ନମସ୍କାର ସାଙ୍ଗମାନେ । ଆଜି ଆମେ ୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରରେ ଆଲୋଚନା କରିବା ଆଶାକରେ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣମାନଙ୍କୁ ଭଲ ଲାଗିବ । ଆପଣ ପ୍ରାୟ ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ । ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ।
ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜ ର ଜ୍ଞାନ ଭଣ୍ଡା ର କୁ ବୃଦ୍ଧି କରିବା । ତେବେ ଚାଲନ୍ତୁ ଦେଖିବା ।
ପ୍ରଥମ ପ୍ରଶ୍ନ –
(୧) କେଉଁ ଗାଡିର ନାମ କୁ ସିଧା ଲେଖିଲେ ଯାହା ଓଲଟା ଲେଖିଲେ ତାହା?
ଏହାର ଉତ୍ତର ହେଉଛି : race car
ଦ୍ଵିତୀୟ ପ୍ରଶ୍ନ –
(୨) କେଉଁ ଦେଶରେ ମହାତ୍ମା ଗାନ୍ଧୀଙ୍କ ଛବି କୁ ତାଙ୍କ ଦେଶ ର ମୁଦ୍ରା ରେ ଛାପିବାକୁ ଘୋଷଣା କରିଛନ୍ତି ?
ଏହାର ଉତ୍ତର ହେଉଛି: ବ୍ରିଟେନ
ତୂର୍ତୀୟ ପ୍ରଶ୍ନ –
(୩)କେଉଁ ରାଜ୍ୟ ମହିଳା ମାନଙ୍କ ସୁରକ୍ଷା ପାଇଁ E- Rakhyasha bandhan କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ?
ଏହାର ଉତ୍ତର ହେଉଛି: ଆନ୍ଧ୍ରପ୍ରଦେଶ
ଚତୁର୍ଥ ପ୍ରଶ୍ନ –
(୪) ମୁଁ ଜୀବନ୍ତ ନୁହେଁ ହେଲେ ମୋର ପବନ ନିହାତି ଜରୁରୀ ,ଯଦି କେହି ପାଣି ଦେଇଦିଏ ତେବେ ମୁଁ ମରିଯାଏ ମୁଁ କିଏ?
ଏହାର ଉତ୍ତର ହେଉଛି: ନିଆଁ
ପଞ୍ଚମ ପ୍ରଶ୍ନ –
(୫) ତାହା କଣ ଯାହା ଆମେ କେବେ ଖୋଲି ନଥାଉ କିନ୍ତୁ ସବୁଦିନ ବନ୍ଦ କରିଥାଉ?
ଏହାର ଉତ୍ତର ହେଉଛି: ଆଲାରାମ
ଷଷ୍ଠ ପ୍ରଶ୍ନ –
(6) 5 ରୁ 2 କେମିତି କାଢିନେଲେ ତାହା 4 ହୋଇଯିବ ?
ଉତ୍ତର – 5 ଇଂଗ୍ଲିଶ ରେ Five
Five ରୁ 2 ଟି ଅକ୍ଷର f ଓ e କାଢିନେଲେ ରହିବ IV ମାନେ 4 ।
ଏ ହା ତ ଥିଲା ମାତ୍ର ୫ ଟି ପ୍ରଶ୍ନ ଓ ତାର ଉତ୍ତର। ଆଶା କରୁଛୁ ଆପଣମାନଙ୍କ ଏହା ବହୁତ୍ ଭଲ ଲାଗିଥିବ ଏବଂ ଏହା ସବୁ ଆପଣ ମାନଙ୍କ ପାଇଁ ଲାଭ ଦାୟକ ହେବ ଓ ଭବିଷ୍ୟତରେ ନିଶ୍ଚୟ ଏହା ଆପଣଙ୍କୁ ସାହାଯ୍ୟ କରିବ। କିଛିଟା ଜ୍ଞାନର ସୀମା ଆପଣଙ୍କର ବଢିଲା ଏହା ମାଧ୍ୟମରେ । ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ । ଏବେ ଆପଣମାନଙ୍କ ପାଇଁ ଏକ ପ୍ରଶ୍ନ- କଳା ମୁଚୁମୁଚୁ ଜଙ୍ଗଲରେ ରୁହେ କାଳିଆ ଷଣ୍ଢ ସୋରିଷ ଠୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ,ତେବେ ସେ କିଏ ? ଏହାର ଉତ୍ତର ଆପଣମାନେ ନିଜେ ଖୋଜିବାକୁ ଚେଷ୍ଟା କରନ୍ତୁ ଓ ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ ।ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ। ଏହାର ଫଳ ନିଶ୍ଚୟ ଆପଣଙ୍କୁ ମିଳିବ।। ଧନ୍ୟବାଦ।।