ଯଦି କେବେ ସାପ କାମୁଡି ଦିଏ, ତେବେ ତୁରନ୍ତ କରନ୍ତୁ ଏହି କାମ, ସହଜରେ ବଞ୍ଚିଯିବ ଜୀବନ

ବନ୍ଧୁଗଣ ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାର ସାପ ଦେଖିବାକୁ ମିଳିଥାନ୍ତି । କେତେକ ସାପ ବହୁତ ବି-ଷା-କ୍ତ ହୋଇଥାନ୍ତି ଓ ଅନ୍ୟ କେତେକ କମ ବି-ଷା-କ୍ତ ହୋଇଥାନ୍ତି।ଏମିତି ମଧ୍ୟ ସାପ ଅଛନ୍ତି ଯେଉଁମାନେ ବିଲକୁଲ ବି ବି-ଷାକ୍ତ ହୋଇନଥାନ୍ତି।

ଅନେକ ସମୟରେ ସାପ ମନୁଷ୍ୟ ଙ୍କୁ କା-ମୁ-ଡ଼ି ଥାଏ। ସାପ କା-ମୁ-ଡି-ବା ଦ୍ୱାରା ଅନେକ ଲୋକଙ୍କ ର ଜୀବନ ଯିବାର ସମ୍ବାଦ ମଧ୍ୟ ଆମେ ବହୁତ ଶୁଣିଛୁ।ସାପ କା-ମୁ-ଡ଼ିବାର କିଛି ସମୟ ମଧ୍ୟରେ ଯଦି ଆମେ ସେହି ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇପାରିବା ତେବେ ସେ ବଂଚିଯାଇଥାନ୍ତି। ସାପ କା-ମୁ-ଡି-ବା ଘଟଣା ସହର ଅପେକ୍ଷା ଗ୍ରାମରେ ଅଧିକ ଦେଖିବାକୁ ମିଳିଥାଏ ।

ସାପ କାମୁଡ଼ା ରେ ଗ୍ରାମରେ ହିଁ ଅଧିକ ଲୋକଙ୍କର ଜୀବନ ଯାଇଥାଏ । ତେବେ କେଉଁ ପ୍ରକାର ପ୍ରାଥମିକ ଚିକିତ୍ସା ଦେବା ଦ୍ୱାରା ଲୋକ ସୁସ୍ଥ ହୋଇଥାନ୍ତି ସେ ବି-ଷୟରେ ଆଜି ଆମେ ଆପଣଙ୍କୁ ଜଣେଇବୁ। ତେବେ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ।

ପ୍ରଥମେ ଆପଣ ଜାଣି ରଖନ୍ତୁ ଯେ ଭାରତରେ ୫୫୦ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ । ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ ସେଥିମଧ୍ୟରୁ ୧୦ପ୍ରକାର ପ୍ରଜାତିର ସାପ ବି-ଷା-କ୍ତ ହୋଇଥାନ୍ତି । ଅର୍ଥାତ ଏହି ସାପ କା-ମୁ-ଡ଼ିଲେ ମନୁଷ୍ୟ ଶରୀରରେ ବି-ଷ ଚାଲିଆସିଥାଏ । ଅନ୍ୟ ୫୪୦ ପ୍ରକାର ସାପ ଙ୍କ ପାଖରେ ବିଲକୁଲ ବି ବି-ଷ ନଥାଏ । ଏହି ସାପ କା-ମୁ-ଡ଼ିଲେ ମନୁଷ୍ୟ ଙ୍କ ଶରୀରରେ କୌଣସି ପ୍ରକାର କ୍ଷତି ହୋଇନଥାଏ ।

ଗ୍ରାମାଞ୍ଚଳରେ ସାପ କାମୁଡ଼ାରେ ଜୀବନ ଯିବା କଥା ବହୁତ ଦେଖିବାକୁ ମିଳିଥାଏ ଏହାର କାରଣ ହେଉଛି ଗ୍ରାମରେ କୌଣସି ବ୍ୟକ୍ତିକୁ ସାପ କା-ମୁ-ଡ଼ିଲେ ତାକୁ ଡାକ୍ତର ଙ୍କ ପାଖକୁ ନେବା ବଦଳ ରେ ସେମାନେ ଗୁଣିଆ ପାଖକୁ ନେଇଯାଇଥାନ୍ତି । ଏହିପରି ଭୁଲ କୌଣସି ପରିସ୍ଥିତିରେ କରନ୍ତୁ ନାହିଁ।

ଆପଣ କେବଳ ଏତିକି ମନେରଖନ୍ତୁ ଯେ ସାପ କା-ମୁ-ଡ଼ିବାର ୩ ଘଂଟା ମଧ୍ୟରେ ସେହି ବ୍ୟକ୍ତିର ଜୀବନ ଚାଲିଯାଏ । ଏହି ୩ ଘଂଟା ମଧ୍ୟରେ ବ୍ୟକ୍ତି ଙ୍କୁ ଡାକ୍ତର ଙ୍କ ପାଖକୁ ନେବା ଦ୍ୱାରା ବଂଚିବା ର ସମ୍ଭାବନା ବଢି ଯାଇଥାଏ । ତେବେ ଚାଲନ୍ତୁ ଜାଣିବା ଯେ ସାପ କା-ମୁ-ଡି-ବା ସମୟରେ ଆମେ କେଉଁ ପ୍ରାଥମିକ ଚିକିତ୍ସା କୁ ଉପଯୋଗ କରିବା ଦ୍ୱାରା ସେଥିରୁ ଉପଶମ ମିଳିଥାଏ ।

ପ୍ରଥମେ ମନେ ରଖନ୍ତୁ ଯେ ସାପ ଯେଉଁ ବି ସ୍ଥାନ କୁ କା-ମୁ-ଡ଼ିଲେ ମଧ୍ୟ ବି-ଷ ସବୁବେଳେ ଉପରକୁ ଉଠିଥାଏ। ତେଣୁ ସାପ କା-ମୁ-ଡ଼ିବା ମାତ୍ରେ ହିଁ କାମୁଡିଥିବା ସ୍ଥାନ ର ଠିକ ଉପରକୁ ଗାମୁଛା କିମ୍ବା ଅନ୍ୟ କୌଣସି ଶକ୍ତ ଜିନିଷ ରେ ବାନ୍ଧିଦିଅନ୍ତୁ।ବି-ଷ ଉପରକୁ ଉଠିଲେ ଏହା ରକ୍ତରେ ମିଶି ହୃତପିଣ୍ଡ ରେ ପହଂଚିଥାଏ ଏବଂ ସେହି ସ୍ଥାନରୁ ବିସ୍ତାରିତ ହୋଇ ଶରୀରର ସମସ୍ତ ଅଙ୍ଗ ରେ ପହଁଚି ଥାଏ।ଯେତେବେଳେ ଏହି ବି-ଷ ମସ୍ତିଷ୍କ ରେ ପହଞ୍ଚେ ସେତେବେଳେ ବ୍ୟକ୍ତିର ଜୀବନ ଚାଲି ଯାଏ । ଏହିସବୁ କେବଳ ୩ଘଂଟା ଭିତରେ ହୋଇଥାଏ । ତେଣୁ ୩ଘଂଟା ମଧ୍ୟରେ ହିଁ ବ୍ୟକ୍ତିର ଜୀବନ ବଞ୍ଚିବାର ସମ୍ଭାବନା ଥାଏ।

ଏହା ପରେ ଯେଉଁ ସାପ ଆପଣଙ୍କୁ କା-ମୁ-ଡ଼ି-ଛି ସେହି ସାପକୁ ଚିନ୍ହି ରଖନ୍ତୁ ଯଦି ଚିନ୍ହି ପାରୁନାହାନ୍ତି ତେବେ ତା ଫଟୋ ଉଠାଇ ରଖନ୍ତୁ । କାରଣ ବିଭିନ୍ନ ସାପ ପାଇଁ ବିଭିନ୍ନ ଔଷଧ ଅଛି । ଯଦି କେଉଁ ସାପ କା-ମୁ-ଡ଼ିଛି ଜଣା ନ ଥାଏ ତେବେ ରକ୍ତ ପରୀକ୍ଷା କରିବା ଦ୍ୱାରା ଜଣା ପଡିଥାଏ । କିନ୍ତୁ ଏହି ସମୟ ମଧ୍ୟରେ ବ୍ୟକ୍ତିର ଜୀବନ ମଧ୍ୟ ଯାଇପାରେ।

ସାପ କାମୁଡିଥିବା ବ୍ୟକ୍ତି କୁ କିଛି ଖାଇବା ପାଇଁ ଦେବେ ନାହିଁ କିମ୍ବା ଚଲା ବୁଲା କରିବାକୁ ଦେବେନି । ଏହି ସବୁ କରିବା ଦ୍ୱାରା ବି-ଷ ବଢିଥାଏ । ଏହି ସାବଧାନତା ଅବଲମ୍ବନ କରିବା ସହିତ ତୁରନ୍ତ ଡାକ୍ତର ଙ୍କ ପାଖକୁ ନେଇଯିବା ଦ୍ୱାରା ବ୍ୟକ୍ତି ଟି ର ଜୀବନ ବଂଚିଯାଇପରେ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଏମିତି କିଛି ଜାଣିବା କଥା ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *