ହସ୍ଟେଲ ରୁମ ରେ ଯୁବତୀଙ୍କ ଏମିତି କାରନାମା, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ, ଦେଖନ୍ତୁ Video

ବନ୍ଧୁଗଣ ଆଗ କାଳରେ ନାରୀ ମାନଙ୍କୁ ଛୋଟ ନଜରରେ ଦେଖା ଯାଉଥିଲା । ପୁଅ ମାନଙ୍କୁ ମିଳୁଥିବା କୌଣସି ଅଧିକାର ନାରୀ ମାନଙ୍କୁ ଦିଆଯାଉ ନଥିଲା । ଏମିତିକି ପୁଅ ମାନଙ୍କୁ ଘର ସମ୍ପତ୍ତିର ମାଲିକାନା ଦିଆ ଯାଉଥିବା ବେଳେ ଝିଅ ମାନଙ୍କ ପାଇଁ କୌଣସି ସୁବିଧା ନଥିଲେ । ଝିଅ ମାନେ ରାସ୍ତା ଘାଟରେ ବୁଲି ପାରୁ ନଥିଲେ ସବୁବେଳେ ଘର ଭିତରେ ରହୁଥିଲେ ।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟ ବଦଳି ଯାଇଛି । ସମସ୍ତ କ୍ଷେତ୍ରରେ ଝିଅ ମାନେ ପୁଅ ମାନଙ୍କ ଠାରୁ କମ ନାହାନ୍ତି । ହେଲେ କିଛି ଜିନିଷ ଏମିତି ଅଛି ଯାହା ଝିଅ ମାନଙ୍କୁ ସୋଭା ଦିଏ ନାହିଁ । ପୁଅ ମାନେ ମ-ଦ୍ୟ-ପା-ନ କରିବା ଏକ ସାଧାରଣ କଥା ହେଲେ ଭାବନ୍ତୁ ଯଦି କମ ବର୍ଷ କଲେଜ ଝିଅ ମାନେ ମ-ଦ୍ୟ-ପା-ନ କରିବେ ତା ହେଲେ ସମାଜର କଣ ହେବ ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ମଧ୍ୟ ପାଲଟିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ ତିନିଜଣ ଛାତ୍ରୀ ନାଚୁ ଥିବାର ନଜର ଆସୁଛନ୍ତି । ସେହି ଝିଅ ମାନଙ୍କର ଏକ ସାଙ୍ଗ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚା ଜୋର ସୋର ଧରିଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଭିଡିଓଟି ହେଉଛି ଉତ୍ତର ପ୍ରଦେଶର ଏକ କଲେଜ ମେସ୍ ର ଯେଉଁଠି ଝିଅ ମାନେ ନାଚୁ ଥିବାର ନଜର ଆସୁଛନ୍ତି ।

ଶିକ୍ଷୟତ୍ରୀ ନଥିବା ବେଳେ ଝିଅ ମାନେ ମେସ୍ ଭିତରେ ଏମିତି ନାଚୁ ଛନ୍ତି । ତେବେ ବନ୍ଧୁଗଣ ଝିଅ ମାନଙ୍କର ଏହି ଭିଡିଓ ଦେଖି ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *