ଦେଖନ୍ତୁ ଝିଅ ହେବା ଖୁସିରେ କେମିତି ସାଙ୍ଗ ମାନଙ୍କୁ ପାର୍ଟି ଦେଲେ Anisha ଓ Subasis, କଲେ ଧୁମ ମସ୍ତି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଓଡିଆ କଳାକାର ମାନଙ୍କ ମଧ୍ୟରୁ କିଛି କଳାକାର ପରସ୍ପର ସହ ବିବାହ କରିଛନ୍ତି । ସେଥିମଧ୍ୟରୁ ଗୋଟେ ଲୋକପ୍ରିୟ ଯୋଡି ହେଉଛନ୍ତି ସୁଭାସିସ ଓ ଆନିଶା । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କୁ ଅନେକ ଲୋକପ୍ରିୟ ଧାରା ବାହିକରେ ନିଶ୍ଚୟ ଦେଖିଥିବେ ।

ଉଭୟ ପରସ୍ପର ସହ ସୁ-ଟି-ଙ୍ଗ ସେଟରେ ସାକ୍ଷାତ କରିଥିଲେ ଓ କିଛି ମାସ ପରସ୍ପରକୁ ଡେଟ କରି ରିଲେସନରେ ରହିଥିଲେ । ଗତ କିଛି ମାସ ତଳେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଏହି ଦୁଇଜଣ ଆସିବା ଦିନରୁ ହିଁ ସୋ-ସି-ଆ-ଲ ମି-ଡି-ଆରେ ନୂଆ ନୂଆ ଭିଡିଓ ଅପଲୋଡ କରନ୍ତି ।

ଗତ କିଛି ସମୟ ହେବ ଏହି ଦୁଇଜଣଙ୍କ ସହ ଜଡିତ କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଫଟୋ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ମାସ ତଳେ ସୁଭାସିସ ଓ ଆନିଶା ଏକ କନ୍ୟା ସନ୍ତାନ ର ବାପା ମା ହୋଇଛନ୍ତି । ବାପା ମା ହେବା ପରେ ଉଭୟ ବହୁତ ଅଧିକ ଖୁସି ଅଛନ୍ତି । ଆନିଶା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ନିଜ ଝିଅ ସହ ଅନେକ ସର୍ଟ ଭିଡିଓ ଅପଲୋଡ କରୁଛନ୍ତି ଯାହା ବହୁତ ଚର୍ଚାରେ ଅଛି ।

ତେବେ ବନ୍ଧୁଗଣ ଝିଅ ହେବା ଖୁସିରେ ଆନିଶା ଓ ସୁଭାସିସ ସେଲିବ୍ରେସନ କରିଛନ୍ତି ଏବଂ ଏହି ସେଲିବ୍ରେସନ ସେମାନେ ତାଙ୍କ ସାଙ୍ଗ ମାନଙ୍କ ସହ କରିଛନ୍ତି ଯାହାର ଫଟୋ ଏବେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୁଭାସିସ ଓ ଆନିଶା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *