‘ସେ ଓ ତାଙ୍କ ବାପା 8-9 ଟା ଗୁଣ୍ଡା ନେଇକି ଆସିଥିଲେ, ମତେ ସେମାନେ…’ ମୁହଁ ଖୋଲିଲେ Prakruti Mishra, କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ପ୍ରକୃତି ଏବଂ ବାବୁସାନଙ୍କୁ ଏକାଠି କାର ଭିତରେ ଦେଖି ବାବୁସାନଙ୍କ ସ୍ତ୍ରୀ ତୃପ୍ତି ପ୍ରକୃତିକୁ ମାଡ ମାରିବା ସହିତ ଚୁଟି ଝିଙ୍କିଥିଲେ । ତେବେ ଏହି ଘଟଣା ସମ୍ବନ୍ଧରେ ବାବୁସାନ କହିଛନ୍ତି ଯେ ବନ୍ଧୁଟିଏ ବନ୍ଧୁ ଙ୍କ ସହିତ ଦେଖା କରିବା ନିମନ୍ତେ ଯାଇଥିଲା ଏବଂ ବର୍ତ୍ତମାନ ମି-ଡି-ଆ ମାଧ୍ୟମରେ ନିଜ ମୁହଁ ଖୋଲିଛନ୍ତି ପ୍ରକୃତି । ସେ କହିଛନ୍ତି ଯେ ମୁଁ ଆଊ ମୋ କୋଷ୍ଟାର ବାବୁସାନ ଏକ ନୂଆ ଚଳଚିତ୍ରର ଆନାଉସମେଣ୍ଟ କରିବାକୁ ଯାଇଥିଲୁ ।

ଏବଂ ସେହି ଭିତରେ ଯେତେବେଳେ ବହୁତ ଜୋରରେ ବର୍ଷା ହେଉଥିଲା  ବାବୁସାନ ସେତେବେଳେ କହିଥିଲେ ଯେ ମୁଁ ତୁମକୁ ପିକ କରିଦେଉଛି । ଯେହେତୁ ଏକା ସହିତ ଯିବାର ଥିଲା ଏଣୁ ବାହାରିଥିଲୁ । ମାତ୍ର ତା’ ଭିତରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ବାପା ଏବଂ ୮ ରୁ ୯ ଟି ଗୁଣ୍ଡା ନେଇ ଆସିଥିଲେ । ଏବଂ ଏହାପରେ ଗାଡି ଭିତରେ ପଶି ବାବୁସାନଙ୍କୁ ବହୁତ ଟର୍ଚର କରିଲେ ।

ତାଙ୍କ ସାର୍ଟ କୁ ଝିଙ୍କି ଏବଂ ପ୍ରକୃତି ବାରମ୍ବାର କହୁଥାନ୍ତି ଯେ କଥା ହୁଅ ମୋ ସାଙ୍ଗରେ କଣ ହେଇଛି କୁହ ? କିନ୍ତୁ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ତୃପ୍ତି । ଏହା ମଧ୍ୟରେ ପ୍ରକୃତି ଙ୍କୁ ବହୁତ ଫିଜିକାଲି ହଇରାଣ କରିଛନ୍ତି ବୋଲି ସେ କହିଛନ୍ତି । ତାଙ୍କର ମାନସିକତା ବର୍ତ୍ତମାନ ସ୍ଥିର ନାହିଁ ବୋଲି ସେ କହିଛନ୍ତି । ଏହା ଆଜି ସକାଳର ଘଟଣା । ଯେତେବେଳେ ପ୍ରକୃତି ଏବଂ ବାବୁସାନ ଫ୍ଲାଇଟରେ ଯିବା ନିମନ୍ତେ କାରରେ ବସିଥିଲେ ।

ମାତ୍ର ପ୍ରକୃତି ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ସାହାର୍ଯ୍ୟ ମାଗିଥିଲେ କିନ୍ତୁ କେହି ମଧ୍ୟ ସାହାର୍ଯ୍ୟ କରି ନଥିଲେ । ଓଲଟା ତାଙ୍କ ସହିତ ସେଲଫି ଉଠାଇବାରେ ବ୍ୟସ୍ତ ଥିଲେ । ବାବୁସାନଙ୍କ ଦେହରେ ବହୁତ ଦାଗ ହୋଇଯାଇଅଛି କାରଣ ତାଙ୍କ ଧର୍ମପତ୍ନୀ ବହୁତ ଟଣାଓଟରା କରିଥିବାର ସୂଚନା ଦେଇଛନ୍ତି ପ୍ରକୃତି । ବହୁତ ଗୁଣ୍ଡା ଥିଲେ ଏଥି ନିମନ୍ତେ ବାହାରିବା ପାଇଁ ସେଠାରୁ ଉଭୟ ଚେଷ୍ଟା କରିଥିଲେ ।

ପ୍ରକୃତି ଏହା କହିଛନ୍ତି ଯେ ସେ କାହାକୁ ଛାଡିବେ ନାହିଁ, ନିଶ୍ଚିତ ଭାବରେ ଲିଗାଲ ହେଲ୍ପ ନେବେ । ଏହା ସହିତ ନିଶ୍ଚିତ ଭାବରେ ମାନହାନୀର କେସ କରିବେ ବୋଲି କହିଛନ୍ତି ପ୍ରକୃତି । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଗୋଟିଏ ପୁଅ ଗୋଟିଏ ଝିଅ ସହିତ ସାଙ୍ଗ ହେବା ଭୁଲ ତେବେ କ’ଣ କହିବେ ବୋଲି କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *