ସାଉଥ ର ଏହି 3 ଜଣ Super Star ଏକା ସହିତ ଗୋଟିଏ Actress ଙ୍କୁ ହିଁ କରୁଥିଲେ ପ୍ରେମ, କିନ୍ତୁ ମିଳିଲା ଧୋକା

ଆମେ ସମସ୍ତେ ସାଉଥ ଫିଲ୍ମ ଦେଖିବା ପାଇଁ ଖୁବ ପସନ୍ଦ କରିଥାଉ । ଏହି ସବୁ ଫିଲ୍ମ ରେ ଦମଦାର ଷ୍ଟୋରି ସହିତ ଦମଦାର ଆକ୍ସନ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ଛଡା ସାଉଥ ହୀରୋ ଙ୍କ କ୍ରେଜ ବି ବଲିଉଡ ଅଭିନେତାଙ୍କ ଠାରୁ କିଛି କମ ନୁହେଁ । ଏମାନେ ସବୁବେଳେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ଆମେ ଜାଣିଛୁ କି ସାଉଥ ଇଣ୍ଡଷ୍ଟ୍ରି ରେ କେବଳ ତିନି ଜଣ ଅଭିନେତା ମାନଙ୍କର ଯାଦୁ ଚାଲିଥାଏ । ସେମାନେ ହେଲେ ଅଲୁ ଅର୍ଜ୍ଜୁନ , ରବି ତେଜା ଓ ପ୍ରଭାସ ।

ଏମାନେ ନିଜର ଅଲଗା ଅଲଗା ଅଭିନୟ ପାଇଁ ଜଣାଯାନ୍ତି । କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଏମାନେ ଜଣଙ୍କୁ ହିଁ ପସନ୍ଦ କରୁଥିଲେ । ଏମାନେ ତାଙ୍କ ପଛରେ ପୁରା ଦିୱାନା ହୋଇ ଯାଇଥିଲେ । ଏମାନେ ସେହି ଅଭିନେତ୍ରୀଙ୍କୁ ହୃଦୟର ସହ ଭଲ ପାଉଥିଲେ । ଏମାନେ ତାଙ୍କ ସହ ବହୁତ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେହି ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଟ୍ଟୀ ।

ଅଲୁ ଅର୍ଜ୍ଜୁନ

ସାଉଥରେ ନିଜର ଦମଦାର ଅଭିନୟ କରି ନିଜର ଲୋକପ୍ରିୟତା କମେଇ ଥିବା ଅଭିନେତା ହେଉଛନ୍ତି ଅଲୁ ଅର୍ଜୁନ । ସେ ଅନୁଷ୍କା ସେଠୀଙ୍କୁ ବହୁତ ପସନ୍ଦ କରୁଥିଲେ । ସେ ଯେବେ ଠାରୁ ଅନୁଷ୍କାଙ୍କ ସହିତ ‘ଭେଦମ’ ଫିଲ୍ମରେ କାମ କରୁଥିଲେ , ସେ ଅନୁଷ୍କାଙ୍କୁ ବହୁତ ପସନ୍ଦ କରୁଥିଲେ । ସେ ତାଙ୍କ ସହିତ କାମ କରିବାବେଳେ, ସେ ଜାଣିଥିଲେ କି ସେ ହୃଦୟରେ କେତେ ଭଲ ଅଟନ୍ତି । ସେବେ ଠାରୁ ସେ ତାଙ୍କୁ ବହୁତ ପସନ୍ଦ କରୁଥିଲେ ।

ରବି ତେଜା

ରବି ତେଜା ମଧ୍ୟ ଅନୁଷ୍କା ସେଠୀଙ୍କୁ ବହୁତ ପସନ୍ଦ କରିଥାନ୍ତି । ସେ ତାଙ୍କ ସୁନ୍ଦରତା ବ୍ୟତୀତ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥାନ୍ତି । ସେ ତାଙ୍କ ସହିତ ପ୍ରଥମ ଫିଲ୍ମରେ କାମ କରିବା ପରେ , ଜାଣିଥିଲେ କି ସେ କେତେ ଖୋଲା ହୃଦୟର ଅଭିନେତ୍ରୀ । ସେ ବହୁତ କଷ୍ଟ ଅଭିନୟକୁ ବହୁତ ସହଜରେ ପରଦାକୁ ଆଣିଥାନ୍ତି । ଏହା ଦେଖି ରବି ତେଜା ତାଙ୍କୁ ବହୁତ ପସନ୍ଦ କରିଥିଲେ ଓ ତାଙ୍କ ସହିତ ସେ ଆହୁରି ଦୁଇଟି ଫିଲ୍ମ ମଧ୍ୟ କରିଥିଲେ ।

ପ୍ରଭାସ:

ପ୍ରଭାସ ସାଉଥ ଇଣ୍ଡଷ୍ଟ୍ରିରେ ଜଣେ ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି । ସେ ତାଙ୍କର ଲୋକ ପ୍ରିୟତା ପୂର୍ବରୁ ହାସଲ କରିଥିଲେ ମଧ୍ୟ , ସେ ବହୁବଳୀରେ ଅଧିକ ଲୋକପ୍ରିୟ ହୋଇଥଲେ । ପ୍ରଭାସ ଅନୁଷ୍କାଙ୍କୁ କେତେ ପସନ୍ଦ କରନ୍ତି ଏକଥା ସମସ୍ତେ ବହୁବଳୀ ଫିଲ୍ମରୁ ହିଁ ଜାଣିଥିବେ । ସେ ଅନୁଷ୍କାଙ୍କ ସହିତ କାମ କରିବାପରେ , ସେ ଅନୁଷ୍କାଙ୍କୁ ବହୁତ ଭଲ ପାଇ ବସିଥିଲେ ।

ସେ ତଙ୍କର ଅଭିନୟ ଓ ସୁନ୍ଦରତାକୁ ବହୁତ ପସନ୍ଦ କରିଥାନ୍ତି । ସେ ସେବେ ଠାରୁ ଆଜି ପର୍ଯ୍ୟନ୍ତ ଅନୁଷ୍କାଙ୍କ ସମ୍ପର୍କରେ ଅଛନ୍ତି । ସେ ତାଙ୍କୁ ହୃଦୟର ସହିତ ଭଲ ପାଆନ୍ତି । ସେ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଛନ୍ତି । କିଛି ଦିନ ପୂର୍ବେ ଏହି ଦୁଇ ଜଣଙ୍କ ବିବାହର ଚର୍ଚ୍ଚା ଖୁବ ଜୋର ଧରିଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *