ଓଡିଆ ଜୋକ୍ସ: ଗୋଟିଏ ଝିଅ ଶୁନଶାନ ସଡକରେ ଏକୁଟିଆ ଠିଆ ହୋଇଥିଲା, ଅଚାନକ ଏକ ବାଇକ ବାଲା ଆସିଲା, ଆଉ ତା’ ପରେ ଯାହା ହେଲା …

ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଗୁରୁତ୍ଵ ରହିଥାଏ । ଯଦି ମଣିଷ ମନ ଖୁସି ଥାଏ, ତାହାଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜ ଓ ସରଲ ଉପାୟରେ କରିଦିଏ। ଯଦି ମଣିଷ ମନ ଦୁଃଖ ଥାଏ, ତେବେ ସେ ନିଜର କାମକୁ ଅଧୁରା ରଖିଥାଏ । ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ଆଜିଆମେ ଆପଣ ମାନଙ୍କୁ ହସାଇବା ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ବହୁତ ଖୁସି ରହିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

jokes-1

ପତ୍ନୀ ରାଗି ଗରଗର ହେଇ ଘରକୁ ଆସିଲା….

ପତ୍ନୀ- ହେଇଟି ଶୁଣୁଛ, ଆଜି ବସ ରେ ସମସ୍ତଙ୍କ ସାମ୍ନାରେ ମୋର ଅପମାନ ହେଲା

ସ୍ଵାମୀ- କେମିତି?

ପତ୍ନୀ- ଯେମିତି ହିଁ ମୁଁ ବସ ରୁ ଓଲ୍ହାଇବାକୁ ଲାଗିଲା

ପଛରୁ କଣ୍ଡକ୍ଟର କହିଲା, “ଏବେ ତିନି ଜଣ ଏହି ସିଟ ରେ ବସିଯାଅ”

jokes-2

ପପୁ ଗୋଆ ଗଲା ଓ 20 ଦିନ ପର୍ଯ୍ୟନ୍ତ ଫେରିଲା ନାହିଁ

ପପୁ ର ସ୍ତ୍ରୀ ତାକୁ ମ୍ଯାସେଜ କଲା, “ଯେଉଁ ଜିନିଷ ତୁମେ ସେଠାରେ ଟଙ୍କା ଦେଇ କିଣି ପାରିବ, ମୁଁ ତାକୁ ଏଠି ଦାନ ବି କରି ପାରିବି”

ପପୁ ସେଇ ଦିନ ରାତିରେ ହିଁ ଘରକୁ ଫେରି ଆସିଲା

jokes-3

ଝିଅଟି ପୁଅକୁ ନିଜ କାର ରେ ବସାଇ ନେଇ ଯାଉଥିଲା

ଝିଅ- ଆମେ କେଉଁଠି କି ଯାଉଛେ ?

ପୁଅ- ଲଙ୍ଗ ଡ୍ରାଇଭ ରେ

ଝିଅ- ୱାଓ, ଆଗରୁ କାହିଁକି କହିଲନି ?

ପୁଅ- ପାଗେଳି, ମତେ ନିଜକୁ ଏବେ ଜଣା ପଡିଲା

ଝିଅ- କେମିତି ?

ପୁଅ- ବ୍ରେକ ଲାଗୁ ନାହିଁ ….!!

jokes-4

ଘରକୁ ଗୋଟିଏ ରୋବୋର୍ଟ ଆସିଲା ଯିଏ ମିଛକୁ ଧରିପାରେ …

ପୁଅ- ଆଜି ମୁଁ ସ୍କୁଲକୁ ଯିବିନି, ମୋ ପେଟ କାଟୁଛି

ଏତିକି ଶୁଣିବା ମାତ୍ରେ ରୋବର୍ଟ ପୁଅଟିକୁ ଚାପୁଡା ଲଗେଇ ଦେଲା…

ପାପା- ଦେଖିଲୁ ତତେ ମିଛ କହିବାର ଫଳ ମିଳିଗଲା,

ଯେତେବେଳେ ମୁଁ ତୋ ବୟସର ଥିଲି ମୁଁ କେବେ ବି ମିଛ କହୁ ନଥିଲି ।

ଏତିକି ଶୁଣିବା ମାତ୍ରେ ରୋବୋର୍ଟ ବାପାଙ୍କ କାନକୁ ବି ସେକି ଦେଲା…

ସ୍ତ୍ରୀ ହସି ହସି କହିଲା – ତୁମର ହିଁ ତ ପୁଅ ନା…

ଏହା ଶୁଣିବା ମାତ୍ରେ ରୋବୋର୍ଟ ସ୍ତ୍ରୀ କୁ ବି ଚାପୁଡା ମାରିଦେଲା …

ପୁଣି କଣ ଥିଲା ଚାରିଆଡ ଶୁନଶାନ

jokes-5

ଦିନେ ସାଇନ୍ସ ଟୀଚର ନିଜ କ୍ଳାସ ରେ

ଚମ୍ପୁ କୁ ଗୋଟିଏ ପ୍ରଶ୍ନ କରିଲେ…

ଟୀଚର – କହିଲ ଦେଖି ମଣିଷଙ୍କ ପିଲା ଓ ପଶୁଙ୍କ ପିଲାଙ୍କ ମଧ୍ୟରେ ଫରକ କଣ ?

ଚମ୍ପୁ- ଗଧର ପିଲା ବଡ ହେଇ ଗଧ ହେଇଥାଏ,

ପେଚାର ପିଲା ବଡ ହେଇ ପେଚା ହେଇଥାଏ

କିନ୍ତୁ ମଣିଷର ପିଲା ବଡ ହେଇ ଗଧ ହେଇପାରେ…

jokes-6

ଗୋଟିଏ ଝିଅ ଶୁନଶାନ ସଡକରେ ଏକୁଟିଆ ଠିଆ ହୋଇଥିଲା

ଅଚାନକ ଏକ ବାଇକ ବାଲା ଆସିଲା

ପୁଅ- ଲିଫ୍ଟ ଦରକାର ?

ଝିଅ- ଓକେ

ପୁଅ- ତା ବଦଳରେ ମତେ କଣ ମିଳିବ ?

ଝିଅ- ଯାହା ତୁମେ ଚାହିଁବ

ପୁଅ- ଓକେ, ୧୦୦ ଟଙ୍କାର ପେଟ୍ରୋଲ ପକେଇଦବ

ଝିଅ- ଚଲ ହଟ, ପଳା ଏଠୁ …..

ଉଫ….କି ମହଙ୍ଗା ଯୁଗ ଆସିଲା….

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *