ହଠାତ ପଡିଆ ମଝିରେ ଭିଡ ଭିତରେ ବାଇଆ ହେଇଗଲା ହାତୀ, କରିଲା ଏମିତି କାମ…ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆଜି କାଲି ଦୁନିଆରେ ବହୁତ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଘ-ଟୁ-ଛି । ଏହି ଡିଜିଟାଲ ଦୁନିଆରେ ଏହି ସବୁ ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଲୋକମାନେ ଘରେ ବସି ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଭା-ଇ-ରା-ଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଦଶହରା ଉତ୍ସବ ପାଇଁ ଦୁଇଟି ହାତୀଙ୍କୁ ଅଣା ଯାଇଛି । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି କର୍ଣ୍ଣାଟକ ରାଜ୍ୟରେ ଘଟିଛି ।

ଦଶହରା ଉତ୍ସବ ପାଳନ ହେତୁ ଦୁଇଟି ହାତୀଙ୍କୁ ସଜାଇ ଅଣା ଯାଇଛି । ଜନଗହଳି ସ୍ଥାନରେ ଦୁଇଟି ହାତୀ ଲୋକ ମାନଙ୍କ ମଝିରେ ଅଛନ୍ତି । ହେଲେ ସେଥିମଧ୍ୟରୁ ଗୋଟିଏ ହାତୀ ହଠାତ ବିଚଳିତ ହୋଇ ପାଖରେ ଥିବା ଲୋକ ମାନଙ୍କ ଆଡକୁ ମା-ଡି ଯାଉଛି । ସେଠାରେ ଥିବା ଲୋକ ମାନେ ହାତୀକୁ ଦେଖି ଦୂରେଇ ଯାଉଛନ୍ତି । ସେହି ସମୟରେ ବନ ବିଭାଗ କର୍ମଚାରୀ ଓ ହାତୀ ମାଲିକ ହାତୀକୁ ନିଜ କାବୁରେ ଆଣୁଛନ୍ତି ଓ ହାତୀକୁ ନେଇ ଏକ ଖୋଲା ସ୍ଥାନକୁ ଯାଉଛନ୍ତି ।

ମାତ୍ର କିଛି ସମୟ ପାଇଁ ହାତୀଟି ବିଚଳିତ ହୋଇଥିଲା ଯଦି ଅଧିକ ସମୟ ପାଇଁ ହୋଇଥାନ୍ତା ତା ହେଲେ ବୋଧେ ଏକ ବଡ ଦୁ-ର୍ଘ-ଟ-ଣା ଘ-ଟି-ଥା-ନ୍ତା । ଭା-ଇ-ରା-ଲ ହେଉଥିବା ଭିଡିଓରେ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *