ଜାଲରୁ ବାହାରି ଏହି ଭୟଙ୍କର Cobra ଟି ଯାହା କଲା, ତାହାକୁ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ହେଉଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ କାରଣ ଏହି ପରିକା ଘଟଣା ବହୁତ କମ ଦେଖିବାକୁ ମିଳିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ଗାଁ ଗଣ୍ଡାରେ ଲୋକମାନେ ମାଛ ଧରିବା ପାଇଁ ପୋଖରୀରେ ଜା-ଲ ବିଛାଇ ଥାନ୍ତି । ହେଲେ ସେହି ଜା-ଲ-ରେ ସାପ ଫ-ସି-ବା-ର ଘଟଣା ବହୁତ କମ ଦେଖିବାକୁ ମିଳିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ଓଡିଶାର ଭଦ୍ରକ ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରେ ଥିବା ଏକ ଗାଁ ପୋଖରୀରେ ଏକ ନାଗ ସାପ ଜା-ଲ ଭିତରେ ପ-ସି-ଯାଇଥିଲା । ସାପଟିକୁ ଗାଁ ଲୋକମାନେ ଦେଖି ଡରି ଯାଇଥିଲେ ଓ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ । ଏହା ପରେ ଏକ ସାପ ଧରାଳି ସେହି ସ୍ଥାନକୁ ଯାଇ ସାପକୁ ଉଧାର କରିବା ପାଇଁ ଚେଷ୍ଟା କରିଥିଲେ । ସାପଟି ଜା-ଲ ଭିତରେ ସଂପୂର୍ଣ୍ଣ ଭାବରେ ଫ-ସି-ଯା-ଇଥିଲା ।

ସାପକୁ ବାହାର କରିବା ପାଇଁ ସାପ ଧରାଳି ଜଣକ କଇଁଚି ଦ୍ଵାରା ଜା-ଲ କା-ଟି-ଥି-ଲେ । ସାପଟି ଜାଲରୁ ବାହାରିବା ପରେ ନିଜ କ୍ରୋ-ଧ ଦେଖାଇଥିଲା । ନାଗଟି ସାପ ଧରାଳି ଜଣକଙ୍କୁ ବହୁତ ଥର ଚୋ-ଟ ମା-ରି-ବା ପାଇଁ ଚେଷ୍ଟା କରିଥିଲା । ହେଲେ ସାପ ଧରାଳି ଜଣକ ସୁରକ୍ଷିତ ଭାବରେ ସାପଟିକୁ ଉଧାର କରିଥିଲେ ।

ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାର ଭିଡିଓଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଘଟଣା ପ୍ରତି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *