ଯଦି ଆପଣ ବୁଦ୍ଧିମାନ ତେବେ ଉତ୍ତର ଦିଅନ୍ତୁ ! ଏମିତି କେଉଁ ଜିନିଷ ଅଛି ଯାହାକୁ ଦେଖିପାରିବା କିନ୍ତୁ ଚୋରୀ କରି ପାରିବାନି ? 15+ GK Questions And Answers

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଜ୍ଞାନ ର ଆବଶ୍ୟକତା ଜରୁରୀ ଅଟେ । ପ୍ରତେକ ମଣିଷ ଜ୍ଞାନ ଆହରଣ ପାଇଁ ଅନେକ ପାଠ ପଢିଥାଏ । କିନ୍ତୁ କିଛି ଏମିତି ପାଠ ଅଛି ଯାହା ବହି ରେ ନ ଥାଏ । ଯାହାକୁ ଆମେ ସାଧାରଣ ଜ୍ଞାନ କହିଥାଉ । ଏହି ସବୁ ସାଧାରଣ ଜ୍ଞାନ ଆମ ଆଖ ପାଖରେ ଘଟୁଥିବା କିଛି ଘଟଣାମାନ କୁ ନେଇ ଆଧାରିତ ହୋଇଥାଏ । ଯାହା ବିଷୟରେ କିଛି ଲୋକ ଜାଣିଥିଲେ ମଧ୍ୟ ଠିକ ସମୟରେ ଉତ୍ତର ଦେଇ ପାରନ୍ତି ନାହିଁ ।

ଏହି ସବୁ ଜ୍ଞାନ କୁ ନିଜର ବୁଦ୍ଧି ଖର୍ଚ୍ଚ କରି କହିବାକୁ ପଡିଥାଏ । ଏହି ସବୁ ସାଧାରଣ ପ୍ରଶ୍ନ ବିଷୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜଣାଇବା ନିହାତି ଜରୁରୀ ହୋଇଥାଏ । ଯାହା ଦ୍ୱାରା ସେମାନେ ଦରକାର ସମୟରେ ଅତି ସହଜରେ କେଉଁଠି ବି ଉତ୍ତର ଦେଇ ପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ।

1- ଏମିତି କେଉଁ ଫଳ ଅଛି ଯାହା ମିଠା ହୋଇ ମଧ୍ୟ ବିକ୍ରି ହୁଏ ନାହିଁ ?

ଉତ୍ତର- ପରିଶ୍ରମର ଫଳ ।

2- ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷ ଲୁଚାଇକି ରଖିଥାଏ ଓ ସ୍ତ୍ରୀ ଦେଖାଇଥାଏ ?

ଉତ୍ତର- ପର୍ସ ।

3- ମୁଁ ସବୁଜ ଅଟେ ମୋ ଛୁଆ କଳା ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି ?

ଉତ୍ତର- ଗୁଜୁରାତି ।

4- ଏମିତି କଣ ତାହା ଯାହା ଆମେ ଖାଇଥାଉ, ପିଇଥାଉ ଓ ଜଳାଇଥାଉ ମଧ୍ୟ ?

ଉତ୍ତର- ନଡିଆ ।

5- ଏମିତି କେଉଁ ଜିନିଷ ଅଛି ଯାହାର ନାମ ନେବା ମାତ୍ରେ ଭାଙ୍ଗି ଯାଇଥାଏ ?

ଉତ୍ତର- ଚୁପ ରହିବା ।

6- ଏମିତି କେଉଁ ଜିନିଷ ଅଛି ଯାହାକୁ ନ ଭାଙ୍ଗି ବ୍ୟବହାର କରି ହେବ ନାହିଁ ?

ଉତ୍ତର- ଅଣ୍ଡା ।

7- ଜଣେ ବ୍ୟକ୍ତି ପାଣିରେ ପଡିଗଲା ଏବେ ସେ ବାହାରକୁ କେମିତି ଆସିବ ?

ଉତ୍ତର- ଓଦା ହୋଇକି ।

8- ଏମିତି କେଉଁ ଜିନିଷ ଅଛି ଯିଏ ବିନା ପାଦ ରେ ଲଗାତାର ଚାଲିପାରେ ?

ଉତ୍ତର- ଘଡି ।

9- ଏମିତି କେଉଁ ଦାନ ଅଛି ଯାହା ଧନୀ ଓ ଗରିବ ଉଭୟ କରିଥାନ୍ତି ?

ଉତ୍ତର- ମତଦାନ ।

10- ENGLISH ରେ E ପରେ କଣ ଆସିଥାଏ ?

ଉତ୍ତର- N ।

11- ଏମିତି କିଏ ସେ ଯିଏ ଅଣ୍ଡା ଓ କ୍ଷୀର ଉଭୟ ଦେଇଥାଏ ?

ଉତ୍ତର- ଦୋକାନ ବାଲା ।

12- ଏମିତି କଣ ଯାହା ଫାଟିଲେ ମଧ୍ୟ ଶବ୍ଦ ହୁଏ ନାହିଁ ?

ଉତ୍ତର- କ୍ଷୀର ।

13- ଏମିତି କେଉଁ ଜାଗା ଅଛି ଯେଉଁଠି ବ୍ୟକ୍ତି ଧନୀ ହେଉ କି ଗରିବ ସମସ୍ତଙ୍କୁ ପାତ୍ର ନେଇ ଛିଡା ହେବାକୁ ପଡିଥାଏ ?

ଉତ୍ତର- ଗୁପ୍ଚୁପ ଷ୍ଟଲ ।

14- ହାତ ରେ ନ ଥାଉ କିନ୍ତୁ ହାତକୁ ଆସିଥାଏ ସେ ଆପଣଙ୍କ ସହ । କିଏ ସେ ?

ଉତ୍ତର- ଛାଇ ।

15- ଏମିତି କେଉଁ ଜିନିଷ ଅଛି ଯିଏ ଥଣ୍ଡାରେ ବି ତରଳିଥାଏ ?

ଉତ୍ତର- ମହମବତୀ ।

16- ଏମିତି କେଉଁ ଜିନିଷ ଅଛି ଯାହାକୁ ଦେଖିପାରିବା କିନ୍ତୁ ଚୋରୀ କରି ପାରିବାନି ?

ଉତ୍ତର- ଜ୍ଞାନ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *