Interesting Gk Questions- ଗୁଡ କୁ ଇଂରାଜୀ ରେ କଣ କୁହନ୍ତି ? କଣ ଆପଣ ଜାଣନ୍ତି …

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ 1 – ଦୁନିଆର କେଉଁ ବ୍ୟକ୍ତିଙ୍କ ୩୯ଟି ସ୍ତ୍ରୀ ଓ ୯୪ଟି ସନ୍ତାନ ଥିଲା ?

ଉତ୍ତର – ଜିୟୋନା ଚାନା

ପ୍ରଶ୍ନ 2- ପୁରା ଦୁନିଆରେ ସବୁଠୁ ଅଧିକ ଚିନି କେଉଁ ଦେଶର ଲୋକ ଖାଆନ୍ତି ?

ଉତ୍ତର – କ୍ୟୁବାର ଲୋକମାନେ

ପ୍ରଶ୍ନ 3:- କେଉଁ ଗ୍ରହ କୁ ଲାଲ୍ ଗ୍ରହ କୁହା ଯାଇଥାଏ?

ଉତ୍ତର:- ମଙ୍ଗଳ ଗ୍ରହ କୁ ଲାଲ୍ ଗ୍ରହ କୁହା ଯାଏ ।

ପ୍ରଶ୍ନ 4 – ଭାରତରେ ସବୁଠୁ ବଡ ସରକାରୀ ଚାକିରିର ନାମ କଣ ?

ଉତ୍ତର- ଆଇଏଏସ ଚାକିରି

ପ୍ରଶ୍ନ 5 – ମନୁଷ୍ୟ ଶରୀରର ତାହା କେଉଁ ଅଙ୍ଗ ଅଟେ ଯାହା ଜନ୍ମ ଠାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଏକ ସମାନ ରହିଥାଏ ମାନେ କେବେ ବି ବଢିନଥାଏ ।

ଉତ୍ତର- ଆଖି

ପ୍ରଶ୍ନ 6 – କାହାକୁ ଲୋକମାନେ ଅନ୍ଧାରରେ ହିଁ ଖୋଜନ୍ତି ?

ଉତ୍ତର – ଆଲୋକ

ପ୍ରଶ୍ନ 7– ସରକାରୀ ଚାକିରୀ ପାଇବା ପାଇଁ ସର୍ବ ପ୍ରଥମେ କେଉଁ ଦେଶ ପରୀକ୍ଷା ଆରମ୍ଭ କରିଥିଲା ?

ଉତ୍ତର – ଚୀନ

ପ୍ରଶ୍ନ 8- ତାହା କେଉଁ ପ୍ରାଣୀ ଅଟେ ଯିଏ ଆଖି ବନ୍ଦ କଲେ ମଧ୍ୟ ଦେଖିପାରେ ?

ଉତ୍ତର – ଓଟ

ପ୍ରଶ୍ନ 9 – ଏମିତି କେଉଁ କାମ କରିବା ଦ୍ଵାରା ଝିଅମାନେ କୁଆଁରୀ ରୁହନ୍ତି ନାହିଁ ?

ଉତ୍ତର – ବାହାଘର ପରେ ଝିଅମାନେ କୁଆଁରୀ ରୁହନ୍ତି ନାହିଁ ।

ପ୍ରଶ୍ନ 10 – ଦୁନିଆର ସବୁଠୁ ଅଧିକ ଦରମା କାହାକୁ ମିଳିଥାଏ ?

ଉତ୍ତର – ଆମେରିକାରେ ରାଷ୍ଟ୍ରପତି

ପ୍ରଶ୍ନ 11 – ପୁରା ପୃଥିବୀରେ ସବୁଠୁ ଅଧିକ କେଉଁ ଗ୍ୟାସ ମିଳେ ?

ଉତ୍ତର – Oxygen gas

ପ୍ରଶ୍ନ 12 – ଗୁଡକୁ ଇଂରାଜୀ ରେ କଣ କୁହନ୍ତି ?

ଉତ୍ତର – Jaggery/ Molasses

ପ୍ରଶ୍ନ 13 – ବିଶ୍ୱରେ ସବୁଠୁ ବେଶୀ ପଶୁ କେଉଁଠି ଦେଖାଯାଇ ଥାଏ?

ଉତ୍ତର:- ଭାରତ ଦେଶରେ ସବୁଠୁ ବେଶୀ ପଶୁ ଦେଖାଯାଏ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *