ଗେଷ୍ଟ ହାଉସ ମାଲିକଙ୍କ ଭୟଙ୍କର ଖୁଲାସା, କହିଲେ ‘ପ୍ରକୃତି ମିଶ୍ର June ମାସରୁ 3 ଦିନ ପାଇଁ ଗେଷ୍ଟ ହାଉସ ବୁକ କରିଥିଲେ ଓ ତା ସହିତ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ ଏବଂ ପ୍ରକୃତି ଙ୍କ ମଧ୍ୟରେ କିଛି ସମ୍ପର୍କ ଅଛି ବୋଲି ସନ୍ଦେହ କରିଥିଲେ ବାବୁସାନଙ୍କ ସ୍ତ୍ରୀ । ତେବେ ବାବୁସାନ ୩ ବର୍ଷ ହେବ ନିଜ ପତ୍ନୀ ଙ୍କ ଠାରୁ ଦୂରେଇ ରହିଥିଲେ । ବର୍ତ୍ତମାନ ରାସ୍ତାରେ ବାବୁସାନ ଏବଂ ପ୍ରକୃତିଙ୍କୁ ଏହା ସହିତ କାରଭିତରେ ଦେଖି ବାବୁସାନଙ୍କ ପତ୍ନୀ ପ୍ରକୃତିକୁ ଧୂମ ମାଡ ମାରିବାକୁ ଲାଗିଥିଲେ । ଏହାକୁ ନେଇ ବର୍ତ୍ତମାନ ଆଉ ଏକ ଖୁଲାସା ହୋଇଅଛି ଯେ ପ୍ରକୃତି ମିଶ୍ର ୩ ଦିନ ପାଇଁ ହୋଟେଲ ବୁକ କରିଥିଲେ ।

ଗେଷ୍ଟହାଉସ ର ମାଲିକ କହିଅଛନ୍ତି ଯେ ପ୍ରକୃତି ମିଶ୍ର ଜୁନ ୩୧ ରୁ ଗେଷ୍ଟ ହାଉସ ବୁକ କରିଥିଲେ । ୩୧, ୧, ୨ ଏହି ତିନିଦିନ ନିମନ୍ତେ ବୁକ କରିଥିଲେ ରୁମ ବୋଲି କହିଛନ୍ତି ହୋଟେଲ ମାଲିକ । ସେ ଅଫ ଲାଇନ ରେ ବୁକ କରିଥିଲେ ଏବଂ ତାଙ୍କର କ’ଣ କାମ ଥିଲା ଯାହାକି ସେ ଆସି ତାଙ୍କ ଜିନିଷପତ୍ରକୁ ନେଇଯାଇଥିଲେ । ଏହାପରେ ବାହାରେ ତାଙ୍କର କ’ଣ ଝଗଡା ହୋଇଛି ସେ ସଠିକ ଭାବରେ ଜାଣିନାହାଁନ୍ତି ବୋଲି କହିଛନ୍ତି ।

ମାତ୍ର ଏତିକି ସେ ଜାଣିଛନ୍ତି ଆଉ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି ହୋଟେଲ ମାଲିକ । ମାତ୍ର ବାବୁସାନଙ୍କୁ ସେ ଦେଖି ନାହାଁନ୍ତି । ବାବୁସାନ ହୁଏତ ବାହାରେ ଆସି ରହିପାରନ୍ତି । ମାତ୍ର ସେ ଆଦୌ ତାଙ୍କୁ ଦେଖିନାହାଁନ୍ତି । ଏହା ସହିତ ସେ କହିଛନ୍ତି ଯେ ଯିଏ ରୁମ ବୁକ କରିଥିବ ସେ ଆସିବ ନା ଅନ୍ୟ ଲୋକ କେମିତି ଆସିବ ?

ଏବଂ ସେହି ହୋଟେଲ ମାଲିକଙ୍କ ନାମ ସୁରେଶ କୁମାର ପାତ୍ର ଅଟେ ବୋଲି କହିଛନ୍ତି ସେ । ତେବେ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ଗେଷ୍ଟ ହାଉସ ମାଲିକ । ଏବଂ ସେ ଏହି ଝଗଡା ସମ୍ବନ୍ଧରେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି । ବାବୁସାନ ଏବଂ ପ୍ରକୃତି ଙ୍କ ମଧ୍ୟରେ କି ସମ୍ପର୍କ ଅଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଉଭୟଙ୍କ ଫ୍ୟାନ୍ସମାନେ ନାନା ପ୍ରକାରର କଥା କହିବାରେ ଲାଗିଛନ୍ତି ।

କେହି କେହି ବାବୁସାନ ଙ୍କ ସ୍ତ୍ରୀ ଉଭୟଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି ବୋଲି କହିଛନ୍ତି । ତେବେ ପ୍ରକୃତି ମିଶ୍ର ଙ୍କ ସହିତ ହୋଟେଲରେ ରହୁଥିଲେ କି ବାବୁସାନ ? ଏହା ବର୍ତ୍ତମାନ ହୋଟେଲ ମାଲିକ କିଛି ସ୍ପଷ୍ଟ କରିନାହାଁନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *