ଯଦି ଆପଣଙ୍କ ପାଖରେ ଏପରି ପୁରୁଣା ମୁଦ୍ରା ଅଛି ତ ଆପଣଙ୍କୁ ମିଳିବ ପୁରା 10 ଲକ୍ଷ ଟଙ୍କା

ସମୟ ଅନୁସାରେ ସବୁକିଛି ପରିବର୍ତ୍ତନ ହୋଇଥାଏ । ସେମିତି ଟଙ୍କାର ବି ପରିବର୍ତ୍ତନ ହୋଇଛି । ଯଦି ଆପଣଙ୍କ ପାଖରେ ସେମିତି କିଛି ପୁରୁଣା ନୋଟ ବା ପୁରୁଣା ଟଙ୍କା ଥାଏ ତାହେଲେ ଆପଣ ସେଥିରୁ ମୋଟା ଅଙ୍କର ପଇସା ପାଇପାରିବେ । ଯଦି ଆପଣଙ୍କ ପାଖରେ ଏହି ମସିହା ଓ ଏହି ଚିତ୍ରର ଟଙ୍କା ଥାଏ ତେବେ ଆପଣ ତାକୁ ଦେଇ ଭଲ ପଇସା ପାଇପାରିବେ । ତେବେ ଆସନ୍ତୁ ସେହି ପୁରୁଣା ମୁଦ୍ରା ବିଷୟରେ ଜାଣିବା ।

ଯଦି ଆପଣଙ୍କ ପାଖରେ ୫୦ ଟଙ୍କିଆ ପୁରୁଣା ନୋଟ ଥାଏ ତେବେ ଆପଣଙ୍କୁ ୨୦ ହଜାର ଟଙ୍କା ମିଳିବ । ସେହି ନୋଟ ପଛରେ ଭାରତର ସମ୍ବିଧାନର ଚିତ୍ର ଥିବା ଦରକାର ଓ ସେହି ନୋଟର ମଝି ରଙ୍ଗ କେଶର ଓ ସାଇଡ ରଙ୍ଗ ବାଇଗଣୀ ହୋଇଥିବା ଦରକାର । ତା ହେଲେ ଆପଣ ସେହି ନୋଟକୁ ଦେଇ ଟଙ୍କା ପାଇପାରିବେ ।

ଯଦି ଆପଣଙ୍କ ପାଖରେ ପୁରୁଣା ଛୋଟ ଏକ ଟଙ୍କିଆ କଏନ ଥାଏ ତା ହେଲେ ଆପଣ ୮୦ ହଜାର ଟଙ୍କା ପାଇ ପାରିବେ । ସେହି ଟଙ୍କାର ରଙ୍ଗ ଲାଲ ହୋଇଥିବା ଦରକାର ଓ ସେ ୧୯୯୧ ମସିହାର ହୋଇଥିବା ଦରକାର ।

ଆଉ ଯଦି ଆପଣଙ୍କ ପାଖରେ ୨୫ ପଇସା ଥାଏ ଓ ତା ପଛରେ ଏକ ଗଣ୍ଡାର ଚିତ୍ର ଥାଏ ତା ହେଲେ ଆପଣ ୭୦ ହଜାର ଟଙ୍କା ପାଇପାରିବେ । ଆପଣଙ୍କ ପାଖରେ ପୁରୁଣା ଗୋଲାକାର ୧୦ ପଇସା ଥିଲେ ମଧ୍ୟ ଆପଣ ୭୦ ହଜାର ଟଙ୍କା ପାଇପାରିବେ ।

ଯଦି ଆପଣଙ୍କ ପାଖରେ ୧୯୮୫ ମସିହାରେ ଚାଲୁଥିବା ମୁଦ୍ରା ,ଯାହାର ପଛରେ ତିନୋଟି ସିଂହ ଓ ତଳେ ଧନୁ ଥାଏ ,ତେବେ ତାହାର ମୂଲ୍ୟ ୮ ରୁ ୧୦ ଲକ୍ଷ ଟଙ୍କା ହୋଇଥାଏ । ଯଦି ଆପଣଙ୍କ ପାଖରେ ୨୦ ଟଙ୍କିଆ ମୁଦ୍ରା ଥାଏ ତେବେ ଆପଣଙ୍କୁ ୩୦ ହଜାର ଟଙ୍କା ମିଳିପାରିବ ।

ସେହିପରି ପୁରୁଣା ଏକ ଟଙ୍କିଆ ନୋଟର ମୂଲ୍ୟ ୫୦ ହଜାର ଟଙ୍କା ହୋଇଥାଏ । ଏହି ନୋଟଟି ପନ୍ଦର ବର୍ଷ ତଳେ ଚାଲୁଥିଲା । ସେହିପରି ଅଷ୍ଟଭୁଜା ଥିବା ୧୦ ପଇସିର ମୂଲ୍ୟରେ ଆପଣ ୧ ଲକ୍ଷ ୨୦ ହଜାର ଟଙ୍କା ପାଇପାରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *