Hrithik Roshan ଙ୍କ ଗୀତରେ ଏମିତି ନାଚିଲେ ଏହି ମହିଳା, ଦେଖିଲେ ହସି ହସି ଗଡିବେ ଆପଣ ! ଭାଇରାଲ ହେଲା Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ନିଜର ମନୋରଞ୍ଜନ କରିବା ସହ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ଛଡା ଲୋକମାନେ ସୋସିଆଲ ମିଡିଆରେ ନିଜର ସର୍ଟ ଭିଡିଓ ମଧ୍ୟ ଅପଲୋଡ କରୁଛନ୍ତି । ସୋସିଆଲ ମିଡିଆ ଜାରିଆରେ ଜଣେ ଲୋକ ନିଜର ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବ ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ହ୍ରିତିକ ରୋଷନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ହ୍ରିତିକ ଜଣେ ଭଲ ଅଭିନେତା ହେବା ସହ ଜଣେ ଦମଦାର ଡ୍ୟାନ୍ସର ମଧ୍ୟ ଅଟନ୍ତି । ତାଙ୍କ ଲୁକ୍ ଆଉ ଅଭିନୟକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ହ୍ରିତିକ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ହ୍ରିତିକଙ୍କ ଗୀତରେ ଅନେକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ହେଲେ ଗତ କିଛି ସମୟ ହେବ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ବନ୍ଧୁଗଣ ଏହି ଭିଡିଓରେ ଜଣେ ମହିଳା ହ୍ରିତିକ ରୋଷନଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ହ୍ରିତିକଙ୍କ ସୁପର ହିଟ ଫିଲ୍ମ ‘ବ୍ୟାଙ୍ଗ ବ୍ୟାଙ୍ଗ’ର ଟାଇଟେଲ ଗୀତରେ ଏହି ମହିଳା ଜଣକ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଏହି ଭିଡିଓଟିକୁ ସେଲିବ୍ରେଟି ଫଟୋଗ୍ରାଫର ଭାୟାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି ଓ କ୍ୟାପ୍ସନରେ ଲେଖିଛନ୍ତି ‘ଜୀବନ ବଡ ହେବା ଉଚିତ, ଲମ୍ବା ନୁହେଁ’ । ଏହି ଭିଡିଓଟିକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ଓ ମହିଳାଙ୍କର ସାହାସ ଦେଖି ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *