ସୁଶାନ୍ତଙ୍କ ପୋସ୍ଟମାର୍ଟମର ଭିଡିଓଗ୍ରାଫିକୁ କିଏ ଅଟକାଇଲା, ଜାଣନ୍ତୁ କିଏ ଅଟେ ସେହି AU ଯାହାଙ୍କୁ ରିୟା କରିଥିଲେ 63 କଲ୍ସ

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ର ତଦନ୍ତ କରାଯାଉଅଛି । CBI କରୁଛି ତଦନ୍ତ । ସୁଶାନ୍ତ ଙ୍କ ପୋଷ୍ଟମର୍ଟମ ରିପୋର୍ଟ କାହିଁକି ଆସିନି । କଣ ରହିଛି ସତ୍ୟତା । ଚାଲନ୍ତୁ ଜାଣିବା ।ରିୟା ଚକ୍ରବର୍ତ୍ତୀ ଙ୍କ ଫୋନ କଲ ଡିଟେଲ୍ ରେ AU ବାହାରିଛି ,ଆପଣଙ୍କୁ କହିଦେଉଚୁ କି AU ର ମାନେ କଣ୍ । ବର୍ତ୍ତମାନ ର ବଡ଼ ଖବର ହେଲା ଏହି AU ଆଊ କେହି ନୁହଁ ଆଦିତ୍ୟ ଠାକରେ ହିଁ ଅଟନ୍ତି ।

ଯଦି ଆପଣ ଆଦିତ୍ୟ ଠାକରେ ଙ୍କ ନା ଗୁଗୁଲ ରେ ସର୍ଚ୍ କରିବେ ବା ଟୁଇଟର ରେ ସର୍ଚ୍ କରିବେ ତେବେ ଆପଣ ନିଜେ ମଧ୍ୟ ଜାଣିପାରିବେ । ସୁଶାନ୍ତ ଙ୍କୁ ପୋଷ୍ଟ ମାର୍ଟମ୍ ପାଇଁ କୁପର ହସ୍ପିଟାଲ୍ ନିଆ ଯାଇଥିଲା । ଯାହାର ମାଲିକ ଠାକରେ ଅଟନ୍ତି । କୁପର ହସ୍ପିଟାଲ୍ ର ରେକର୍ଡ ବହୁତ୍ ହିଁ ଖରାପ ଅଟେ ।

 

 

ଯେତେ ବି ସେଲିବ୍ରିଟୀ ଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି ତାହା ସୁଇସାଇଡ୍ ହିଁ ଆସିଛି । ଯେତେବେଳେ କି ତାହା ମର୍ଡର ହିଁ ହେଇଥାଉ ନା କାହିଁକି । ସୁଶାନ୍ତ ଙ୍କ ମାମଲାରେ ମଧ୍ୟ୍ୟ ଏହିପରି ହୋଇଛି । ଡକ୍ଟର ଙ୍କ କଥା କହିବା ତ ଡକ୍ଟର କେବେ ନିଜ ଇଛାରେ ଏମିତି କରନ୍ତି ନାହିଁ । ପୋଷ୍ଟ ମର୍ଟମ୍ ସମୟେ ରେ ରିପୋର୍ଟ, ଫୋଟୋ, ଭିଡିଓ ଆଦି ସବୁ କରାଯାଇଥାଏ। କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ଜିନିଷ ସାମ୍ନାକୁ ଆସିନି ଯାହାର ମାନେ ଏହା ଅଟେ କି ଡକ୍ଟର ଙ୍କୁ କାହାର ନା କାହାର ଫୋନ ନିଶ୍ଚୟ ଯାଇଥିବ ।

ତେଣୁ ସେହି ଡକ୍ଟର ଙ୍କ କଲ ରେକର୍ଡ ନିଶ୍ଚୟ ବହାର କରିବା ଦରକାର୍ ଏବଂ ତାକୁ ମଧ୍ୟ ପଚରା ଉଚରା କରିବା ଦରକାର୍। ସୁଶାନ୍ତ ସିଂ ରାଜପୁତ ଙ୍କ ଦେହରେ ବହୁତ୍ ଗୁଡିଏ ଦାଗ ଥିଲା ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା।

ସୁଶାନ୍ତ ଙ୍କ ବେକ ରେ ଥିବା ଚିଂହ ର କୌଣସି ସଠିକ୍ ତଥ୍ୟ ସାମ୍ନାକୁ ଆସିନି । ସୁଶାନ୍ତ ଙ୍କ ଦେହ ରେ ଥିବା ଦାଗ ବିଷୟରେ କୌଣସି ରିପୋର୍ଟ୍ କାହିଁକି ଆଶିନି । କାହା କହିବା ଦ୍ଵାରା ଡକ୍ଟର କରିଛନ୍ତି ଏମିତି କାମ । କଣ ପାଇଁ ଭିଡିଓ ,ଫଟୋ ଉଠିନି କାହିଁକି ପୋଷ୍ଟ ମାର୍ଟମ୍ ରିପୋର୍ଟ ଆସିନାହିଁ। କାହା କହିବା ଦ୍ଵାରା ଏ ସବୁ ହେଇଛି । ସୁଶାନ୍ତ ଙ୍କ ମୃତ୍ୟୁ କେଶ୍ ର ତଦନ୍ତ CBI କୁ ଦିଆ ଯାଇଛି।ଏବେ ଆଶା କରୁଛୁ କି CBI ଠିକ୍ ତଦନ୍ତ କରିବ ଏବଂ ସୁଶାନ୍ତ ଙ୍କୁ ଏଵଂ ପୁରା ଭାରତବାସୀ ଙ୍କୁ ନ୍ୟାୟ ମିଳିବ। ଏବଂ ପ୍ରକୃତ ଦୋଷୀ ଙ୍କୁ ଦଣ୍ଡ ମିଳିବ।

ନିଜ ରାୟ କମେଣ୍ଟ କରନ୍ତୁ ଏବଂ ଆଗକୁ ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *