ଗୋଟିଏ ମାସରେ କେତେ ସାଲାରୀ ନେଉଥିଲେ ଆଜ ତକ ର ଆଙ୍କର Rohit Sardana, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ରୋହିତ ସରାଦନା ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଯିଏ କି ଆଜ ତକ୍ ଚ୍ୟାନେଲ ରେ କାର୍ଯ୍ୟ କରୁଥିଲେ । ଏବଂ ନିଜର ସୁନ୍ଦର ଉପସ୍ଥାପକ ରେ ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଥିଲେ ଏବଂ ଏକ ସଫଳ ଏବଂ ଲୋକପ୍ରିୟ ସାମ୍ବାଦିକ ହୋଇ ପାରିଥିଲେ । କିନ୍ତୁ ସେ ୩୦ ଅପ୍ରେଲ ରେ ଆମ ସମସ୍ତଙ୍କୁ ଛାଡି ଆର ପାରି କୁ ଚାଲି ଗଲେ । କିଛି ଲୋକ ହୃଦଘାତ ରେ ତାଙ୍କ ମୃ-ତ୍ୟୁ ହୋଇଛି ବୋଲି କହୁଛନ୍ତି ତ କିଛି ଲୋକ ଙ୍କ ଅନୁସାରେ ସେ ଗୋଟିଏ ସପ୍ତାହ ପୂର୍ବରୁ କରୋନା ପିଜେଟିଭ ବୋଲି ଜଣା ପଡ଼ିଥିଲେ ।

୩୦ ଅପ୍ରେଲ ରେ ସକାଳେ ତାଙ୍କର ମୃ-ତ୍ୟୁ ହୋଇ ଥିଲା । ସେ ବହୁତ ଅଳ୍ପ ବୟସ ରେ ହିଁ ଏହି ଦୁନିଆ ରୁ ବିଦାୟ ନେଇ ଗଲେ । ଏବଂ ଆମେ ଜଣେ ବରିଷ୍ଠ ଯୋଗ୍ୟ ଏବଂ ନିଡର ସାମ୍ବାଦିକ ଙ୍କୁ ହରାଇ ବସିଲୁ । ଆଜି ଆମେ ତାଙ୍କ ସମ୍ପତ୍ତି ଏବଂ ତାଙ୍କର ଗୋଟିଏ ମାସ ର ଦରମା ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ।

ରୋହିତ ସରାଦନା ସିଏ ଯିଏକି ପ୍ରଥମେ ତାଲ ଠୋକ କେ ଡିବେଡ ଶୋ ରେ ଉପସ୍ଥାପକ ଥିଲେ । ଏବଂ ସେଥିରେ ସେ ନିଡର ଭାବେ ସମସ୍ତଙ୍କ ସହିତ ବିବାଦ କରୁଥିଲେ । ଏବଂ ଏହି ଶୋ ଟି ଜ଼ୀ ନ୍ୟୁଜ ରେ ପ୍ରସାରିତ ହୋଇଥିଲା । ସେହି ଶୋ ରେ ସାମାଜିକ ଏବଂ ରାଜନୈତିକ ଚର୍ଚ୍ଚା ହେଉଥିଲା । ପରେ ସେ ଆଜତକ୍ ର ଦଙ୍ଗଲ ଶୋ ସେଥିରେ ମଧ୍ୟ ବିବାଦ ହେଉଥିଲା ଏବଂ ରୋହିତ ନିଡର ଭାବେ ସେଠାରେ ସମସ୍ତ ଙ୍କ ସହିତ ବିବାଦ ଯୁକ୍ତି ତର୍କ କରୁଥିଲେ ।

ରୋହିତ ଙ୍କ ଏହି ସବୁ କାର୍ଯ୍ୟ ଏବଂ ଲୋକପ୍ରିୟତା ଦେଖି ତାଙ୍କୁ ଅନେକ ପୁରସ୍କାର ରେ ବିବେଚିତ ମଧ୍ୟ କରା ଯାଇଥିଲା । ସେଥି ମଧ୍ୟରୁ ବେଷ୍ଟ ଆଙ୍କର ପୁରସ୍କାର ରେ ମଧ୍ୟ ତାଙ୍କୁ ସମ୍ମାନିତ କରା ଯାଇଥିଲା । ରୋହିତ ଙ୍କ ଜନ୍ମ ୨୨ ସେପ୍ଟେମ୍ବର ରେ ହରିୟାଣା ର କୁରୁକ୍ଷେତ୍ର ରେ ହୋଇ ଥିଲା । ରୋହିତ ଙ୍କ ପତ୍ନୀ ଙ୍କ ନାମ ପ୍ରମିଳା ଦୀକ୍ଷିତ । ରୋହିତ ଏବଂ ପ୍ରମିଳା ଙ୍କର ଦୁଇଟି ଝିଅ ସନ୍ତାନ ମଧ୍ୟ ଅଛି । ରୋହିତ ସୋସିଆଲ ମିଡ଼ିଆ ରେ ବହୁତ ଆକ୍ଟିଭ ଥିଲେ ।

ରୋହିତ ନିଜର ସ୍କୁଲ ଶିକ୍ଷା କୁରୁ କ୍ଷେତ୍ରରେ ହିଁ ସମ୍ପୂର୍ଣ୍ଣ କରିଥିଲେ । ଏବଂ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ରୋହିତ ହିସାର ପଳାଇଲେ । ତାଙ୍କର ଛୋଟ ବେଳୁ ଇଚ୍ଛା ଥିଲା କି ସେ ଜଣେ ଅଭିନେତା ହେବେ ସେଥିପାଇଁ ସେ ଡ୍ରାମା ସ୍କୁଲ ରେ ମଧ୍ୟ ଆଡ଼ମିଶନ ନେଇଥିଲେ କିନ୍ତୁ ସେଠାରେ ତାଙ୍କୁ ସଫଳତା ମିଳିଲା ନାହିଁ ।

ସେ ମାର୍ସ ମିଡ଼ିଆ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ନିଜର କ୍ୟାରିଅର ର ଆରମ୍ଭ ରେଡ଼ିଓ ଷ୍ଟେସନ ରୁ କରିଥିଲେ । ପରେ ସେ ସିଟି କେବଳ ରେ ଦେଢ଼ ବର୍ଷ କାର୍ଯ୍ୟ କଲେ । ପରେ ସେ ନିଜର ପରିଶ୍ରମ ଏବଂ ଯୋଗ୍ୟତା ବଳରେ ଏକ ଟିଭି ଆଙ୍କର ହୋଇ ପାରିଥିଲେ । ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ।

ରୋହିତ ସରାଦନା ଙ୍କ ଏକ ମାସ ର ଦରମା ବିଷୟରେ କଥା ହେଲେ ଜାଣି ପାରିବା କି ସେ ଏକ ମାସ ରେ ସାଢେ ସାତ ଲକ୍ଷ ଥିଲା । ଏବଂ ତାଙ୍କର ଦୁଇ ମିଲିୟନ ଅର୍ଥାତ ୧୫ କୋଟି ଟଙ୍କା ର ସମ୍ପତ୍ତି ର ମାଲିକ ସେ । ରୋହିତ ସବୁ ଦିନ ପାଇଁ ଆମ ପାଖରେ ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *