Tarot Card Reading-ଆପଣଙ୍କ ଇଛା ପୂରଣ ହେବ କି ନାହିଁ ! କେବେ ଆପଣଙ୍କ ମନର ୱିଶ ପୁରା ହେବ… ଜାଣିବା ପାଇଁ ବାଛନ୍ତୁ ନମ୍ବର !

ସମସ୍ତଙ୍କ ମନରେ କିଛି ନା କିଛି ଇଚ୍ଛା ବା ସ୍ଵପ୍ନ ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ମଧ୍ୟ ରହିଥାଏ । ହେଲେ ସେହି ଇଚ୍ଛା ପୂରଣ ହେବ କି ନାହିଁ ।  ଆପଣ ମାନେ ଜାଣିନଥାନ୍ତି । ହେଲେ ଆପଣ ଯଦି ନିଜର ଇଚ୍ଛା ପୂରଣ କେବେ ହେବ ଜାଣିବାକୁ ଚାହୁଁଥାନ୍ତି । ତେବେ 1, 2 ଓ 3 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛି ଦେଖନ୍ତୁ । ଆଉ ଜାଣନ୍ତୁ ଆପଣଙ୍କ ମନରେ ଥିବା ୱିଶ କେବେ ପୂରଣ ହେବ ?

1-ଆପଣ ଯେଉଁ ୱିଶ ନିଜ ମନ ମଧ୍ୟରେ ରଖିଛନ୍ତି । ସେହି ସ୍ଵପ୍ନ ଆପଣଙ୍କର ବହୁତ ଶୀଘ୍ର ପୂରଣ ହେବାକୁ ଯାଉଛି । ଯେପରିକି 2 ସପ୍ତାହରୁ 1 ମାସ ମଧ୍ୟରେ ଆପଣଙ୍କର ସେହି ୱିଶ ପୂରଣ ହେବାର ସମ୍ଭାବନା ବହୁତ ଅଧିକ ରହିଛି । ହେଲେ ଆପଣଙ୍କୁ ନିଜ ଉପରେ ତଥା ନିଜ କର୍ମ ଉପରେ ଭରଷା ରଖିବାକୁ ପଡିବ । ମନରେ ସକାରାତ୍ମକ ଚିନ୍ତାଧାରା ଧରି ଆଗକୁ ଆପଣଙ୍କୁ ବଢିବାକୁ ପଡିବ ।

 

2-ଆପଣ ମନରେ ଯେଉଁ ୱିଶ ରଖିଛନ୍ତି । ସେହି ଇଛା ପୂରଣ ହେବା ପାଇଁ ଆପଣଙ୍କୁ ସମୟ ଲାଗିପାରେ । ହେଲେ ନିହାତି ଦିନେ ନା ଦିନେ ସେହି ଇଛା ପୂରଣ ଆପଣଙ୍କର ହେଇକି ରହିବ । ଯେପରିକି 1 ବର୍ଷ ପାଖାପାଖି ସମୟ ମଧ୍ୟ ଆପଣଙ୍କର ଇଛା ପୂରଣ ପାଇଁ ଲାଗିପାରେ । ତେବେ ଆପଣ ନିଜର ପରିବାର ତଥା ପରିବାରର ଅଂଶ ହୋଇ ରହିଥିବା ବଡ ଗୁରୁଜନ ମାନଙ୍କୁ ସମ୍ମାନ କରିବା ଉଚିତ । ସମସ୍ତଙ୍କ ସହ ମିଳିମିଶି ଚଳିବା ସହିତ ନିଜ କର୍ମ ଉପରେ ଅଧିକ ଫୋକୋଷ କରନ୍ତୁ । ଆପଣଙ୍କର ଜମିବାଡି, ଘର, ଗାଡି ଆଦି ଯେଉଁ ବଡ ଏକ ୱିଶ ରହିଛି । ତାହା ପୂରଣ ହୋଇପାରିବ ।

3-ଆପଣ ମନରେ ଯେଉଁ ବି ସ୍ଵପ୍ନ ଯେଉଁ ପ୍ରକାର ୱିଶ ମଧ୍ୟ ରହିଥାଉ । ତାହା ହୁଏତ 1 ସପ୍ତାହ କି 1 ମାସ ମଧ୍ୟରେ ବି ପୁରା ହୋଇପାରେ । ହେଲେ ଆପଣଙ୍କର ୱିଶ ଶୀଘ୍ର ପୂରଣ ନହେବା ପଛରେ ମଧ୍ୟ କିଛି କାରଣ ଥାଇପାରେ । ଯେମିତିକି ଆପଣ ଯେଉଁ ଇଛା ପୂରଣ ହେବା ପାଇଁ ମନରେ ଆଶା ରଖିଛନ୍ତି । ହେଲେ ସେହି କ୍ଷେତ୍ର ଉପରେ ଆପଣ ଅଧିକ କାମ କରୁନାହିଁ । ସେଥିପ୍ରତି ଆପଣଙ୍କର ସିରିଏସ ଭାବନା ମଧ୍ୟ ଏତେ ନାହିଁ । ତେଣୁ ଆପଣ ନିଜର ୱିଶ ପୂରଣ ଦିଗରେ ଅଧିକ ଫୋକୋଷ କରନ୍ତୁ । ବହୁତ ଶୀଘ୍ର ତାହା ପୂରଣ ହେବାର ନଜର ଆସୁଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *