Odia Jokes- କଞ୍ଜୁସ ଙ୍କର ହନିମୁନ, ମୁଁ ଏତେ କଞ୍ଜୁସ କି ଟଙ୍କା ବଞ୍ଚାଇବା ପାଇଁ ଏକୁଟିଆ ହିଁ ହନିମୁନ କୁ ଚାଲି ଆସିଛି, ମହାକଞ୍ଜୁସ ସାଙ୍ଗ- ଇଏ ତ କିଛି ବି ନୁହଁ…

ବନ୍ଧୁଗଣ ସମସ୍ତଙ୍କ ଜୀବନରେ ଖୁସିର ଆବଶ୍ୟକତା ରହିଥାଏ । ଯଦି କୌଣସି ଲୋକର ମନ ଖୁସି ଥାଏ, ତେବେ ସେ ନିଜର କାର୍ଯ୍ୟକୁ ବହୁତ ସହଜରେ କରିନିଏ, ହେଲେ ଯଦି କାହାର ମନରେ ଦୁଃଖ ବା ଚିନ୍ତା ରହିଥାଏ, ସେମାନେ ଠିକ ଭାବରେ ନିଜ କାର୍ଯ୍ୟକୁ ପୂର୍ଣ୍ଣ କରିପାରେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ଦ୍ଵାରା ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

Joke-1
ପୁରୁଷ ମାନେ ବିବାହ ପରେ ମଧ୍ୟ ବିଦ୍ୟାର୍ଥୀ ରୁହନ୍ତି
ସ୍ତ୍ରୀ କୁ ଲାଗେ କି ମା ଶିଖଉଛି
ଓ ମା କୁ ଲାଗେ ସ୍ତ୍ରୀ ଶିଖଉଛି

Joke-2

ପପୁ- ମଦ ପିଉ ପିଉ କାନ୍ଦିବାକୁ ଲାଗିଲା

ବଣ୍ଟି- ଆରେ କଣ ହେଲା, କାନ୍ଦୁଛୁ କାହିଁକି ?

ପପୁ- ସାଙ୍ଗ, ଯଉ ଝିଅକୁ ଭୁଲିବା ପାଇଁ ପିଉଥିଲି

ତାର ନାଁ ମନେ ପଡୁ ନାହିଁ …

Joke-3

ପପୁ ର ଟିଚର- ତୁ କେତେ ଗନ୍ଧ ଛାଡୁଛୁ,

କାଲି ମମି କୁ ଡାକି କି ଆଣିବୁ

ତା ପର ଦିନ ଟୀଚର ପପୁ ର ମମୀ କୁ- ନିଜ ପିଲାଙ୍କୁ ଭଲ ଭାବେ ଗାଧେଇ କି ପଠାଅ

ପପୁ ର ମା- ଆପଣ ପିଲାଙ୍କୁ ପଢାନ୍ତୁ,

ତାଙ୍କୁ ଶୁଙ୍ଘନ୍ତୁ ନାହିଁ

Joke-4

କଞ୍ଜୁସ ଙ୍କର ହନିମୁନ

ମୁଁ ଏତେ କଞ୍ଜୁସ କି ମୁଁ ବାହାଘର ପରେ ଟଙ୍କା ବଞ୍ଚାଇବା ପାଇଁ

ଏକୁଟିଆ ହିଁ ହନିମୁନ କୁ ଚାଲି ଆସିଛି

ମହାକଞ୍ଜୁସ ସାଙ୍ଗ- ଇଏ ତ କିଛି ବି ନୁହଁ, ମୁଁ ଟଙ୍କା ବଞ୍ଚାଇବା ପାଇଁ ନିଜ ସ୍ତ୍ରୀ କୁ ନିଜ ସାଙ୍ଗ ସାଙ୍ଗରେ ହନିମୁନ କୁ ପଠେଇ ଦେଇଛି

Joke-5

ପପୁ- ପାପା, ମତେ ବାଜା ଦିଅ ନା…

ପାପା- ନା, ତୁ ସମସ୍ତଙ୍କୁ ହଇରାଣ କରିବୁ

ପପୁ- ଜମା ବି ହଇରାଣ କରିବିନି ପାପା

ଯେତେବେଳେ ସମସ୍ତେ ଶୋଇଯିବେ ସେତେବେଳେ ଯାଇ ବଜେଇବି

 

Joke-6

ଗୋଟିଏ ଷ୍ଟୁଡେଣ୍ଟ ଭଗବାନଙ୍କୁ କହିଲା- ଟଙ୍କା ର ମୂଲ୍ୟ 68 ପର୍ଯ୍ୟନ୍ତ ପହଞ୍ଚେଇଲ,

ପେଟ୍ରୋଲ ଦାମ 80 ପର୍ଯ୍ୟନ୍ତ, କ୍ଷୀର ଦାମ 50 ପର୍ଯ୍ୟନ୍ତ ଓ ପିଆଜ 100 ପର୍ଯ୍ୟନ୍ତ !

କିନ୍ତୁ ତଥାପି ଆପଣଙ୍କୁ ଲକ୍ଷ ଲକ୍ଷ ଧନ୍ୟବାଦ ଭଗବାନ,

ପାସିଙ୍ଗ ମାର୍କ ଆଜି ବି 35 ରଖିଛ ….!!!

Joke-7

ଆଜିକାଲି ପିଲାଙ୍କୁ ସବୁ ପାଠ ମନେ ରଖିବା ପାଇଁ

‘ବାଦାମ’ ଖାଇବାକୁ ଦିଆ ଯାଉଛି …!!

କିନ୍ତୁ ଆମ ଟାଇମ ରେ ତ ‘ଦୁଇଟି ଥାପଡ’ ରେ ସବୁ କିଛି ମନେ ପଡି ଯାଉଥିଲା

Joke-8

ପରୀକ୍ଷାରେ ପ୍ରଶ୍ନ ପଡିଥିଲା କି …

ଚ୍ୟାଲେଞ୍ଜ କାହାକୁ କୁହନ୍ତି ?

ପପୁ ପୁରା ପେପର ଖାଲି ଛାଡିଦେଲା

ଓ ଶେଷ ପେଜ ରେ ଲେଖିଲା-

ଯଦି ସାହସ ଅଛି ତ ପାସ କରି କି ଦେଖାଅ …!!!

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *