ଗୋଟିଏ ଝିଅ ୧୯୫୦ ରେ ଜନ୍ମ ହେଲା ଓ ୧୯୫୦ ରେ ହିଁ ସେ ମରିଗଲା, ଯେତେବେଳେ ସେ ମଲା ସେତେବେଳେ ତା ବୟସ ୨୦ ବର୍ଷ ଥିଲା, କୁହନ୍ତୁ ଏହା କେମିତି ସମ୍ଭବ

ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଜେନେରାଲ ନଲେଜର ୧୦ ଟି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ଆପଣଙ୍କୁ କହିବୁ । ଏହି ପ୍ରଶ୍ନ ର ଉତ୍ତର ତ ବହୁତ ସହଜ ହୋଇଥାଏ କିନ୍ତୁ ଏହାର ଉତ୍ତର ଦେବା ବହୁତ କଷ୍ଟ । କାରଣ ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଆପଣ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦେଇ ନିଜ ବୁଦ୍ଧିକୁ ପରିକ୍ଷା କରି ପାରିବେ । ଏହାର ଉତ୍ତର ଦେଖିବା ପୂର୍ବରୁ ଯଦି ଆପଣଙ୍କୁ ଏହା ମଧ୍ୟରୁ କୌଣସିର ଉତ୍ତର ପୂର୍ବରୁ ଜଣା ଅଛି ତେବେ ଆପଣ ଆମକୁ କମେଣ୍ଟ କରି ଜଣାଇ ପାରିବେ । ତେବେ ଚାଲନ୍ତୁ ଜାଣିବା କିଛି ମଜାଳିଆ ପ୍ରଶ୍ନ ଓ ତାହାର ଉତ୍ତର ।

Image courtesy: Google

୧. ଏମମିତି କେଉଁ ଜିନିଷ ଅଛି ଯାହାକୁ କାଟିବା ପରେ ଆପଣ ଗୀତ ଗାଇବାକୁ ଲାଗନ୍ତି ।

ଉତ୍ତର – Birthday Cake

୨. ସେହି ଜିନିଷର ନାମ କୁହନ୍ତୁ ଯାହାକୁ ନିଆଁ ଜଳାଇ ପାରେ ନାହିଁ, ଶସ୍ତ୍ର ତାହାକୁ କାଟି ପାରେ ନାହିଁ, ପାଣି ତାହାକୁ ଭିଜାଇ ପାରେ ନାହିଁ ଓ ମୃତ୍ୟୁ ତାହାକୁ ମାରି ପାରେ ନାହିଁ ।

ଉତ୍ତର – ଛାଇ

୩. ଏମିତି କେଉଁ ଜାଗା ଅଛି ଯେଉଠିକୁ ଯଦି ୧୦୦ ଜଣ ଯାଆନ୍ତି ତେବେ ୯୯ ଜଣ ହିଁ ଫେରିଥାନ୍ତି ।

ଉତ୍ତର – ଶ୍ମଶାନ ଘାଟ

୪. ସେ କିଏ ଅଟେ ଯିଏ ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇଥାଏ ।

ଉତ୍ତର – ବସ କଣ୍ଡକ୍ଟର

୫. ଏମିତି କିଏ ଅଟେ ଯାହାର ଚାରିଟି ଗୋଡ ଥାଇ କି ବି ସେ ଚାଲି ପାରେ ନାହିଁ ।

ଉତ୍ତର – ଟେବୁଲ

୬. ଏମିତି କେଉଁ ଜିନିଷ ଅଟେ ଯିଏ ଆଲୋକରେ ତ ଆପଣଙ୍କ ସାଥିରେ ଥାଏ କିନ୍ତୁ ଅନ୍ଧାରରେ ନୁହେଁ ?

Image courtesy: Google

ଉତ୍ତର – ଛାଇ

୭. ଏମିତି କଣ ଅଟେ ଯିଏ ଉପର ତଳ ତ ହୋଇଥାଏ କିନ୍ତୁ ହଲି ନଥାଏ ।

ଉତ୍ତର – ତାପମାନ

୮. ସେ କିଏ ଅଟେ ଯିଏ ଦିଲ ରେ ଅଛି, ମନ ରେ ଅଛି କିନ୍ତୁ ଧଡକନ ରେ ନାହିଁ ?

ଉତ୍ତର – ଆମିର ଖାନ

୯. ସେ କିଏ ଅଟେ ଯିଏ ନାକରେ ଚଢିଥାଏ ଓ କାନ ଧରି ପଢାଇଥାଏ ।

Image courtesy: Google

ଉତ୍ତର -ଚଷମା

୧୦. ଗୋଟିଏ ଝିଅ ୧୯୫୦ ରେ ଜନ୍ମ ହେଲା ଓ ୧୯୫୦ ରେ ହିଁ ସେ ମରିଗଲା । ଯେତେବେଳେ ସେ ମଲା ସେତେବେଳେ ତା ବୟସ ୨୦ ବର୍ଷ ଥିଲା, କୁହନ୍ତୁ ଏହା କେମିତି ସମ୍ଭବ ।

ଉତ୍ତର – କାରଣ ୧୯୫୦ ମସିହାରେ ସେ ଜନ୍ମ ହୋଇଥିଲା ଓ ଯେଉଁ ଘରେ ସେ ମଲା ତାର ନମ୍ବର ୧୯୫୦ ଥିଲା । ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥାଏ ତେବେ ସେଆର କରିବେ । ଆଗକୁ ଏମିତି ନୂଆ ପୋଷ୍ଟ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *