ପ୍ରତି ମାସରେ କାହିଁକି ମହିଳାଙ୍କୁ ଭୋଗିବାକୁ ପଡିଥାଏ ମାସିକ ଧର୍ମର କଷ୍ଟ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଆଧୁନିକ ସମୟରେ ଅଟ୍ରୀ ମାନଙ୍କ ପ୍ରତି ଲୋକମାନଙ୍କ ଦ୍ରୁଷ୍ଟି ବ୍ୟାକ ସ୍ତରରେ ଚେଞ୍ଜେସ ଆସିବାରେ ଲାଗିଲାଣି । ଯଦି ଆମେ କଥା ହେବା ସ୍ତ୍ରୀ ମାନଙ୍କ ମାସିକ ଧର୍ମ ବିଷୟରେ ତେବେ ଲୋକମାନେ ଏହା ବିଷୟରେ ଖୋଲା ଖୋଲି କଥା ହେବାରେ ଲାଗିଲେଣି । କିନ୍ତୁ ଯଦି ପୂର୍ବ କାଳର ସମୟ କଥା କହିବା ବେଳେ ବେଳେ ମନରେ ପ୍ରଶ୍ନ ଉଠେ କି ସ୍ତ୍ରୀମାନଙ୍କୁ ମାସିକ ଧର୍ମ କାହିଁକି ଆସିଥାଏ ? ଏହା ପଛରେ ଗୋଟିଏ ପୌରାଣିକ କଥା ଅଛି । ଆମ ପୁରାଣରେ ଏହି ଭଳି କେତେ ଗୁଡିଏ କଥା ଶୁଣିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ ଭାଗବତ ପୁରାଣରେ ବର୍ଣ୍ଣିତ ସ୍ତ୍ରୀ ମାନଙ୍କର ହେଉଥିବା ମାସିକ ଧର୍ମକୁ ଅଭିଶାପ ସହିତ ଯୋଡି କୁହାଯାଇଛି । ତେବେ ଚାଳନ୍ତୁ ଫ୍ରେଣ୍ଡ ସେହି ପୌରାଣିକ କଥା ବିଷୟରେ ଜାଣିବା ।

ଭାଗବତ ପୁରାଣର କାହାଣୀ ଅନୁସାରେ ଥରେ ବୃହସ୍ପତି ଯିଏ ଦେବତା ମାନଙ୍କର ଗୁରୁ ଥିଲେ, ସେ ଇନ୍ଦ୍ର ଦେବତା ଉପରେ ବହୁତ ରାଗିଗଲେ । ଏହି କାରଣରୁ ଅସୁରମାନେ ଦେବା ଲୋକ ଉପରକୁ ଆକ୍ରମଣ କରି ଦେଇଥିଲେ ଏବଂ ଇନ୍ଦ୍ରଙ୍କୁ ନିଜ ସିଂହାସନ ଛାଡି ଧାଇନବାକୁ ପଡିଥିଲା । ଅସୁର ଠାରୁ ନିଜକୁ ବଞ୍ଚାଇ ଇନ୍ଦ୍ର ବ୍ରହ୍ମାଙ୍କୁ ସାହାର୍ଯ୍ୟ ମାଗିଥିଲେ । ସେତେବେଳେ ବ୍ରହ୍ମା କହିଲେ କି ତୁମକୁ ଗୋଟେ ବ୍ରହ୍ମା ଜ୍ଞାନୀଙ୍କ ସେବା କରିବା ପାଇଁ ପଡିବ । ଯେତେବେଳେ ସେ ଖୁସି ହେଇଯିବେ ସେତେବେଳେ ତୁମକୁ ତୁମ ସିଂହାସନ ଅବଶ୍ୟ ମିଳିଯିବ ।

ବ୍ରହ୍ମାଙ୍କ ଆଦେଶ ଅନୁସାରେ ଇନ୍ଦ୍ର ଜଣେ ବ୍ରହ୍ମା ଜ୍ଞାନୀଙ୍କ ସେବା କରିବାରେ ଲାଗିଲେ । କିନ୍ତୁ ସେ ଏହି କଥା ଜାଣି ନଥିଲେ ଯେ ସେହି ଜ୍ଞାନୀଆର ମାତା ଜଣେ ଅସୁର ଥିଲେ । ତେଣୁ ସେହି ଜ୍ଞାନୀର ଅସୁର ମାନଙ୍କ ପ୍ରତି ବିଶେଷ ସ୍ଥାନ ରହିଥିଲା  ଇନ୍ଦ୍ର ଦେବଙ୍କ ଦ୍ଵାରା ଅର୍ପଣା କରାଯାଉଥିବା ସମସ୍ତ ହୁମର ସାମଗ୍ରୀ ଯାହା ଠାକୁର ମାନଙ୍କୁ ଚଢାଇବାର ଥିଲା ସେହି ଜ୍ଞାନୀ ତାହାକୁ ଅସୁରମାନଙ୍କୁ ଚଢାଉଥିଲା ।

ଏଥିରେ ତାଙ୍କର ସବୁ ସେବା ଭଙ୍ଗ ହେଉ ଯାଉଥିଲା । ଯେତେବେଳେ ଇନ୍ଦ୍ର ଦେବଙ୍କୁ ଏହି ସବୁ କଥା ଜଣା ପଡିଲା ସେ ବହୁତ କ୍ରୋଧିତ ହୋଇଗଲେ ଏବଂ ସେ ସେହି ବ୍ରହ୍ମା ଜ୍ଞାନୀଙ୍କୁ ହତ୍ୟା କରି ଦେଇଥିଲେ ।ଜଣେ ଗୁରୁଙ୍କୁ ହତ୍ୟା କରିବା ବହୁତ ପାପ ଅଟେ । ଯେଉଁ କାରଣରୁ ଇନ୍ଦ୍ରଙ୍କ ଉପରେ ବ୍ରହ୍ମା ହତ୍ୟାର ପାପ ଲାଗିଥିଲା । ଏହି ପାପ ଏକ ଭୟାନକ ଅସୁରର ରୂପ ନେଇ ଇନ୍ଦ୍ରଙ୍କୁ ପିଛା କରିବାରେ ଲାଗିଲା । ଯେ କୌଣସି ମତେ ଇନ୍ଦ୍ର ନିଜକୁ ଏକ ଫୁଲ ଭିତରେ ଲୁଚାଇ ଦେଇଥିଲେ । ଓ ୧ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିବାରେ ଲାଗିଥିଲେ ।

ଯେଉଁଥିରେ ବିଷ୍ଣୁ ଖୁସି ହେଇ ଇନ୍ଦ୍ରଙ୍କୁ ବଞ୍ଚାଇ ତ ଦେଇଥିଲେ କିନ୍ତୁ ତାଙ୍କ ଉପରେ ଲାଗିଥିବା ପାପରୁ ମୁକ୍ତି ପାଇଁ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏଥିପାଇଁ ଇନ୍ଦ୍ରଙ୍କୁ ଗଛ, ଜଳ, ଭୂମି ଓ ସ୍ତ୍ରୀ ଙ୍କୁ ନିଜ ପାପର କିଛି କିଛି ଭାଗ ଦେବାର ଥିଲା । ଇନ୍ଦ୍ରଙ୍କ କହିବା ଅନୁସାରେ ସମସ୍ତେ ପ୍ରସ୍ତୁତ ତ ହେଇଗଲେ କିନ୍ତୁ ସେମାନେ ଏହା ପରିବର୍ତ୍ତେ ଇନ୍ଦ୍ରଙ୍କୁ ଏକ ବରଦାନ ମଧ୍ୟ ମାଗିଥିଲେ ।

ସର୍ବ ପ୍ରଥମେ ଗଛ ସେହି ପାପର ୧/୪ ଭାଗ ନେଇଗଲେ ଓ ଏହା ବଦଳରେ ଇନ୍ଦ୍ର ବରଦାନ ଦେଇଥିଲେ ଗଛ ଚାହିଁଲେ ନିଜକୁ ଜୀବିତ କରି ପାରିବ । ଏହା ପରେ ଜଳକୁ ପାପର କିଛି ଭାଗ ମିଳିଥିଲା । ଇନ୍ଦ୍ର ତାକୁ ଅନ୍ୟ ଏକ ବସ୍ତୁକୁ ପବିତ୍ର କରିବାର ଶକ୍ତି ପ୍ରଦାନ କରିଥିଲେ । ଏହି କାରଣରୁ ହିନ୍ଦୁ ଧର୍ମରେ ଜଳକୁ ପବିତ୍ର ମନା ଯାଇଥାଏ । ତୃତୀୟ ଭାଗ ଇନ୍ଦ୍ର ଭୂମିକୁ ଦେଇଥିଲେ, ଏହାର ବରଦାନ ସ୍ୱରୂପ ସେ ଭୂମିକୁ କହିଥିଲେ ଯେ ତା’ ଉପରେ ଆସୁଥିବା ଯେ କୌଣସି କ୍ଷତ ସବୁ ଦିନ ପାଇଁ ଭରିଯିବ ।

ଏବଂ ଶେଷ ଭାଗ ସେ ସ୍ତ୍ରୀକୁ ଦେଇଥିଲେ । ଏହି ପାପର ଫଳ ସ୍ୱରୂପ ସ୍ତ୍ରୀ ଙ୍କୁ ସବୁ ମାସରେ ମାସିକ ଧର୍ମର ପୀଡା ସହିବାକୁ ପଡିଥାଏ । ତେବେ ଆପଣ ତ ଜାଣିଲେ କେଉଁ କାରଣରୁ ମହିଳାଙ୍କୁ ପ୍ରତି ମାସରେ ମାସିକ ଧର୍ମର କଷ୍ଟ ଭୋଗିବାକୁ ପଡିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *