Interesting Odia Gk- INDIA ର ଫୁଲ ଫର୍ମ କଣ ? ଜାଣନ୍ତୁ ଇଣ୍ଡିଆ ବିଷୟରେ କିଛି ଅଜଣା କଥା…

ବନ୍ଧୁଗଣ, ଆଜି ଆମ୍ଭେ କିଛି ଏଭଳି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ଜାଣିନଥିବେ । ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ଯଦି ଆପଣ ଛାତ୍ର ଛାତ୍ରୀ ଅଟନ୍ତି ତେବେ ଆପଣଙ୍କ ଭବିଷ୍ୟତ ନିମନ୍ତେ ସାଧାରଣ ଜ୍ଞାନ ନିଶ୍ଚିତ ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ୧;- ଭାରତ ର ନାମ ଇଣ୍ଡିଆ କିଭଳି ହେଲା ?

ଉତ୍ତର;- ଯେତେବେଳେ ଆମ୍ଭ ଦେଶ ସ୍ଵାଧୀନ ହୋଇ ନଥିଲା ସେହି ସମୟରେ ଇଂରେଜ ମାନେ ଆମ୍ଭ ଦେଶକୁ ଶାସନ କରୁଥିଲେ । ଏବଂ ସେତେବେଳେ ଆମ୍ଭ ଦେଶର ନାମ ଭାରତ ତଥା ହିନ୍ଦୁସ୍ଥାନ ଥିଲା । ସେମାନଙ୍କୁ ଉଚ୍ଚାରଣରେ ଏହା ଠିକ ଲାଗୁନଥିଲା । ସେମାନେ ଦେଖିଲେ ଯେ ଏଠାରେ ଏକ ଇଣ୍ଡର୍ସରିଭର ଅଥବା ସିନ୍ଧୁ ନଦୀ ଭାରତ ପାକିସ୍ଥାନ ଦେଇ ବୋହୁଛି । ତେବେ ଏହି ନଦୀର ନାମ ଅନୁସାରେ ଭାରତ ର ନାମ ଇଣ୍ଡିଆ ରଖିଦେଲେ । ଏହା ଉଚ୍ଚାରଣରେ ସେମାନଙ୍କୁ ସଠିକ ଲାଗିଲା ।

୨;- INDIA ର ଫୁଲ ଫର୍ମ କ’ଣ ?

ଉତ୍ତର;- INDIA ର ଫୁଲ ଫର୍ମ କେଉଁଠାରେ ମଧ୍ୟ ନାହିଁ । ଏହା ଏକ ଇକୋନୋମିକ ଟାଇପର । ଆମ୍ଭ ଦେଶର ନାମ ଭାରତ ଏବଂ INDIA ଦୁଇଟି ଦେଶର ନାମ ସମ୍ବିଧାନରେ ରହିଛି । କିନ୍ତୁ INDIA ର ଫୁଲ ଫର୍ମ କେଉଁଠାରେ ମଧ୍ୟ ନାହିଁ । ଅଥବା ସମ୍ବିଧାନରେ ମଧ୍ୟ ଲେଖା ହୋଇନାହିଁ ।

୩;- ଦୁନିଆର କେଉଁଠାରେ ଅଧିକ ଭୂମିକମ୍ପ ହୋଇଥାଏ ?

ଉତ୍ତର;- ଜାପାନ ।

୪;- ବିଶ୍ଵର କେଉଁ ନଦୀର ପାଣି ଗରମ ରହିଥାଏ ?

ଉତ୍ତର;- ନୀଳ ।

୫;- ଭାରତର ସର୍ବପ୍ରଥମ BANK ର ନାମ କ’ଣ ?

ଉତ୍ତର;- BANK OF HINDUSTAN ।

୬;- ଭାରତର କେଉଁ ରାଜ୍ୟରେ ଅଧିକ ପେଟ୍ରୋଲ ମିଳେ ?

ଉତ୍ତର;- ଗୁଜୁରାଟ ।

୭;- ବିଶ୍ଵର କେଉଁ ଦେଶରେ ଗୋଟିଏ ମଧ୍ୟ ସିନେମା ଘର ନାହିଁ ?

ଉତ୍ତର;- ଭୁଟାନ ।

୮;- ପୃଥିବୀରେ ଚଞ୍ଚଳ ବଢୁଥିବା ଗଛ କ’ଣ ?

ଉତ୍ତର;- ବାଉଁଶ ଗଛ ।

୯;- ମଣିଷ ଶରୀରର ହାଡ ସଂଖ୍ୟା କେତେ ?

ଉତ୍ତର;- ୨୦୬ ।

୧୦;- ଭାରତର ପ୍ରଥମ ମହିଳା (IPS) କିଏ ଥିଲେ ?

ଉତ୍ତର;- କିରଣ ବେଦୀ ।

୧୧;- କ୍ରିକେଟ ଖେଳର ଜନ୍ମଦାତା କେଉଁ ଦେଶକୁ କୁହାଯାଏ ?

ଉତ୍ତର;- ଇଂଲଣ୍ଡ ।

୧୨;- କେଉଁ ଦେଶର ଲୋକମାନେ ଅଧିକ ମୋଟରସାଇକେଲ ଚଳାନ୍ତି ?

ଉତ୍ତର;- ଭାରତ ।

୧୩;- “ଏ ମେରେ ୱତନ କେ ଲୋଗୋ” ଦେଶଭକ୍ତି ଗୀତ କିଏ ଲେଖିଥିଲେ ?

ଉତ୍ତର;- କବି ପ୍ରଦୀପ ।

୧୪;- ପଞ୍ଚମ ବେଦ କାହାକୁ କୁହାଯାଏ ?

ଉତ୍ତର;- ଇତିହାସ ।

୧୫;- ଶ୍ରୀ ଚୈତନ୍ୟ ମହାପ୍ରଭୁ କେବେ ଜନ୍ମଗ୍ରହଣ କରିଥିଲେ ?

ଉତ୍ତର;- ୧୪୮୪ ମସିହାରେ । ତେବେ ବନ୍ଧୁଗଣ ଏହି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ବିବରଣୀ ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *