ଲୋକପ୍ରିୟ ଓଡିଆ ସିରିଏଲ ‘ସିନ୍ଦୂର ର ଅଧିକାର’ ର Actor ମାନଙ୍କ ପ୍ରକୃତ ଘର କେଉଁଠି ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ସିନ୍ଦୁରର ଅଧିକାର’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଅତି କମ ସମୟ ମଧ୍ୟରେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି କାରଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରୁଛନ୍ତି । ଏହି ସିରିଏଲ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚାରେ ରୁହନ୍ତି ।

ହେଲେ ଆପଣ ମାନେ କଣ ଏହି କଳାକାର ମାନଙ୍କ ପ୍ରକୃତ ଘର କେଉଁଠି ଜାଣି ଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ପ୍ରକୃତ ଘର ବିଷୟରେ କହିବାକୁ ଯାଉଛୁ । ନୀଳାଖି ପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ନୀଳାଖି ପାତ୍ର ଯିଏ କି ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଇତି ଭୂମିକାରେ ନଜର ଆସୁଛନ୍ତି । ତେବେ ନୀଳାଖିଙ୍କ ପ୍ରକୃତ ଘର ହେଉଛି ରାୟଗଡା ।

ସନୋଜ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସନୋଜ କୁମାର । ସନୋଜ ଏହି ସିରିଏଲରେ ମୁଖ୍ୟ ହିରୋ ଆରଭ ଭୂମିକାରେ ନଜର ଆସୁଛନ୍ତି । ତେବେ ସନୋଜଙ୍କ ପ୍ରକୃତ ଘର ହେଉଛି ବ୍ରହ୍ମପୁର ।

ଲିକୁନ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଲିକୁନ ଚୌଧୁରୀ । ଆପଣ ମାନେ ସମସ୍ତେ ଏହି ସିରିଏଲରେ ଲିକୁନଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ଲିକୁନଙ୍କ ପ୍ରକୃତ ଘର ହେଉଛି ପୁରୀ ।

ସୁଚରିତା ସ୍ଵାଇଁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁଚରିତା ସ୍ଵାଇଁ । ସୁଚରିତା ନିଜ ଅଭିନୟ ଓ ନିଜ ହଟ୍ ନେସ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ସୁଚରିତାଙ୍କ ପ୍ରକୃତ ଘର ହେଉଛି ପୁରୀ ।

ଅସ୍ମିତା ନନ୍ଦ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅସ୍ମିତା ନନ୍ଦ । ଆପଣ ମାନେ ସମସ୍ତେ ଅସ୍ମିତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ଅସ୍ମିତାଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ବର ।

ଚୁନି ରିୟା- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଚୁନି ରିୟା ଯାହାଙ୍କର ସୁନ୍ଦର ଅଭିନୟ ଆପଣ ମାନେ ସିରିଏଲରେ ଦେଖିବାକୁ ପାଉଥିବେ । ତେବେ ଚୁନି ରିୟାଙ୍କ ପ୍ରକୃତ ଘର ହେଉଛି କଟକ ।

ଟ୍ଵିଙ୍କଲ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଟ୍ଵିଙ୍କଲ ମିଶ୍ର । ଆପଣ ମାନେ ସମସ୍ତେ ଏହି ସିରିଏଲରେ ଟ୍ଵିଙ୍କଲଙ୍କ ଦମଦାର ଅଭିନୟ ନିଶ୍ଚୟ ଦେଖିଥିବେ ତେବେ ଟ୍ଵିଙ୍କଲଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ଵର ।

ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅମରଜୀତ ମିଶ୍ର । ଆପଣ ମାନେ ସମସ୍ତେ ଅମରଜୀତଙ୍କୁ ଏହି ସିରିଏଲରେ ନିଶ୍ଚୟ ଦେଖିଥିବେ ତେବେ ଅମରଜୀତଙ୍କ ପ୍ରକୃତ ଘର ହେଉଛି ଜଟଣୀ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *