ମହୁରେ ମିଶେଇ ଲଗାନ୍ତୁ କେବଳ ଏହି ୧ ଜିନିଷ ସକାଳୁ ମୁହଁ ହିରା ଭଳି ଏମିତି ଚମକିବ କି ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଇଯିବେ- Baba Ramdev Beauty Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସାଧାରଣତଃ ଉଭୟ ପୁଅ ଓ ଝିଅ ସ୍କିନ ଜନିତ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ସ୍କିନରେ ବ୍ରଣ ଉଠିବା, ସ୍କିନ କଳା ପଡିଯିବା ଓ ସ୍କିନ ରୁଖା ହୋଇଯିବା ଆଦି ସମସ୍ଯା ପାଇଁ ବହୁତ ଲୋକ ଚିନ୍ତାରେ ଅଛନ୍ତି । ବନ୍ଧୁଗଣ ଏହି ସମସ୍ଯାକୁ ଦୂର କରିବା ପାଇଁ ଲୋକମାନେ ମାର୍କେଟରୁ ମିଳୁଥିବା ବହୁତ ଫେସକ୍ରିମ ଓ ଫେସୱାସର ବ୍ୟବହାର କରୁଛନ୍ତି, ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷରେ କେମିକାଲ ମିଶିଥାଏ, ଯାହା ଆପଣଙ୍କ ସ୍କିନକୁ ଅଧିକ ଡ୍ୟାମେଜ କରାଇଥାଏ ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ବ୍ୟବହାର କରି ନିଜ ଚେହେରାକୁ ହୀରା ପରି ଚମକାଇ ପାରିବେ । ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ସ୍କିନ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରାୟତଃ ଅଧିକାଂଶ ଲୋକ ମହୁର ଲାଭକାରୀ ଗୁଣ ବିଷୟରେ ଜାଣି ନାହାନ୍ତି । ବନ୍ଧୁଗଣ ମହୁ ଆମ ସ୍କିନ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ମହୁର ବ୍ୟବହାର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଯଦି ଆପଣ ଏହିପରି ଭାବରେ ମହୁର ବ୍ୟବହାର କରିବେ ତା ହେଲେ ଆପଣଙ୍କ ଚେହେରାରେ ଥିବା ସମସ୍ତ ଦାଗ ଓ କଳାପଣ ଦୂର ହୋଇଯିବ ।


ବନ୍ଧୁଗଣ ସର୍ବ ପ୍ରଥମେ ଆପଣ ଏହି ଉପାୟ ପାଇଁ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଏକ ଚାମଚ ମହୁ ପକାନ୍ତୁ । ଏହା ପରେ ଆପଣ ମହୁରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ କେତେବେଳେ ବି ନିଜ ଚେହେରାରେ ଲଗାଇ ପାରିବେ । ବନ୍ଧୁଗଣ ଭଲ ହେବ ଆପଣ ଏହି ମିଶ୍ରଣକୁ ରାତି ସମୟରେ ଲଗାଇବେ ।

ଏହି ମିଶ୍ରଣକୁ ଲଗାଇବା ପରେ କମ ସେ କମ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ମସାଜ କରନ୍ତୁ ଓ ନିଜ ଫେସକୁ ଧୋ ଦିଅନ୍ତୁ । ବନ୍ଧୁଗଣ କେବଳ ଗୋଟିଏ ଥର ଏହାର ବ୍ଯବହର କରି ଆପଣ ଏହାର ଫରକ ଜାଣିପାରିବେ । ଏହାପରେ ବନ୍ଧୁଗଣ ଆପଣ ଶୋଇପଡନ୍ତୁ ଓ ସଖାଳ ସମୟରେ ଅନ୍ୟ ଏକ ଫେସପ୍ୟାକ ବନାନ୍ତୁ । ଏଥିପାଇଁ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଏକ ଚାମଚ ମହୁ ଏବଂ ଏକ ଚାମଚ ଲେମ୍ବୁ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ନିଜ ଫେସରେ ଲଗାଇ ଦିଅନ୍ତୁ ।

କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ନିଜ ଚେହେରାକୁ ମସାଜ କରନ୍ତୁ ଓ ପରେ ଏହାକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ଵାରା ଦେଖିବେ ଆପଣଙ୍କ ଚେହେରାର ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କ ଚେହେରା ବହୁତ ଅଧିକ ସଫା ଦେଖା ଯିବ ଓ ଗ୍ଲୋ କରିବ । ବନ୍ଧୁଗଣ ଏହି ଉପାୟକୁ ଆପଣ ଗୋଟେ ସପ୍ତାହରେ ଦୁଇଥର ନିଶ୍ଚୟ ପ୍ରୟୋଗ କରନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *