ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ରାମାୟଣ ସମ୍ବନ୍ଧିତ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ରାମାୟଣ ବିଷୟରେ ସମସ୍ତେ ଜାଣିଛନ୍ତି କିନ୍ତୁ କିଛି ପ୍ରଶ୍ନ ଏଭଳି ଅଛି ଯାହାର ଉତ୍ତର ସମସ୍ତଙ୍କୁ ଜଣା ନଥିବ । ତେବେ ଆସନ୍ତୁ ଜଣାଇନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
୧;- ଅଭିମନ୍ୟୁ କାହାର ପୁତ୍ର ?
ଉତ୍ତର;- ସୁଭଦ୍ରା ।
୨;- ବିଶ୍ଵାବସୁ ଙ୍କ କନ୍ୟା କିଏ ?
ଉତ୍ତର;- ଲଳିତା ।
୩;- ଜଗନ୍ନାଥ ଓ ବଳଭଦ୍ରଙ୍କୁ କାଞ୍ଚି ଅଭିଯାନ ବେଳେ କିଏ ଦହି ପିଆଇ ଥିଲେ ?
ଉତ୍ତର;- ମାଣିକ ।
୪;- କେଉଁ ରୁଷି ବଙ୍କେଇ ବଙ୍କେଇ ଚାଲନ୍ତି ?
ଉତ୍ତର;- ଅଷ୍ଟବକ୍ର ।
୫;- ମହାଭାରତ ଅନୁସାରେ ପିତାମହ ଭୀଷ୍ମ ନିମ୍ନ ଲିଖିତ ମଧ୍ୟରୁ କାହା ପୁତ୍ର ଥିଲେ ?
ଉତ୍ତର;- ଗଙ୍ଗା ।
୬;- ଅଙ୍ଗରାଜ କର୍ଣ୍ଣ ଙ୍କ ପାଳିତ ମାତାଙ୍କ ନାମ କଣ ?
ଉତ୍ତର;- ରାଧା ।
୭;- ଦୁର୍ଜ୍ୟୋଧନଙ୍କ ମାମୁଁ ଶକୁନି ଙ୍କ ରାଜ୍ୟର ନାମ କଣ ଥିଲା ?
ଉତ୍ତର;- ଗାନ୍ଧାର ।
୮;- ହନୁମାନ ଙ୍କ ପତ୍ନୀ ଙ୍କ ନାମ କଣ ?
ଉତ୍ତର;- ସୁର୍ଭଚାଲା ।
୯;- ମାତା ସୀତା କେଉଁ ଦେଶରେ ଜନ୍ମ ହେଇଥିଲେ ?
ଉତ୍ତର;- ନେପାଳ ।
୧୦;- ହନୁମାନଙ୍କୁ କିଏ ଗଦା ପ୍ରଦାନ କରିଥିଲେ ?
ଉତ୍ତର;- କୁବେର ।
୧୧;- କେଉଁ ଠାକୁର ଘର ଜୋଇଁଆ ଅଟନ୍ତି ?
ଉତ୍ତର;- ଶଙ୍କର ।
୧୨;- ଦେବତା ମାନଙ୍କର ଇଞ୍ଜିନିୟର କିଏ ?
ଉତ୍ତର;- ବିଶ୍ଵକର୍ମା ।
୧୩;- ଦେବତା ମାନଙ୍କର ଡାକ୍ତର କିଏ ?
ଉତ୍ତର;- ଅଶ୍ଵିନୀ କୁମାର ।
୧୪;- ପୃଥିବୀର ବଡ ଧର୍ମଗ୍ରନ୍ଥର ନାମ କଣ ?
ଉତ୍ତର;- ମହାଭାରତ ।
୧୫;- ପଶୁପତି କେଉଁ ଦେବତାଙ୍କୁ କୁହାଯାଏ ?
ଉତ୍ତର;- ମହାଦେବ ।
୧୬;- କେଉଁ ରୁଷିଙ୍କ ଅସ୍ତିରୁ ବିଜୁଳି ତିଆରି ?
ଉତ୍ତର;- ଦଧିଚି ।
୧୭;- ରାବଣ ପୁଷ୍ପକ ବିମାନ କେଉଁଠାରୁ ପାଇଥିଲା ?
ଉତ୍ତର;- କୁବେରଙ୍କୁ ଯୁଦ୍ଧରେ ପରାସ୍ତ କରି ।
୧୮;- ରାବଣର ମାତାଙ୍କ ନାମ କଣ ?
ଉତ୍ତର;- ନିକଶା ।
୧୯;- ରାବଣ ଅନ୍ତିମ ସଂସ୍କାର କିଏ କରିଥିଲେ ?
ଉତ୍ତର;- ବିଭୀଷଣ ।
୨୦;- କେଉଁ ଦିନଟିରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣଙ୍କୁ ପରାସ୍ତ କରି ରାବଣଠାରୁ ବିଜୟ ଲାଭ କରିଥିଲେ ?
ଉତ୍ତର;- ଦଶମୀ ।
୨୧;- ଲଙ୍କା କାହାଦ୍ୱାରା ନିର୍ମାଣ କରାଯାଇଥିଲା ?
ଉତ୍ତର;- ବିଶ୍ଵକର୍ମା ।
୨୨;- ରାଜା ଦଶରଥଙ୍କର ତିନି ରାଣୀ ଗର୍ଭବତୀ ହେବା ପାଇଁ କଣ ଖାଇଥିଲେ ?
ଉତ୍ତର;- ଚରୁଅନ୍ନ ।
୨୩;- ରାବଣ ର ସମୁଦାୟ କେତୋଟି ବାହୁ ଅଟେ ?
ଉତ୍ତର;- ୨୦ ।
୨୪;- ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମ ହେବା ପୂର୍ବରୁ କେତେ ମାସ ପର୍ଯ୍ୟନ୍ତ ମାତାଙ୍କ ଗର୍ଭରେ ଥିଲେ ?
ଉତ୍ତର;- ୧୨ ମାସ ।
୨୫;- ଲବଣାସୁର କୁ କିଏ ବଦ୍ଧ କରିଥିଲେ ?
ଉତ୍ତର;- ଶତୃଘ୍ନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।