦି ଖରାପ ହୋଇଥିବ ତେବେ ତାହା ଘର ପାଇଁ ବହୁତ ହାନିକାରକ ହୋଇଥାଏ।ତାର ସ୍ୱଭାବର ସମ୍ପୂର୍ଣ୍ଣ ପ୍ରଭାବ ଆପଣଙ୍କ ଘର ଉପରେ ପଡିଥାଏ ଓ ଆପଣଙ୍କ ର ଅନେକ ପ୍ରକାର ଦୁଃଖ ଦୁର୍ଦ୍ଦଶା ଦେଖିବାକୁ ମିଳିଥାଏ।ତେଣୁ କେବେ ମଧ୍ୟ କାହାର କୌଣସି ବି ଜିନିଷ କୁ ଆପଣଙ୍କ ଘରକୁ ଆଣନ୍ତୁ ନାହିଁ।ଯଦି ଆପଣଙ୍କ ଘରେ କିଏ ଏପରି କାର୍ଯ୍ୟ କରୁଛି ତେବେ ଏହା କରିବା ପାଇଁ ଶୀଘ୍ର ମନା କରନ୍ତୁ।

ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ନାରୀ ନିଜର ଚୁଟି କୁ ଏଠି ସେଠି ପକାଉ ଛନ୍ତି ତେବେ ଏହାକୁ ବନ୍ଦ କରନ୍ତୁ।କାରଣ ଏହା ଯୋଗୁଁ ଘରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥାଏ।ଏହା ଦ୍ଵାରା ମାତା ଲକ୍ଷ୍ମୀ ମଧ୍ୟ ରାଗିଥାନ୍ତି।ଘରେ ଅର୍ଥର ବହୁତ ଅଭାବ ଦେଖିବାକୁ ମିଳିଥାଏ।ଆପଣଙ୍କ ଉପରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପଡିଥାଏ।ତେଣୁ ଏହାକୁ ଦେଖିବା ମାତ୍ରେ ହିଁ ଏହାକୁ ଶୀଘ୍ର ବନ୍ଦ କରନ୍ତୁ ନହେଲେ ଜଣଙ୍କ ପାଇଁ ପୁରା ପରିବାର ବର୍ବାଦ ହୋଇଯିବ।ଯଦି ଆପଣଙ୍କ ଘରେ ଏପରି ହେଉଛି ତେବେ ତୁରନ୍ତ ବନ୍ଦ କରନ୍ତୁ।

ତେବେ ବନ୍ଧୁଗଣ ଯଦି ଆପଣଙ୍କ ଘରେ ଏପରି କିଛି କାର୍ଯ୍ୟ ହେଉଛି ଆପଣ ଏହାକୁ ତୁରନ୍ତ ବନ୍ଦ କରିଦିଅନ୍ତୁ।କାରଣ ଏହା ଦ୍ବାରା ଆପଣ ଅନେକ ସମସ୍ୟା ର ସମ୍ମୁଖୀନ ହେବେ।ତେବେ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ।

ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *