ଫାସି ଦଣ୍ଡ ଶୁଣାଇବା ପରେ ଜଜ ପେନ ର ନିବ କାହିଁକି ଭାଙ୍ଗି ଦିଅନ୍ତି ? ଏହା ସହିତ ଆହୁରି 10 Gk Questions and Answers

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

1. କୁହନ୍ତୁ ବିଶ୍ଵର ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି କ୍ଷେତ ନାହିଁ ।

ଉତ୍ତର- ସିଙ୍ଗାପୁର, ଯେଉଁଠି ଗୋଟିଏ ବି କ୍ଷେତ ନାହିଁ ।

୨. ଏମିତି କେଉଁ ଜୀବ ଅଛି ଯାହାର ହାର୍ଟ ତା,ର ମୁଣ୍ଡରେ ରହିଥାଏ ?

ଉତ୍ତର – ଚିଙ୍ଗୁଡି , ଆଜ୍ଞା ହଁ, ଚିଙ୍ଗୁଡି ର ହାର୍ଟ ତା’ ମୁଣ୍ଡରେ ଥାଏ ଏମିତି କି ତାହାର ପେଟ ଓ ଅଣ୍ଡାଶୟ ବି ତା’ର ମୁଣ୍ଡରେ ଥାଏ ।

୩. କେଉଁ ଗ୍ରହରେ ମାନେ କେଉଁ ପ୍ଲାନେଟ ରେ ୧ ଦିନ ୧ ବର୍ଷ ସହିତ ସମାନ ହେଇଥାଏ ?

ଉତ୍ତର – ଶୁକ୍ର ଗ୍ରହ ଅର୍ଥାତ Venus, ଯେଉଁଠି ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ହେଇଥାଏ ।

୪. କେଉଁ ପ୍ରାଣୀ ଓଲଟା ମାନେ ବ୍ୟାକୱାର୍ଡ ଯାଇ ପାରିବ ନାହିଁ ?

ଉତ୍ତର – କଙ୍ଗାରୁ, ଆଜ୍ଞା ହଁ କଙ୍ଗାରୁ ଓଲଟା ଯାଇ ପାରେ ନାହିଁ ।

୫. ଭାରତର ଏମିତି କେଉଁ ରାଜ୍ୟ ଅଛି ଯାହାର ଋତୁ ଅନୁସାରେ ୨ ଟି ରାଜଧାନୀ ଅଛି ?

ଉତ୍ତର- ତାହା ଅଟେ ଜାମ୍ମୁ କାଶ୍ମୀର

୬। ଏମିତି କେଉଁ ଜିନିଷ ଅଛି ଯିଏ ପାଣିରେ ବି ଜଳିଥାଏ ?

ଉତ୍ତର – ସୋଡିୟମ

୭. କୁହନ୍ତୁ କେଉଁ ଦେଶର ଲୋକ ଭାରତରେ ବୁଲି ପାରିବେ ନାହିଁ ?

ଉତ୍ତର – ଉତ୍ତର କୋରିୟା ର ଲୋକ

Srinagar(Summer)

Jammu (Winter)

୮. ତାହା କେଉଁ ସହର ଅଟେ ଯିଏ ମାତ୍ର ୧ ଦିନ ପାଇଁ ଭାରତର ରାଜଧାନୀ ହେଇଥିଲା ?

ଉତ୍ତର- ଇଲାହାବାଦ, ଆଜ୍ଞା ହଁ, ବର୍ଷ ୧୮୫୮ ରେ ଇଲାହାବାଦ କୁ ୧ ଦିନ ପାଇଁ ଭାରତର ରାଜଧାନୀ ବନା ଯାଇଥିଲା ।

୯. କୁହନ୍ତୁ ଫାଶୀ ର ଦଣ୍ଡ ଶୁଣାଇବା ପରେ ଜଜ ପେନ ର ନିବ କାହିଁକି ଭାଙ୍ଗି ଦିଅନ୍ତି ?

ଉତ୍ତର – ଫାଶୀ ର ଦଣ୍ଡ ଶୁଣାଇବା ପରେ ଜଜ ପେନ ର ନିବ ଭାଙ୍ଗିବାର ପ୍ରଥା ଆଜିର ନୁହେଁ ବରଂ ଇଂରେଜ ଙ୍କ ଜମାନାରୁ ଚାଲି ଆସୁଛି । ଏହି ନିବ ଭାଙ୍ଗିବାର ଦୁଇଟି କାରଣ ଅଛି ।

ପ୍ରଥମଟି ଦଣ୍ଡ ଶୁଣାଇବା ପରେ ଜଜ ନିଜେ ଚାହିଁଲେ ବି ସେହି ନିଷ୍ପତ୍ତି କୁ ଯେମିତି ବଦଳେଇ ପାରିବେ ନାହିଁ ବା ସେହି ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାର ଚେଷ୍ଟା କରି ପାରିବେ ନାହିଁ ।

ଦ୍ଵିତୀୟ କାରଣ ହେଲା ଦ୍ଵିତୀୟ ଥର ସେହି ପେନ ରେ ପୁଣି କାହାକୁ ଫାଶୀ ର ଦଣ୍ଡ ନ ମିଳୁ ଓ ନା କେହି ସେହି ପ୍ରକାରର ଅପରାଧ କରୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *