କ-ରୋ-ନା ର ତୃତୀୟ ଲହର କୁ ନେଇ ଏହି ଡାକ୍ତର ଯାହା କହିଲେ, ଶୁଣି ଚମକି ପଡିବେ ଆପଣ ! ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କ-ରୋ-ନା ମ-ହା-ମା-ରୀର ଦ୍ଵିତୀୟ ହଲର ସାରା ଭାରତରେ କୋପ ବର୍ଷାଇଛି । ଏହି ଭାଇରସରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଏହି ଭାଇରସର ସଂ-କ୍ର-ମ-ଣକୁ ରୋକିବା ପାଇଁ ଭାରତ ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି । ଗତବର୍ଷ ଏହି ଭାଇରସର ପ୍ରଥମ ଲ-ହ-ର ଆସିଥିଲା ଓ ଲକ୍ଷ ଲକ୍ଷ ଲୋକ ଏହି ଭାଇରସରେ ସଂ-କ୍ର-ମ-ଣ ହୋଇ ନିଜର ପ୍ରାଣ ହରାଇଥିଲେ । ଏହି ବର୍ଷ ଏହି ଭାଇରସର ଦ୍ଵିତୀୟ ଲ-ହ-ର ଆସିଛି ଓ ବନ୍ଧୁଗଣ ବିଶେଷଜ୍ଞ ମାନଙ୍କ ମତରେ ଆଗାମୀ ସମୟରେ ଏହି ଭାଇରସର ତୃତୀୟ ଲ-ହ-ର ଆସିବାକୁ ଯାଉଛି ।

ଆଜିଆମେ ଆପଣ ମାନଙ୍କୁ ଏହି କ-ରୋ-ନା ଭାଇରସର ତୃତୀୟ ଲ-ହ-ର ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଜାଣିଲା ପରେ ଆପଣଙ୍କର ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କ-ରୋ-ନା ମ-ହା-ମା-ରୀର ତୃତୀୟ ଲ-ହ-ର ବିଷୟରେ । ବନ୍ଧୁଗଣ ବିଶେଷଜ୍ଞ ମାନଙ୍କ ମତରେ ୧୦୦ ବର୍ଷ ପୂର୍ବରୁ ଏହି ପରିକା ଏକ ଭୂତାଣୁ ସମସ୍ତ ଦେଶରେ ସଂ-କ୍ର-ମ-ଣ ହୋଇଥିଲା ।

ଏହି ଭୂତାଣୁର ପ୍ରଥମ ଲ-ହ-ର ୧ ମାସ ମଧ୍ୟରେ ଶେଷ ହୋଇଯାଇଥିଲା । ଏହାପରେ ସେହି ଭୂତାଣୁର ଦ୍ଵିତୀୟ ଲ-ହ-ର ପ୍ରଥମ ଲ-ହ-ର ଅପେକ୍ଷା ୪ ଗୁଣ ବଢିଯାଇଥିଲା । ଏହାପରେ ସେହି ଭୂତାଣୁର ତୃତୀୟ ଲ-ହ-ର ତିନି ଗୁଣ କମିଯାଇଥିଲା ।

ବନ୍ଧୁଗଣ ଏହି ରିପୋର୍ଟସ ଆଧାରରେ କ-ରୋ-ନାର ପ୍ରଥମ ଲ-ହ-ର ଶେଷ ହୋଇ ସାରିଛି । ଦ୍ଵିତୀୟ ଲ-ହ-ର ବଢିବା ପରେ ବର୍ତ୍ତମାନ ଧୀରେ ଧୀରେ ଶେଷ ହେବାକୁ ଯାଉଛି । ବିଶେଷଜ୍ଞ ମାନଙ୍କ ମତରେ ଏହି ବର୍ଷ ଅକ୍ଟୋବର ମାସ ମଧ୍ୟରେ ଏହି ଦ୍ଵିତୀୟ ଲ-ହ-ରର କୋପ ଶେଷ ହୋଇଯିବ ।

ବନ୍ଧୁଗଣ ଉପୋରକ୍ତ ରିପୋର୍ଟସ ମୁତାବକ ତୃତୀୟ ଲ-ହ-ର ଏହି ବର୍ଷ ଡିସେମ୍ବର ବା ଆସୁଥିବା ବର୍ଷ ଜାନୁୟାରୀ ମଧ୍ୟରେ ଶେଷ ହୋଇଯିବ ଓ ଏହା ପ୍ରଥମ କିମ୍ବା ଦ୍ଵିତୀୟ ଲ-ହ-ର ପରିକା ଘାତକ ହେବ ନାହିଁ  । ବିଶେଷଜ୍ଞ ମାନଙ୍କ ମତରେ, ଭାରତରେ ଏହି ଭାଇରସର ତୃତୀୟ ଲ-ହ-ରର ମୁକବାଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି କାରଣ ଏହା ପ୍ରଥମ କିମ୍ବା ଦ୍ଵିତୀୟ ଲ-ହ-ର ପରି ଭ-ୟ-ଙ୍କ-ର ହେବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହି ଦ୍ଵିତୀୟ ଲ-ହ-ର ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି ଓ ଆସୁଥିବା ତୃତୀୟ ଲ-ହ-ର ପାଇଁ ଭାରତରେ ସମସ୍ତ ପ୍ରକାରର ପ୍ରସ୍ତୁତି ହୋଇସାରିଛି । ବିଶେଷଜ୍ଞ ମାନଙ୍କ ମତରେ ତୃତୀୟ ଲ-ହ-ରରେ ଅଧିକାଂଶ ଲୋକଙ୍କୁ ଏହି ଭା-ଇ-ର-ସର ସଂ-କ୍ର-ମ-ଣରୁ ବଞ୍ଚା ଯାଇପାରିବ ।

ତେଣୁ ବନ୍ଧୁଗଣ ଆପଣ ମାନେ କେବଳ ସରକାରଙ୍କ ଗାଇଡଲାଇନର ପାଳନ କରନ୍ତୁ, ନିୟମିତ ମାସ୍କର ବ୍ୟବହାର କରନ୍ତୁ ଓ ଆବଶ୍ୟକ ସ୍ଥଳେ ଘରୁ ବାହାରନ୍ତୁ, ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *