ହେଲିକ୍ୟାପ୍ଟର କେତେ ମାଇଲେଜ ଦେଇଥାଏ ଓ ଏହାର ଦାମ କେତେ ହୋଇଥାଏ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆପଣ ଜାଣିଛନ୍ତି କି ହେଲିକ୍ୟାପ୍ଟରର ମାଇଲେଜ କେତେ ଏବଂ ତାହାର ମୂଲ୍ୟ କେତେ ? ଯଦି ଆପଣ ସେହି ସମ୍ବନ୍ଧରେ କିଛି ଜାଣିନାହାଁନ୍ତି ତେବେ ଆଜି ଆମ୍ଭେ ଆପଣଙ୍କୁ ସେହି ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ, ଆପଣ ମାନେ ହେଲିକ୍ୟାପ୍ଟର ବହୁତ ଦେଖିଥିବେ । ଏହା ସହିତ ଆପଣ ଏଥିରେ ବସି ବୁଲିବାକୁ ମଧ୍ୟ ଯାଇଥିବେ । ଏମାନଙ୍କୁ ଦେଖି ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଆସିଥିବ କି ହେଲିକ୍ୟାପ୍ଟର କେତେ ଆଭରେଜ ଦେଇଥାଏ ?

ହେଲିକ୍ୟାପ୍ଟର ଉଡାଜାହାଜ ଭଳି ହିଁ ଉଡିଥାଏ ମାତ୍ର ଏହାର ତିଆରି ଉଡାଜାହାଜ ଠାରୁ ବହୁତ ଅଲଗା ହୋଇଥାଏ । ଉଡାଜାହାଜ ଉଡିବା ପାଇଁ ଜେଟ ଇଞ୍ଜିନର ସାହାରା ନେଇଥାନ୍ତି । ହେଲିକ୍ୟାପ୍ଟର ଉଡିବା ପାଇଁ ପଙ୍ଖାଥିବା ବ୍ଲେଡର ସାହାରା ନେଇଥାଏ । ଏହା ବ୍ୟତୀତ ମଧ୍ୟ ଉଭୟ ମଧ୍ୟରେ ବହୁତ ଅନ୍ତର ଅଛି । ଯଦି ଆମ୍ଭେ କଥା କହିବା ହେଲିକ୍ୟାପ୍ଟରର ତେବେ ଏହାକୁ ବିଶେଷ କରି ମିଲେଟ୍ରିରେ, ଫାୟାର ଅଫ ଫାଇଟରରେ, ଏବଂ ଭିଆଇପି ଲୋକର ଯିବା ଆସିବା ପାଇଁ ଏମାନଙ୍କ ପ୍ରୟୋଗ କରାଯାଇଥାଏ ।

ଆମେ ସବୁ ଜାଣିଥାଉ ଯେ ହେଲିକ୍ୟାପ୍ଟର ର କାପାସିଟି ଏବଂ ଉଡିବାର ର ବେଗ ଉଡାଜାହାଜ ଠାରୁ ବହୁତ କମ ହୋଇଥାଏ । ମାତ୍ର ଗୋଟିଏ ଜିନିଷ ହେଲିକ୍ୟାପ୍ଟର କୁ ଉଡାଜାହାଜ ଠାରୁ ଉତ୍ତମ ବନାଇଥାଏ । ତାହା ହେଉଛି ହେଲିକ୍ୟାପ୍ଟର କୌଣସି ମଧ୍ୟ ସ୍ଥାନରୁ ଉଡାଣ ଭରିପାରେ । କିନ୍ତୁ ଉଡାଜାହାଜକୁ ଉଡିବା ପାଇଁ ରନିଙ୍ଗ କରିବାକୁ ପଡିଥାଏ ।

ଦୁନିଆରେ ହେଲିକ୍ୟାପ୍ଟର ଅଲଗା ଅଲଗା ପ୍ରକାରର ହୋଇଥାଏ । କିଛି ଏଭଳି ବଡ ହୋଇଥାନ୍ତି ଯେ ସେ କୌଣସି ଭାରି ବସ୍ତୁ କୁ ମଧ୍ୟ ନିଜ ସହିତ ଉଡାଇ ନେଇ ଯାଇଥାନ୍ତି ମାତ୍ର କିଛି ହେଲିକ୍ୟାପ୍ଟର ଏତେ ଛୋଟ ହୋଇଥାନ୍ତି ଯେଉଁଥିରେ ଦୁଇରୁ ଚାରି ଲୋକ ବସିପାରନ୍ତି । ଏଥିରେ ଦୁଇଟି ଟାଙ୍କି ରହିଥାଏ ଗୋଟିଏ 120 ଲିଟର ହୋଇଥାଏ ସେହିଭଳି ଅନ୍ୟଟି 70 ଲିଟର ହୋଇଥାଏ ।

ହେଲିକ୍ୟାପ୍ଟର ଖାଲିହେବା ପରେ ତାହାର ଓଜନ ୬୫୭ କିଗ୍ରା ହୋଇଥାଏ । ଏଥିରେ ଅନ୍ୟ ଜରୁରୀ ଜିନିଷ ବୋହି ନେଇଯାଉଥିଲେ ଏହାର ସମୁଦାୟ ଓଜନ ୧୧୩୪ କେଜି ହୋଇଥାଏ ।ଏହା ଏକ ଘଣ୍ଟାରେ ୫୦ ଲିଟରରୁ ୬୦ ଲିଟର ଫିଉଲ ର ଆବଶ୍ୟକତା କରିଥାଏ । ଏହା ସହିତ ଏକମିଲ ପର୍ଯ୍ୟନ୍ତ ଉଠିବା ପାଇଁ ଏଥିରେ ଏକ ଗ୍ୟାଲେନ ଫିୟୁଲ ର ଆବଶ୍ୟକତା ହୋଇଥାଏ ।

ହେଲିକ୍ୟାପ୍ଟର ଏକ ଲିଟର ଫିୟୁଲରେ ୩ ରୁ ୪ କିମି ପର୍ଯ୍ୟନ୍ତ ଉଡିପାରେ । ଏଥିରୁ ଆପଣ ଅନ୍ଦାଜା ଲଗାଇପାରିବେ ଯେ ହେଲିକ୍ୟାପ୍ଟର ର ଆଭରେଜ କେତେ ହୋଇଥାଏ ? ଏହାର ଆଭରେଜ ସାଇଜ ଉପରେ ମଧ୍ୟ ଡିପେଣ୍ଡ କରିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *