Interesting Gk Questions- ଗୋଟିଏ ସ୍ତ୍ରୀ ୧୯୬୦ ରେ ଜନ୍ମ ହେଲା ଓ ୧୯୭୦ ରେ ମରିଗଲା, ଯେତେବେଳେ ସେ ମଲା ତାହାର ବୟସ ଥିଲା ୨୦ ବର୍ଷ, କୁହନ୍ତୁ କିପରି ?

ବନ୍ଧୁଗଣ ସାଧାରଣତଃ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ସରକାରୀ ଚାକିରି ପାଇବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ସେମାନେ ବହୁତ କଷ୍ଟ ଓ ସଂଘର୍ଷ ମଧ୍ୟ କରିଥାନ୍ତି । ହେଲେ ସରକାରୀ ଚାକିରିରେ ପଚରାଯାଉଥିବା କିଛି ସାଧାରଣ ଜ୍ଞାନର ଉତ୍ତର ଦେଇନ ପାରି ସେମାନେ ଚାକିରି କ୍ଷେତ୍ରରେ ଅସଫଳ ହୋଇଯାଇଥାନ୍ତି । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ସରକାରୀ ଚାକିରିରେ ପରୀକ୍ଷା କରାଯାଇଥାଏ । ଏହି ସବୁ ସାଧାରଣ ଜ୍ଞାନ ବିଷୟରେ ବହୁତ କାମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ସାଧାରଣ ଜ୍ଞାନ ବିଷୟରେ ।

୧. ମନୁଷ୍ୟ ଶରୀରର କେଉଁ ଅଙ୍ଗ ସବୁଠାରୁ ଅଧିକ ବ୍ୟସ୍ତ ରହିଥାଏ ?
ଉତ୍ତର- ହୃତପିଣ୍ଡ ।

୨. ବିଶ୍ୱ ର ସବୁଠାରୁ ବଡ଼ ସ୍କୁଲ କଣ ଅଟେ ?
ଉତ୍ତର- ମଣ୍ଟେସରି ସ୍କୁଲ (ଲକ୍ଷନୌ) ।

୩. ବିଶ୍ଵ ରେ ସବୁଠାରୁ ଅଧିକ ମଇଁଷି କେଉଁଠାରେ ଦେଖିବାକୁ ମିଳିଥାଏ ?
ଉତ୍ତର- ଭାରତ ।

୪. ଗାଡ଼ି ର ନମ୍ବର ପ୍ଲେଡ଼ କେଉଁ ଦେଶ ସର୍ବ ପ୍ରଥମେ ଜାରି କରିଥିଲା ?
ଉତ୍ତର- ଫ୍ରାନ୍ସ ।

୫. କେଉଁ ଦେଶର ଲୋକମାନେ ସବୁଠାରୁ ଅଧିକ ମଦ ପିଅନ୍ତି ?
ଉତ୍ତର- ଅଷ୍ଟ୍ରେଲିଆ ।

୬. ଭାରତ ର କେତୋଟି ରାଜ୍ୟ ରେ ପ୍ରଦେଶ ଶବ୍ଦ ଆସିଥାଏ ?
ଉତ୍ତର- ୫ ଟି ରାଜ୍ୟ ।

୭. ଇଜରାଇଲ ଦେଶର ଲୋକମାନେ କେଉଁ ଦେଶକୁ ଯାଇ ପାରିବେ ନାହିଁ ?
ଉତ୍ତର- ପାକିସ୍ତାନ ।

୮. କେଉଁ ପ୍ରାଣୀ କୁ ଭୁମି କଂପ ଆସିବା ପୂର୍ବରୁ ଜଣାପଡ଼ି ଯାଇଥାଏ ?
ଉତ୍ତର- ପିମ୍ପୁଡ଼ି ।

୯. ଆପଣଙ୍କ ମଧ୍ୟରେ ଏଭଳି କେଉଁ ଜିନିଷ ଅଛି ଯାହା ଆପଣଙ୍କ ଠାରୁ ଅଧିକ ଅନ୍ୟ ମାନେ ଡାକିଥାନ୍ତି ?
ଉତ୍ତର- ଆପଣଙ୍କ ନାମ ।

୧୦. ଭାରତର ରାଜଧାନୀ କଣ ଅଟେ ?
ଉତ୍ତର- ନୂଆଦିଲ୍ଲୀ ।

୧୧. କେଉଁ ପ୍ରାଣୀ ର କ୍ଷୀର ରେ ସବୁଠାରୁ ଅଧିକ ପ୍ରୋଟିନ ରହିଥାଏ ?
ଉତ୍ତର- ଛେଳି ।

୧୨. କୁକୁର ର ଶୁଣିବା କ୍ଷମତା ମନୁଷ୍ୟ ଠାରୁ କେତେ ଗୁଣ ଅଧିକ ହୋଇଥାଏ ?
ଉତ୍ତର- ୧୦ ଗୁଣ ।

୧୩. କେଉଁ ପ୍ରାଣୀ ର ଝାଳ ର ରଙ୍ଗ ଗୋଲାପୀ ହୋଇଥାଏ ?
ଉତ୍ତର- ଜଳୀୟ ଘୋଡ଼ା ।

୧୪. ନରେନ୍ଦ୍ର ମୋଦି ଙ୍କ ଗାଁ ର ନାମ କଣ ଅଟେ ?
ଉତ୍ତର- ବଡ଼ ନଗର ।

୧୫. ବିଶ୍ଵ ରକ୍ତଦାନ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ୧୫ ଜୁନ ।

୧୬. ବିଶ୍ୱ ରେ ସବୁଠାରୁ ଅଧିକ ଗାଈ କେଉଁଠାରେ ଦେଖିବାକୁ ମିଳିଥାଏ ?
ଉତ୍ତର- ଭାରତ ଦେଶରେ ।

୧୭. ଫ୍ରିଜ ରେ କେଉଁ ଗ୍ୟାସ ରହିଥାଏ ?
ଉତ୍ତର- ଆମୋନିଆ ।

୧୮. ମନୁଷ୍ୟ ର ମସ୍ତିଷ୍କ କେତେ ବର୍ଷ ବୟସ ର ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ବଢ଼ିଥାଏ ?
ଉତ୍ତର- ୪୦ ବର୍ଷ ।

୧୯. ଏଭଳି କେଉଁ ପ୍ରାଣୀ ରହିଛି ଯିଏ କେବେବି ମରି ନଥାଏ ?
ଉତ୍ତର- ଜେଲି ଫିସ୍ ।

୨୦. ଭାରତୀୟ ସେନା ର ନିର୍ମାଣ କେବେ ହୋଇଥିଲା ?
ଉତ୍ତର- ୧୮୪୭ ମସିହା ।

୨୧. ଭାରତ ରେ ପ୍ରଥମେ ରେଳ କେଉଁ ସ୍ଥାନ ରୁ କେଉଁ ସ୍ଥାନ ପର୍ଯ୍ୟନ୍ତ ଚାଲିଥିଲା ?
ଉତ୍ତର- ମୁମ୍ବାଇ ରୁ ଥାନେ ।

୨୨. ଭାରତର ରାଷ୍ଟ୍ରୀୟ ଗଛ କଣ ଅଟେ ?
ଉତ୍ତର- ବରଗଛ ।

୨୩. ଦୁନିଆ ର କେତେ ପ୍ରତିଶତ ଗଛ ସମୁଦ୍ର ରେ ହୋଇଥାଏ ?
ଉତ୍ତର- ୮୫% ।

୨୪. କେଉଁ ଦେଶରେ ଗୋଟିଏ ମଧ୍ୟ ଟ୍ରାଫିକ ସିଗ୍ନାଲ ରହିନାହିଁ ?
ଉତ୍ତର- ଭୁଟାନ ।

୨୫. ଜଣେ ମହିଳା ୧୯୬୦ ରେ ଜନ୍ମ ହୋଇଥିଲା ଏବଂ ୧୯୭୦ ମସିହାରେ ମ-ରି-ଗ-ଲା । କିନ୍ତୁ ମ-ରି-ବା ବେଳେ ସେହି ମହିଳା ର ବୟସ ୨୦ ବର୍ଷ ବୟସ ହୋଇଥିଲା । ତାହା କିପରି ସମ୍ଭବ ?
ଉତ୍ତର- କାରଣ ସେହି ମହିଳା ଟି ଜନ୍ମ ହୋଇଥିବା ରୁମ ର ନମ୍ବର ୧୯୬୦ ଅଟେ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *