4 ଫେରା ପରେ ବାଥରୁମ ବାଥରୁମ ଗଲା କନିଆଁ, ଆଉ ତା’ପରେ ଯାହା ହେଲା ଦେଖି ସମସ୍ତଙ୍କ ହୋସ ଉଡିଗଲା !

୧;- ମୁଜଫର ନଗର ର ମହମ୍ମଦପୁର ଭୂମି ନିବାସ ରୁ ଦେବେନ୍ଦ୍ର ଙ୍କୁ ବିବାହ ନିମନ୍ତେ ଗୋଟିଏ ଜୀବନ ସାଥି ର ଆବଶ୍ୟକ ଥିଲା ଏଭଳି ଝିଅ ଯିଏ କି ତାଙ୍କର ଜୀବନ ସଂଗିନୀ ବନି ପାରିବ । ତାଙ୍କୁ ରୂପ ତଥା ଧନ ଦୌଲତ କାହାର ମୋହ ନଥିଲା । ମାତ୍ର ତାଙ୍କୁ ଝିଅ ମିଳୁ ନଥିଲେ । ଠିକ ସେତିକି ବେଳେ ତାଙ୍କ ସାଙ୍ଗ ପ୍ରଦୀପ ର ପ୍ରସ୍ତାବ ଆସିଲା ଯେ ଗୋଟିଏ ପରିବାର ଝିଅର ବିବାହ କରିବାକୁ ଚାହୁଁଛି । ମାତ୍ର ତାହା ବଦଳରେ ସେ କୌଣସି ଯୌତୁକ ଦେଇ ପାରିବେ ନାହିଁ ବରଂ ତାଙ୍କ ପରିବାର ଲୋକ ଙ୍କୁ ୧ ଲକ୍ଷ ଟଙ୍କା ଆବଶ୍ୟକ ।

ଦେବେନ୍ଦ୍ର ଯେତେବେଳେ ଝିଅ ଙ୍କ ଫଟୋ ଦେଖିଲେ ତଥା ତାଙ୍କ ଚାଲି ଚଳନ ସମ୍ବନ୍ଧରେ ଜାଣିଲେ ସେତେବେଳେ ସେ ତାଙ୍କୁ ନେଇ ଭାବୁକ ହୋଇଗଲେ । ଏବଂ ସେ କହିଲେ ଯେ ମୋତେ ଯାନିଯୌତୁକ ଆବଶ୍ୟକ ନାହିଁ । ମୋତେ ଏକ ଉତ୍ତମ ଜୀବନସାଥି ଆବଶ୍ୟକ । ଏହାପରେ ସେ ଏହି ପ୍ରସ୍ତାବ ନିମନ୍ତେ ହଁ କହିଦେଲେ । ଦେବେନ୍ଦ୍ର ଏକ ଲକ୍ଷ ଟଙ୍କା ଦେବା ନିମନ୍ତେ ରେଡି ଥିଲେ । ସବୁକିଛି ପ୍ରସ୍ତୁତ ହୋଇଗଲା ଏବଂ ବିବାହ ରବିବାର ଦିନକୁ ରଖାଗଲା ।

ବିବାହ କର୍ମ ଚାଲୁଥିବା ସମୟରେ କନ୍ୟା ବାଥରୁମ କୁ ଗଲା ଯେ ଆଉ ଫେରିଲାଣି ପଛରେ ଜଣା ପଡିଲା ଯେ ନଗଦ ଏକ ଲକ୍ଷ ଟଙ୍କା ଏବଂ ସବୁ ସୂନାଗହଣା ନେଇ ଫେରାର ହୋଇଯାଇଛି । ଏହାପରେ ଥାନାରେ ପୁଅ ର ଅଭିଯୋଗ କ୍ରମେ ଯେତେ ଖୋଜାଖୋଜି ଆରମ୍ଭ କରିଲେ ମଧ୍ୟ ଫେରାର ହୋଇଥିବା କନ୍ୟା ର କୌଣସି ସନ୍ଧାନ ମିଳିଲା ନାହିଁ ।

୨;- ଇନ୍ଦୋରରେ ପୋଲିସ ଲୁଟେରୀ କନ୍ୟା କୁ ଗିରଫ କରିଲା । ଉମେଶ ନାମକ ଯୁବକ ଲକ୍ଷ୍ମୀବାଇ ନାମକ ଝିଅ କୁ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ଏକ ୩ ବର୍ଷ ର ଝିଅ ଏବଂ ପୁଅ ଥିଲା । ବ୍ୟକ୍ତି ଜଣଙ୍କ ଅଭିଯୋଗ କରି କହିଲେ ଯେ ଝିଅ ଙ୍କର ମିଛ ବିବାହ କରାଇ ତାଙ୍କ ଠାରୁ ୬ ଲକ୍ଷ ଟଙ୍କା ର ମୋଟା ରାଶି ହଡପି ନେଇଥିଲେ ।

ମୁମ୍ବାଇରେ ସେ ଆଉ ଜଣଙ୍କୁ ବିବାହ କରିଥିଲେ ଏବଂ ତାଙ୍କୁ ସ୍ଵାମୀ ଏବଂ ପୁଅ ଆଗରୁ ରହିଛନ୍ତି । ଏହାପରେ ଉମେଶ ଙ୍କୁ ବିବାହ କରି ୨ ଟି ଝିଅ ର ମା’ ହେଲେ ମାତ୍ର ଏହାପରେ ୬ ଲକ୍ଷ ଟଙ୍କା ଆଉ ସୁନାଗହଣା ନେଇ ଫେରାର ହୋଇଗଲେ । ବର୍ତ୍ତମାନ ଉମେଶ ଅଭିଯୋଗ କରି ପୋଲିସ ଙ୍କୁ ଏହା ସୂଚନା ଦେଇଛନ୍ତି ଯେ ମହିଳା ଜଣଙ୍କ ତୃତୀୟ ବିବାହ ମଧ୍ୟ କରିସାରିଲେଣି । ଏହାପରେ ପୋଲିସ ଖବର ପାଇବା ପରେ ମହିଳା ଙ୍କୁ ଗିରଫ କରିଛି ।

୩;- ଏହି ଘଟଣା ଟି ହେଉଛି ମଧ୍ୟ ପ୍ରଦେଶ ର । ଏଠାରେ ଦୁଇ ଜଣ ଭଉଣୀ ଦୁଇ ଭାଇ ଙ୍କୁ ବିବାହ କରିଲେ । ଏହାପରେ ଉଭୟ ୩ ମାସ ପରେ ୮ ଲକ୍ଷ ଟଙ୍କା ର ଗହଣା ତଥା ୭ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲେ । ପୋଲିସ ଖୋଲତାଡ କରିବା ପରେ ଜଣା ପଡିଲା ଯେ ଗୋଟିଏ ଭଉଣୀ ର ପୂର୍ବରୁ ବିବାହ ହୋଇ ଗୋଟିଏ ପୁଅ ମଧ୍ୟ ରହିଅଛି । ବର୍ତ୍ତମାନ ସେମାନେ ଫରାର ଅଛନ୍ତି ଏବଂ ପୋଲିସ ତଦନ୍ତ ଜାରି ରଖିଛି ।

୪;- ଆଉ ଏକ ଘଟଣା ନାଶିକ ଜିଲ୍ଲା ର ଅଟେ । ଯୁବତୀ ଜଣଙ୍କ ସମୁଦାୟ ୪ ଟି ବିବାହ କରିଛନ୍ତି । ବିବାହ ର କିଛି ଦିନ ପରେ ଏହି ଯୁବତୀ ଜଣଙ୍କ ନିଜ ଶାଶୁ ଘରୁ ଫେରାର ହୋଇଯାଉଥିଲେ । ସ୍ଵାମୀ ଙ୍କର ଅଭିଯୋଗ କ୍ରମେ ପୋଲିସ ଏହି ଯୁବତୀ ଙ୍କ ସହିତ ତାଙ୍କ ମାତା ଙ୍କୁ ମଧ୍ୟ ଗିରଫ କରିଛି ।

Leave a Reply

Your email address will not be published. Required fields are marked *