ରାଶିଫଳ 26 ଏପ୍ରିଲ 2020, ଏହି ୫ଟି ରାଶିର ଖରାପ ସମୟ ହେଲା ଶେଷ, ଆଜିଠୁ ସୂର୍ଯ୍ୟଦେବଙ୍କ କୃପାରୁ ହେବ ଖାଲି ଉନ୍ନତି

ରାଶିଫଳର ଆମ ଜୀବନରେ ବହୁତ ବଡ ମହତ୍ଵ ରହିଥାଏ । ଗ୍ରହ ନକ୍ଷେତ୍ର ଙ୍କର ଚଳନ ଉପରେ ଆମର ରାଶିଫଳ ନିର୍ଧାରିତ ହୋଇଥାଏ । ଗ୍ରହ ନିଜର ଚଳନ ପରିବର୍ତ୍ତନ କଲେ ଏହାର ପ୍ରଭାବ ଆମ ରାଶିଫଳ ଉପରେ ପଡିଥାଏ ଯାହା ଫଳରେ କି ଆମର ଦୈନଦିନ ଜୀବନରେ ସମାନ ଘଟଣା ଘଟି ନଥାଏ । ରାଶିଫଳ ଦ୍ଵାରା ମଣିଷର ଭବିଷ୍ୟତ ବିଷୟରେ କୁହାଯାଇ ଥାଏ । ଆଜି ସୂର୍ଯ୍ୟଦେବ ଙ୍କ କୃପାରୁ କିଛି ରାଶିର ଖରାପ ଦିନ ଶେଷ ହୋଇଯିବ ଏବଂ ସୂର୍ଯ୍ୟଦେବ ସେମାନଙ୍କୁ ସବୁ ସମସ୍ୟାରୁ ରକ୍ଷା କରିବେ । ତାହେଲେ ଆସନ୍ତୁ ଜାଣିବା ବାରଟି ରାଶି ପାଇଁ କେମିତି ରହିବ ଆଜିର ଦିନ ।

ମେଷ

ଆଜି ଆପଣଙ୍କର ଭାଗ୍ୟ ବଦଳି ଯିବ । ଆଜି ଆପଣ ନିଜ କାମରେ ସଫଳ ହେବେ । ଆଜି ଆପଣଙ୍କ ଜୀବନରେ ଖୁସିର ବାତାବରଣ ରହିବ । ସମାଜ ଏବଂ ପରିବାରରେ ମାନ ସଂମ୍ମାନ ମିଳିବ । ବନ୍ଧୁଙ୍କ ସହିତ କିଛି ଗୋଟିଏ ଛୋଟ କଥାକୁ ନେଇ ଝଗଡା ହୋଇ ପାରେ । କୌଣସି ନୂଆ କାମର ଆରମ୍ଭ ଭଲ ହେବା ସହିତ ଆୟରେ ବୃଦ୍ଧି ହେବ । କୌଣସି ମାଙ୍ଗଳିକ କାମରେ ଯୋଗ ଦେବେ ।

ବୃଷ

ଆଜି ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହିବ । ସମ୍ପତ୍ତି ରେ ଲାଭ ହେବାର ସମ୍ଭାବନା ଅଛି । ଆଜିର ଦିନଟି ଆପଣଙ୍କ ଜୀବନରେ ନୂଆ ସମୟ ଆଣି ଆସିବ । ଆବଶ୍ୟକ ନଥିବା କାମରେ ପରିଶ୍ରମ କରନ୍ତୁ ନାହିଁ ଏବଂ ନିଜ ଶରୀରର ଧ୍ୟାନ ରଖନ୍ତୁ । ଆପଣଙ୍କୁ ସୁଖ ଏବଂ ସମୃଦ୍ଧି ପ୍ରାପ୍ତ ହେବ । ଆଜି କୌଣସି ବଡ କାମ କରିବା ପୂର୍ବରୁ ବଡ ଲୋକଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ । ଜୀବନରେ ହେବାକୁ ଥିବା ପରିବର୍ତ୍ତନ ର ଲାଭ ଉଠାନ୍ତୁ ।

ମିଥୁନ

ଆଜି ସୂର୍ଯ୍ୟଦେବ ଙ୍କ କୃପାରୁ ଏହି ରାଶିର ଭାଗ୍ୟ ଖୋଲିବା ସହିତ ତାଙ୍କ ଜୀବନରେ ଖୁସି ଭରି ଯିବ । ପରିବାର ଲୋକଙ୍କ ସହିତ ସମ୍ପର୍କର କଥା ହୋଇ ପାରନ୍ତି । ଘରର ବାତାବରଣ ବହୁତ ଖୁସି ରହିବ । ଆଜି ଆପଣ ବଡ ମାନଙ୍କର ଆଦର କରିବେ । କମରେ ଶୁଭ ଫଳ ମିଳିବ । କୌଣସି କଥାକୁ ନେଇ ପାର୍ଟନର ଙ୍କ ସହିତ ଝଗଡା ହୋଇ ପାରେ କିନ୍ତୁ ସନ୍ଧ୍ୟାରେ ସବୁ କିଛି ଠିକ ହୋଇ ଯିବ ।

କର୍କଟ

ଆଜି ଆପଣ ଘର କାମରେ ବହୁତ ବ୍ୟସ୍ତ ରହିବେ । ଅବିବାହିତ ଲୋକଙ୍କର ବିବାହ ପାଇଁ କଥାବାର୍ତା ଚାଲି ପାରେ । ନିଜ ବନ୍ଧୁ ମାନଙ୍କ ଭିତରେ ପ୍ରିୟ ହେବା ପାଇଁ ହେଲେ ଆପଣଙ୍କୁ ନମ୍ର ହେବାକୁ ପଡିବ । ଆଜି କିଛି ଶୁଭ ଖବର ମିଳିବ । ବିନା କାରଣରେ କାହା ସହିତ ବିରୋଧୀ ହୋଇ ପାରନ୍ତି । ଆପଣ ଆଜି ବହୁତ ରାଗି ପାରନ୍ତି । ପ୍ରିୟ ଲୋକଙ୍କର ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି ।

ସିଂହ

ଆଜି ଆପଣଙ୍କର ଭୌତିକ ଏବଂ ଐଶ୍ଵର୍ଯ ସାଧନାରେ ବୃଦ୍ଧି ହେବ । ଚାକିରି କରିଥିବା ଏବଂ ବ୍ୟବସାୟ କରିବା ଲୋକଙ୍କୁ ଆଖପାଖ ଲୋକଙ୍କର ସାହାଯ୍ୟ ମିଳିପାରେ ।ଅନ୍ୟ ଦେଖି ଆପଣ ଈର୍ଷା କରି ପାରନ୍ତି । ଅଜଣା ଲୋକଙ୍କ ଉପରେ ଅଧିକ ଭରଷା କରନ୍ତୁ ନାହିଁ ନହେଲେ ଆପଣଙ୍କୁ କଷ୍ଟ ଭୋଗିବା ପାଇଁ ପଡିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ବହୁତ ଜରୁରୀ ଅଟେ । ଆପଣଙ୍କ ଜୀବନରେ ଆସୁଥିବା କଷ୍ଟକୁ ଦୂର କରିବା ପାଇଁ ଗରିବ ମାନଙ୍କୁ ଦାନ କରନ୍ତୁ ।

କନ୍ୟା

ଆଜି ଆପଣ ନିଜର ସନ୍ତାନ ଏବଂ ପରିବାର କୁ ସଂପୂର୍ଣ୍ଣ ସମୟ ଦେବେ । ଆର୍ଥିକ ସ୍ଥିତି ଦୃଢ ରହିବ । ଆପଣଙ୍କର ସବୁ ମନସ୍କାମନା ପୁରୁଣ ହେବା ସହିତ ଆପଣଙ୍କୁ ବହୁତ ଧନ ପ୍ରାପ୍ତି ହେବ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ମିଡିଆ ସହିତ ଯୋଡି ହୋଇ ଥିବା ଲୋକଙ୍କ ପାଇଁ ଆଜିର ଦିନଟି ଭଲ ଅଟେ । ଜମି ବାଡି କିଣିବା ପାଇଁ ଆପଣ କିଛି ଜରୁରୀ ନିଷ୍ପତ୍ତି ନେଇ ପାରନ୍ତି ।

ତୁଳା

ଆଜି ଆପଣ କିଛି ସାହାସୀକତା କାମ କରିବାରେ ସଫଳ ହେବେ । ଧନ ନିବେଶରେ ଲାଭ ହେବ । ଚାକିରି କ୍ଷେତ୍ରରେ କିଛି ବିବାଦ ସୃଷ୍ଟି ହୋଇ ପରେ । ପାଠ ପଢାରେ ମନ ଲାଗିବ ନାହିଁ । ଆପଣ ନିଜର କାମରେ ସଫଳତା ପାଇବା ପାଇଁ ସବୁ କାମକୁ ବୁଝି ବିଚାରୀ କରନ୍ତୁ ନିହାତି ସଫଳତା ମିଳିବ । ରୋଜଗାର ସବନ୍ଧରେ କରୁଥିବା ପ୍ରୟାସ ରେ ସଫଳତା ମିଳିପାରେ ।

ବିଛା

ଆଜି ଆପଣଙ୍କର ଅଧିକ ଖର୍ଚ ହୋଇ ପରେ । କାର୍ଯ୍ୟରେ ବାଧା ଆସିବା ପରେ ମଧ୍ୟ ଆପଣ ସଫଳ ହେବାରେ ଲକ୍ଷ ରଖିବେ । ସନ୍ଧ୍ୟା ସମୟରେ ନିଜ ପରିବାର ସହିତ ଖୁସିର ସମୟ କାଟିବେ । କୌଣସି କାମକୁ କରିବା ସମୟରେ ଅନ୍ୟ କିଛି ଭାବନା ମନକୁ ଆଣନ୍ତୁ ନାହିଁ । ଆପଣଙ୍କୁ ଆଜି ନିଜର ଭଲ ପାଇବା ମିଳିବାର ସମ୍ଭାବନା ଅଛି । ଘରେ ପରିବର୍ତ୍ତନ ହୋଇ ପାରେ କିନ୍ତୁ କୌଣସି ବଡ ନିଷ୍ପତ୍ତି କୁ ଭାବି ବିଚାରି ନିଅନ୍ତୁ ।

ଧନୁ

ଏହି ରାଶିର ଲୋକ ନୂଆ କ୍ଷେତ୍ରରେ ନିଜର ଭାଗ୍ୟକୁ ଅପଣାଇବେ । ନୂଆ ବ୍ୟବସାୟ ଆରମ୍ଭ କରିବାରେ ବାଧା ଆଜି ଶେଷ ହେବ । ହଠାତ ଆପଣଙ୍କ ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସହିତ ଆପଣ ବହୁତ ମଜା କରିବେ । ଚାକିରି କ୍ଷେତ୍ରରେ କାମ କରୁଥିବା ଲୋକ ନିଜ ପ୍ରତିଭା ଦ୍ଵାରା ସଫଳତା ହାସଲ କରିବେ । କୌଣସି ବଡ କାମ କରିବା ପାଇଁ ପଇସା ଜମା କରିବାର ମକସଦରୁ ବଜେଟ କତା ଯିବାର ସମ୍ଭାବନା ଅଛି ।

ମକର

ଆଜି ଆପଣଙ୍କୁ ଆପଣଙ୍କର କଠିନ ମେହେନତ ଏବଂ ପରିଶ୍ରମର ଫଳ ମିଳିବ । ଆପଣଙ୍କର ଯେଉଁ ନିର୍ମାଣ କାମ ଅଧାରେ ରହିଛି ତାହା ପୁରା ହୋଇ ପରେ । ଜୀବନସାଥିଙ୍କ ସହିତ ସବନ୍ଧରେ ମଧୁରତା ଆସିବା ସହିତ ଘର ପରିବାରର ସମ୍ପୂର୍ଣ ସହଯୋଗ ମିଳିବ । ଦ୍ଵିପ୍ରହାର ପରେ ଆପଣଙ୍କୁ ହଠାତ କିଛି ଖୁସି ଖବର ମିଳିପାରେ । ମହିଳା ମାନେ ଆଜି ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ ।

କୁମ୍ଭ

ଏହି ରାଶିର ବ୍ୟବସାୟୀ ମାନଙ୍କୁ ଆଜି କିଛି ବଡ ଅଡର ମିଳିପାରେ । ଆଜି ଆପଣଙ୍କର ଖୁସି ଏବଂ ସୁବିଧାରେ କମି ହୋଇ ପାରେ । ଆପଣ ଏକ ଭଲ ପରିବାରରେ ବିବାହ ପ୍ରସ୍ତାବ ପାଇ ପାରନ୍ତି । ସମାଜ ଏବଂ ପରିବାରରେ ମାନ ସଂମ୍ମାନ ବଢିବ । ନିଜର ଭାବନା କାହା ଉପରେ ପକାନ୍ତୁ ନାହିଁ । ଆପଣଙ୍କ ଠାରୁ ବୟସରେ ବଡ ବ୍ୟକ୍ତି ଆପଣଙ୍କ ପ୍ରତି ଆକର୍ଷିତ ହୋଇ ପାରନ୍ତି । ନିଜର କଥା ଉପରେ ସଂଯମ ରଖନ୍ତୁ । ବିନା ଖର୍ଚରେ ଆପଣ ନିଜ ବନ୍ଧୁ ଙ୍କର ମନୋରଞ୍ଜନ କରି ପାରିବେ ।

ମୀନ

ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଉଥାନ ପଥାନ ର ସାମନା କରିବାକୁ ପଡିପାରେ । ଚାକିରିରେ ପ୍ରମୋଶନ ହେଇ ପାରେ । ଯଦି ଆପଣ କାହାକୁ ପଇସା ଧାର ଦେଇଛନ୍ତି ତାହେଲେ ତାଙ୍କଠାରୁ ଆପଣଙ୍କୁ ପଇସା ଫେରସ୍ତ ମିଳିପାରେ । ନୂଆ ସମ୍ପର୍କ ଗଢିବା ପାଇଁ ସମୟ ବହୁତ ଭଲ ଅଛି । ଧାର୍ମିକ ସ୍ଵଭାବର ଲୋକ ଆଜି ପୂଜା ପାଠରେ ଅଧିକ ସମୟ କାଟିବେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *