Jyotish Shastra- କଣ ଆପଣଙ୍କ ହାତ ପାପୁଲିରେ ବି ଅଛି ‘M’ ଚିହ୍ନ, ତ ନିଶ୍ଚୟ ପଢନ୍ତୁ ଏହି ଖବର

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଆମ ଶରୀରରେ ଏପରି କିଛି ଚିହ୍ନ ରହିଥାଏ ଯାହା ଆମ ପାଇଁ ବହୁତ ଶୁଭ ହୋଇଥାଏ । ଏହି ସମସ୍ତ ଚିହ୍ନ ପାଇଁ ଆମ ଭାଗ୍ୟ ବଦଳି ଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଚିହ୍ନ ବିଷୟରେ କହିବାକୁ ଯାଉଛୁ ଯାହା ମଣିଷର ଭାଗ୍ୟ ବଦଳାଇ ଦେଇଥାଏ ।

ବନ୍ଧୁଗଣ ଯେଉଁ ଲୋକ ମାନଙ୍କ ହାତ ପାପୁଲିରେ ‘M’ର ଚିହ୍ନ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଏମାନେ ଚାହିଁଲେ ସମସ୍ତ କ୍ଷେତ୍ରରେ ସଫଳତା ପାଇପାରିବେ ହେଲେ ଏମାନେ ନିଜର କିଛି ଭୁଲ ପାଇଁ ସଫଳତା ପାଇପାରନ୍ତି ନାହଁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣଙ୍କ ହାତରେ ଏହି ‘M’ ଚିହ୍ନ ଅଛି ତା ହେଲେ ଆପଣ ମଧ୍ୟ ଏହି ସବୁ ଭୁଲ କରନ୍ତୁ ନାହିଁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଭୁଲ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯେଉଁ ମାନଙ୍କ ହାତ ପାପୁଲିରେ ଏହି ‘M’ ଚିହ୍ନ ଥାଏ ସେମାନଙ୍କ ପ୍ରଥମ ଭୁଲ ହେଉଛି ସେମାନେ କିଛି ମାତ୍ରାରେ ଆଳସ୍ୟ ସ୍ଵଭାବର ହୋଇଥାନ୍ତି । ଅଧିକ କଷ୍ଟକର କାମ କରିବା ପାଇଁ ଏହି ମଣିଷ ମାନେ ପସନ୍ଦ କରିନଥାନ୍ତି । ଯଦି ବନ୍ଧୁଗଣ ଆପଣଙ୍କୁ ଯେତେ କଷ୍ଟ ପଡିଲେ ମଧ୍ୟ ଆପଣ ସେହି କାମକୁ ପୂରଣ କରିବେ ତା ହେଲେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ । ତେଣୁ ଆପଣ ମାନେ ନିଜର ଏହି ଭୁଲକୁ ଧ୍ୟାନରେ ରଖନ୍ତୁ ।

୨. ବନ୍ଧୁଗଣ ଏହି ଚିହ୍ନ ଥିବା ମଣିଷ ମାନଙ୍କ ପାଖରେ ବହୁତ କମ ସାଙ୍ଗ ଥାନ୍ତି । ତେଣୁ ଏମାନେ ନିଜ କାମ ପାଇଁ ନିଜ ସାଙ୍ଗ ମାନଙ୍କର ସହାୟତା ନେଇ ପାରିନଥାନ୍ତି । ଯଦି ଏମାନେ ନିଜର ଏକ କାମକୁ ପୂରଣ କରିବାକୁ ଚାହିଁଥାନ୍ତି ତା ହେଲେ ଏମାନଙ୍କୁଆ ୧୦ ଦିନ ବଦଳରେ ୨୦ ଦିନ ଲାଗିଯାଏ । ଯଦି ଏମାନଙ୍କର ସାଙ୍ଗ ଅଧିକ ଥାନ୍ତେ ତା ହେଲେ ଏମାନେ ନିଜ ସାଙ୍ଗ ମାନଙ୍କ ସହାୟତାରେ ସେହି କାମକୁ ବହୁତ କମ ଦିନରେ ଶେଷ କରିପାରନ୍ତେ । ତେଣୁ ବନ୍ଧୁଗଣ ଆପଣ ମାନେ ଅଧିକ ରୁ ଅଧିକ ସାଙ୍ଗ ବନେଇବା ପାଇଁ ଚେଷ୍ଟା କରନ୍ତୁ ।

୩. ବନ୍ଧୁଗଣ ଏମାନଙ୍କର ଶେଷ ଭୁଲ ହେଉଛି ଏମାନେ କୌଣସି କାମରେ ନିଜର ଧର୍ଜ୍ୟ ରଖିନଥାନ୍ତି । ଯଦି ଏମାନଙ୍କୁ ଟଙ୍କାର ଆବଶ୍ୟକତା ରହିଛି ତା ହେଲେ ଏମାନେ ଟଙ୍କା କମାଇବା ପାଇଁ ବହୁତ ବ୍ୟସ୍ତ ହୋଇଯାଇଥାନ୍ତି ହେଲେ ଯଦି ଏମାନଙ୍କ ପାଖକୁ ଟଙ୍କା ନଆସିବ ତା ହେଲେ ଏମାନେ ସଂପୂର୍ଣ୍ଣ ଭାଙ୍ଗି ପଡିଥାନ୍ତି । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ନିଜ ଜୀବନରେ ଧର୍ଜ୍ୟର ସହ ସମସ୍ତ କାମ କରିବା ଉଚିତ । କାରଣ ସଫଳତା ପାଇବାକୁ ହେଲେ କଷ୍ଟ ଓ ସଂଘର୍ଷ କରିବା ସହିତ ଅପେକ୍ଷା ମଧ୍ୟ କରିବାକୁ ପଡିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *