“ସକାଳେ କଥା ହେଲା, ୫ ଘଣ୍ଟା ପରେ ହସ୍ପିଟାଲ କହିଲା ମରିଗଲା” ଶୁଣନ୍ତୁ ରୋଗୀ ମୃତ୍ୟୁ ପରେ ବ୍ୟକ୍ତି ଜଣଙ୍କ କହିଲେ କିଛି ଏମିତି…ଯାହା ଆପଣଙ୍କ ନିଦ ହଜେଇ ଦେବ, ନିଆଁ ପରି ଭାଇରାଲ ହେଉଛି ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପାରଳାଖେମୁଣ୍ଡି ରେ ଜଣେ ବ୍ୟକ୍ତି ତାଙ୍କ ଶଳା ଙ୍କୁ ୭ ତାରିଖ ଦିନ ଶରୀର ରେ ଅସୁସ୍ଥତା କାରଣରୁ ହସ୍ପିଟାଲ ଆଣିଥିଲେ ଏବଂ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

କିନ୍ତୁ ପରଦିନ ରାତି ରେ ତାଙ୍କ ଶଳା ଙ୍କୁ ଯେତେବେଳେ ଫୋନ କରିଥିଲେ ସେତେବେଳେ ସେ କହିଥିଲେ ଯେ, ସେ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ଅଛନ୍ତି ଏବଂ ତାଙ୍କ ନିଶ୍ୱାସ ମଧ୍ୟ ଠିକ ଭାବରେ ଚାଲୁଛି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସେ ଖୁବ ଶୀଘ୍ର ହସ୍ପିଟାଲ ରୁ ଡିସଚାର୍ଜ ହୋଇ ଘରକୁ ଫେରିବେ ବୋଲି ମଧ୍ୟ କହିଥିଲେ ।

କିନ୍ତୁ ବ୍ୟକ୍ତି ଜଣକ କହିବାନୁଯାୟୀ ତା ପର ଦିନ କୌଣସି ଫୋନ ଆସି ନଥିଲା ଏବଂ ହଠାତ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ତରଫ ରୁ ତାଙ୍କ ମ-ରି-ବା-ର ମେସେଜ ଆସିଥିଲା । ତେବେ ବ୍ୟକ୍ତି ଜଣକ ବର୍ତ୍ତମାନ ଏହା ଅ-ଭି-ଯୋ-ଗ କରିଛନ୍ତି ଯେ, ଯିଏ ନିଜେ ସୁସ୍ଥ ଅଛି ବୋଲି ଫୋନ ରେ କହିଥିଲେ ସେ ହଠାତ ତା ପର ଦିନ କିପରି ମ-ରି-ଯି-ବେ? ଏହି ସମ୍ବନ୍ଧରେ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ପ୍ରଶ୍ନ କରିବାରୁ ଉତ୍ତର ମିଳୁଛି ଯେ ଅକ୍ସିଜେନ ଅଭାବ ରୁ ତା-ଙ୍କ ମୃ-ତ୍ୟୁ ହୋଇଛି ।

ପରିବାର ସଦସ୍ୟ ମୃ-ତ-କ ଙ୍କ ଡେ-ଡ୍ ବ-ଡି ଦେଖିବାକୁ କହିଛନ୍ତି କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଡେ-ଡ୍ ବ-ଡି ଦେଖାଇବାକୁ ସମ୍ପୂର୍ଣ୍ଣ ରୂପରେ ମନା କରି ଦେଇଛନ୍ତି । ମୃ-ତ-କ ଙ୍କ ଶରୀର ଅସୁସ୍ଥତା କାରଣରୁ କୋଭିଡ଼ ପରୀକ୍ଷା ମଧ୍ୟ କରାଯାଇଥିଲା ଯେଉଁଥିରେ ରିପୋର୍ଟ ନେଗେଟିଭ ଆସିଥିଲା ।

ତେବେ ପରିବାର ସଦସ୍ୟ ବର୍ତ୍ତମାନ ଏହା ସ-ନ୍ଦେ-ହ କରୁଛନ୍ତି ଯେ, ମୃ-ତ-କ ଙ୍କ ମୃ-ତ୍ୟୁ ଆକସ୍ମିକ ହୋଇନାହିଁ । ଏହା ପଛରେ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ହାତ ରହିଛି । ହୁଏତ ମୃ-ତ-କ ଙ୍କ ଶରୀର ରୁ ଲିଭର, ଆଖି, କିଡ୍ନୀ ଅଥବା ଅନ୍ୟ କୌଣସି ଅ-ଙ୍ଗ କା-ଢ଼ି ତାଙ୍କୁ ମା-ରି ଦିଆ ଯାଇଛି ।

ବର୍ତ୍ତମାନ ମୃ-ତକ ଙ୍କ ପରିବାର ସଦସ୍ୟ ଏହା ଦାବି କରିଛନ୍ତି ଯେ, ଯଦି ତାଙ୍କୁ ଡେଡ୍ ବଡି ଦେଖାଇବେ ନାହିଁ ତେବେ ସେମାନେ ରାଲି କରି ଗ-ଣ୍ଡ-ଗୋ-ଳ କରିବେ ଏବଂ ସେହି ହସ୍ପିଟାଲ ସାମ୍ନା ରେ ଆ-ନ୍ଦୋ-ଳ-ନ କରିବେ ବୋଲି ମଧ୍ୟ ଧ-ମ-କ ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣଙ୍କୁ ଏଥିରେ କଣ ଲାଗୁଛି ? ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଅଧିକ ରୁ ଅଧିକ ମାତ୍ରାରେ ଏହାକୁ ସେୟାର କରନ୍ତୁ ଯାହା ଦ୍ଵାରା ହସ୍ପିଟଲ ର ସତ୍ୟତା ସାମ୍ନା କୁ ଆସି ପାରିବ ଓ ଅନ୍ୟ ଲୋକମାନେ ସତର୍କ ହୋଇ ପାରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *