ACF Soumyaranjan ଡେଥ ମିଷ୍ଟ୍ରି: ହଠାତ ମୁହଁ ଖୋଲିଲେ ସୌମ୍ୟଙ୍କ ସାନ ଭାଇ, କହିଲେ କିଛି ଏମିତି…ଶୁଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଦଶଦିନ ରୁ ଅଧିକ ଦିନ ହେବ ଚର୍ଚ୍ଚା ରେ ରହୁଥିବା ନ୍ୟୁଜ ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ ।

ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ହେବା ସହ ଅନେକ କିଛି ତଥ୍ୟ ମଧ୍ୟ ଦେଖିବାକୁ ମିଳିଛି । ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ବିଦ୍ୟା ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ।

ତେବେ ଏହି ସବୁ ଭିତରେ ବର୍ତ୍ତମାନ ସୌମ୍ୟ ଙ୍କ ଦଶାହ କାମ ଏବଂ ଶୁଦ୍ଧି କ୍ରିୟା ଶେଷ ହୋଇ ସାରିଲାଣି ଏବଂ ଏହି ସମୟରେ ମିଡ଼ିଆ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି ସୌମ୍ୟ ଙ୍କ ମାମୁଁ ପୁଅ ଭାଇ ପ୍ରିୟବତ ପଣ୍ଡା । ତେବେ ତାଙ୍କୁ ଯେତେବେଳେ ପୋଲିସ ପାଇଥିବା ଜଳା କବାଟ ଏବଂ ମସାରି କଥା ପଚରା ଗଲା ତେବେ ସେ କହିଥିଲେ କି ହୁଏତ ରୋଷେଇ ଘରରୁ କିଛି ଜଳା ଅଂଶ ମିଳିଥାଇ ପାରେ ଏବଂ ତାହା ମସାରି ନୁହେଁ ସ୍କାଏଲାଇଟ ରେ ଲଗାହୋଇଥିବା ଜାଲି ତେବେ ଯେଉଁ ଦିନ ଆମେ ଯାଇ ଦେଖିଥିଲୁ ସେଠାରେ କିଛି ବି ନଥିଲା ଏବେ କିପରି ଆସୁଛି ।

ଏହା ଛଡା ସୌମ୍ଯଙ୍କ ସାନ ଭାଇ କହିଛନ୍ତି କି ଚିଠି ରୁ ସ୍ପଷ୍ଟ ଜଣା ପଡୁଛି କି ବିଦ୍ୟା ସୌମ୍ୟ ଙ୍କୁ କେତେ ଘୃଣା କରୁଥିଲେ ଏବଂ ଛାଡ଼ ପତ୍ର ମଧ୍ୟ ଚାହୁଁଥିଲେ ଏବଂ ସେ ମିଡ଼ିଆ ଆଗରେ ସୌମ୍ୟ ଙ୍କୁ ବହୁତ ଭଲ ପାଏ ବୋଲି କହୁଛନ୍ତି କିନ୍ତୁ ଚୁଡ଼ି ଏବଂ ନେଲପଲିସ ବଦଳାଇବା ଏବଂ ଦଶ କର୍ମ ରେ ମଧ୍ୟ ଯୋଗ ନ ଦେବା ଏହା ସବୁ ପ୍ରମାଣିତ କରିଦେଉଛି କି ସେ ସୌମ୍ୟ ଙ୍କ ପାଇଁ କେତେ ଚିନ୍ତିତ ।

ଏହା ଛଡା ପୋଲିସ ତାଙ୍କ ଘରେ କଣ ପାଇଁ ପଚରାଉଚରା କରିଛି ଏହା ଦ୍ୱାରା ପୋଲିସ ଉପରେ ମଧ୍ୟ ଆଙ୍ଗୁଠି ଉଠୁଛି ହୁଏତ ଏହି କେଶ କୁ ବାଟବଣା କରିବା ପାଇଁ ଉପାୟ ଭାବୁଛନ୍ତି ।ତେବେ ଶେଷ ରେ ପ୍ରିୟବ୍ରତ ନିଜ ବଡ଼ ଭାଇ ସୌମ୍ୟ ଙ୍କୁ ଅତି ଶୀଘ୍ର ନ୍ୟାୟ ମିଳୁ ବୋଲି କହିଛନ୍ତି । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *