2020 ରେ ବିବାହ କରିଥିବା ଓଡ଼ିଆ ସେଲିବ୍ରିଟି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ବା ଧାରାବାହିକ ସହ ଜଡିତ ସମସ୍ତ ସେଲିବ୍ରେଟି ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ସେଲିବ୍ରେଟି ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଉ ମାତ୍ର କିଛି ଦିନ ପରେ ଏହି ବର୍ଷ ୨୦୨୦ଟି ଶେଷ ହେବାକୁ ଯାଉଛି, ଯାହାଫଳରେ ୨୦୨୧ ନବବର୍ଷ ଆସିବାକୁ ଯାଉଛି ।

ବନ୍ଧୁଗଣ ଏହି ବର୍ଷ ୨୦୨୦ରେ ଆମ ଅଲିଉଡ ସହ ଜଡିତ କେତେକ ବଡ ବଡ ସେଲିବ୍ରେଟି ମାନଙ୍କର ବିବାହ ମଧ୍ୟ ହୋଇଛି । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ସେଲିବ୍ରେଟି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅମ୍ଳାନ ଦାସ- ବନ୍ଧୁଆନ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଲିଉଡ ଅଭିନେତା ଅମ୍ଳାନ ଦାସ । ଅମଲାନ ଅଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସଫଳତା ପାଇଛନ୍ତି । ବନ୍ଧୁଗଣ ଅମଲାନଙ୍କ ପିତା ହେଉଛନ୍ତି ଅଲିଉଡର ଦିଗଜ ଅଭିନେତା ମିହିର ଦାସ । ଏହି ବର୍ଷ ୨୦୨୦ରେ ଅମଲାନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ସେ ବର୍ତ୍ତମାନ ନିଜ ପରିବାର ସହ ବହୁତ ଖୁସିରେ ରହୁଛନ୍ତି ।

ଶୁଭସ୍ମିତା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶୁଭସ୍ମିତା । ବନ୍ଧୁଗଣ ଶୁଭସ୍ମିତା ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ବହୁତ ଧାରାବାହିକରେ ନେଗେଟିଭ ଭୂମିକାରେ ନଜର ଆସିଛନ୍ତି । ଦର୍ଶକ ମାନେ ଶୁଭସ୍ମିତାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଶୁଭସ୍ମିତା ଏହି ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ପ୍ରିୟଙ୍କା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟାଙ୍କା । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ତେଜ୍ବସିନୀ’ ଧାରାବାହିକରେ ପ୍ରିୟାଙ୍କାଙ୍କ ସୁନ୍ଦର ଅଭିନୟକୁ ନିଶ୍ଚୟ ଦେଖିଥିବେ । ସୋସିଆଲ ମିଡିଆରେ ପ୍ରିୟାଙ୍କାଙ୍କର ବହୁତ ଅଧିକ ଫ୍ୟାନ୍ସ ଫାଲୋଇଙ୍ଗ ରହିଛି । ବନ୍ଧୁଗଣ ପ୍ରିୟାଙ୍କାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ବର୍ଷ ୨୦୨୦ରେ ପ୍ରିୟାଙ୍କା ମଧ୍ୟ ବିବାହ ବନ୍ଧନରେ ବାନ୍ଧ ହୋଇଛନ୍ତି ।

କାମିନି- ବନ୍ଧୁଗଣ ଆମ ଶେଷ ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କାମିନି । ଆପଣ ମାନେ ସମସ୍ତେ ‘କୁଆଁରୀ ବୋହୁ’ ସିରିଏଲରେ ନିଶ୍ଚୟ କାମିନିଙ୍କୁ ଦେଖିଥିବେ । କାମିନି ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ କାମିନି ଏହି ବର୍ଷ ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ବହୁତ ଖୁସିରେ ରହୁଛନ୍ତି । ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତା ହେଲେ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

ଦିପ୍ତିରେଖା ପାଢୀ- ଏହି କିଛି ଦିନ ତଳେ ଓଡିଶାର ଫେମସ ସିଙ୍ଗର ଦିପ୍ତିରେଖା ପାଢି ବିଜିନେସ ମ୍ୟାନ ସୌମ୍ୟଙ୍କୁ ବିବାହ କରିଛନ୍ତି । ଏହି ବର୍ଷ ଡିସେମ୍ବର ମାସରେ ହିଁ ଦୁଇ ଜଣଙ୍କର ବିବାହ ସଂପୂର୍ଣ୍ଣ ହୋଇଛି । ଏବେ ସେ ନିଜ ଶାଶୁଘରେ ବହୁତ ଖୁସିରେ ଅଛନ୍ତି । ବିବାହ ପରେ ମଧ୍ୟ ସେ ନିଜ ର କ୍ଯାରିୟର ପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି ।

ସୋନାଲୀ ଓଝା- ସେହିପରି ଏହି ଡିସେମ୍ବର ମାସରେ ଆଉ ଜଣେ ଓଡିଆ ଛୋଟ ପରଦାର ଅଭିନେତ୍ରୀ ସୋନାଲୀ ଓଝା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋନାଲୀ ନିକଟରେ ତାଙ୍କର ପ୍ରେମିକ ସାଗର ଙ୍କୁ ବିବାହ କରିଥିଲେ । ସାଗର ଙ୍କ ଘର ହେଉଛି ଜଗତପୁର, କଟକ । ତେବେ ସୋନାଲି ଓଝାଙ୍କୁ ଆପଣ ମାନେ କୁଆଁରୀ ବୋହୁ ଧାରାବାହିକରେ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *