ଛାତ୍ରୀଙ୍କ ଛାତିରେ ହାତ ମାରି ହଟ ହଟା ହେଲା ଯୁବକ, କିଳାକୁ ହ୍ଵିସିଲ ମାରି ଡାକିଲା ଆଉ ତା ପରେ ଯାହା ହେଲା ନା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କିଳା କୁ ହ୍ଵିସିଲ ମାରି ଡାକିଲେ ଯୁବକ ଏବଂ କଲେଜ ଛାତ୍ରୀ ଙ୍କୁ ଅଶାଳୀନ ଇଙ୍ଗିତ କରିଲେ । ବସରେ ଯାଉଥିଲେ ଛାତ୍ରୀ ତାଙ୍କ ଛାତିରେ ହାତ ମାରିଲେ ଯୁବକ । ଅସଦ ଆଚରଣ କରିଲେ ହଟହଟା ହେଲେ । ନାବାଳିକା ଛାତ୍ରୀଙ୍କୁ ଟଚ କରିବା ପଡିଲା ମହଙ୍ଗା । ରଷିକିଆ ଯୁବକଙ୍କର ଉତୁରିଗଲା ଯୁବତୀ ଙ୍କୁ ଛୁଇଁବା ନିଶା । ଯୁବକଙ୍କୁ ସ୍ଥାନୀୟ ଲୋକେ ଭଲ ଭାବରେ ଛେଚିଲେ ।

ଏହା ପରେ ପୋଲିସ ଆସି ଯୁବକଙ୍କୁ ଥାନା କୁ ନେଇଗଲେ । ମାତ୍ର ଏହା କୌଣସି ଚଳଚିତ୍ରର କାହାଣୀ ନୁହେଁ । ଏହା ହେଉଛି ସଂପୂର୍ଣ୍ଣ ଭାବରେ ସତ ଘଟଣା । ମାତ୍ର ଆମ୍ଭେ ସାଧାରଣତ ଫିଲ୍ମ ମାନଙ୍କରେ ଦେଖୁଛେ ଗାଡିରେ ଅସଦ ଆଚରଣ କରୁଥିବାର ଦୃଶ୍ୟ । ଏହାପରେ ହିରୋ ଆସେ ହିରୋଇନଙ୍କୁ ବଞ୍ଚାଇବା ନିମନ୍ତେ ମାତ୍ର ତାହା ହେଉଛି ସିନେମା ଏହା ହେଉଛି ଲାଇଭ ଦୃଶ୍ୟ ।

ମାତ୍ର ଏଭଳି ବିପଦ କୁ ଜାଣିଶୁଣି ଡାକିବା କ’ଣ ନିହାତି ଦରକାର ଥିଲା ? ଆମ୍ଭ ସମଜରେ ବର୍ତ୍ତମାନ ଅସଦଆଚରଣ ଦୁଷ୍କର୍ମ ଭଳି ଅନେକ ଘଟଣା ବଢି ବଢି ଚାଲିଲାଣି ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଚଳନ୍ତା ବସ ରେ ଜଣେ କଲେଜ ଛାତ୍ରୀ ଙ୍କୁ କରାଯାଇଅଛି ଅସଦଆଚରଣ ।

ଛାତ୍ରୀ ଜଣକ କଲେଜ ସାରି ଏକ ଘରୋଇ ବସ ରେ ଚଣ୍ଡୀଖୋଲରୁ ଯାଜପୁର ରୋଡ କୁ ଆସୁଥିବା ବେଳେ ତାଙ୍କ ସହିତ ଘଟିଛି ଏଭଳି ଘଟଣା । ଯାଜପୁର ଜିଲ୍ଲା ବ୍ୟାସ ନଗର ସ୍ଥିତ ସାପଗଡିଆ ଅଞ୍ଚଳରେ ରହୁଥିବା ଜଣେ ନାବାଳିକା ଝିଅ ଚଣ୍ଡୀଖୋଲର ଏକ କଲେଜରେ ପାଠ ପଢନ୍ତି ।

ଛାତ୍ରୀ ଜଣକ କ୍ଳାସ ସାରି କଟକରୁ ଯାଜପୁର ରୋଡ ଅଭିମୁଖେ ଯାଉଥିବା ଏକ ଘରୋଇ ବସ ରେ ନିଜ ଘରକୁ ଫେରୁଥିଲେ । ପ୍ରତିଦିନ ଭଳି କଲେଜ ଯାଇ ପାଠ ପଢି ଘରକୁ ମଧ୍ୟ ଫେରନ୍ତି । ହେଲେ ଗତ ଶନିବାର ଯୁବତୀଙ୍କ ପ୍ରତି ଘଟିଲା ଅଘଟଣ । ବସରେ ଘରକୁ ଫେରୁଥିବା ସମୟରେ ବସ ଭିତରେ ହଠାତ ଜଣେ ଯୁବକ ତାଙ୍କୁ ବାରମ୍ବାର ଅସଦ ଆଚରଣ କରିଥିଲା ।

ଏହାପରେ ଛାତ୍ରୀ ଜଣକ ପ୍ରଥମେ ବସର କର୍ମଚାରୀ ଙ୍କୁ ଜଣାଇଥିଲେ ଏହା ଜାଣିବା ପରେ ସଂପୂର୍ଣ୍ଣ ଯୁବକଙ୍କୁ ମାଡ ମାରି ବିଦା କରିଦେଇଥିଲେ କର୍ମଚାରୀ ମାନେ । ଏହାପରେ ବାପା ଙ୍କୁ ଛାତ୍ରୀ ଜଣଙ୍କ କହିଥିଲେ ପରେ ପୋଲିସ ଆସି ଯୁବକଙ୍କୁ ଚିହ୍ନଟ କରି ଥାନାକୁ ନେଇଛି ପୋଲିସ । ତେବେ ଏଭଳି କାଣ୍ଡ ଭିଆଊ ଥିବା ଯୁବକଙ୍କୁ ଅନ୍ୟ କେଉଁ ଦଣ୍ଡ ମିଳିବା ଆବଶ୍ୟକ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *