ଆଜିକାଲିର ସମୟରେ ପ୍ରତ୍ୟେକ ମଣିଷ ଟଙ୍କା କମେଇବା ପାଇଁ ରାତି ଦିନ କଷ୍ଟ କରୁଛି । ଯାହା ଫଳରେ ସବୁବେଳେ ମଣିଷ ଚିନ୍ତା ଓ କାର୍ଯ୍ୟରେ ବ୍ୟସ୍ତ ରହୁଛି । ଯାହାଫଳରେ ଖୁସି କଣ ସେ ଭୁଲି ଯାଇଛି । ସେଥିପାଇଁ ଆଜି ଆମେ ଆପଣଙ୍କ ମନୋରଞ୍ଜନ ପାଇଁ କିଛି ଓଡିଆ ଜୋକ୍ସ ଆଣିଛୁ । ଯାହାକୁ ଆପଣ ପଢିଲେ ବହୁତ ହସିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
ଜୋକ୍ସ ୧
ବିବାହର ପ୍ରଥମ ରାତିରେ ଯେତେବେଳେ ପତି ନିଜ ପତ୍ନୀର ଓଢଣା ଉଠେଇଲା ସେତେବେଳେ କହିଲା…
ପତି- ଆରେ ବାଃ, ତୁମ ଚେହେରା ତ ଚାନ୍ଦ ଠାରୁ ସୁନ୍ଦର । ମୁ କାହାକୁ ଧନ୍ୟବାଦ ଜଣେଇବି ।
ପତ୍ନୀ- ମେକ ଅପ ବାଲାଙ୍କୁ ।
ଜୋକ୍ସ ୨
ପତ୍ନୀ ନିଜ ପତିକୁ କହଲା-
ପତ୍ନୀ – ରାତିରେ ତମେ ସ୍ଵପ୍ନରେ ମୋତେ ଗାଳି ଦେଉଥିଲ ଓ ମୋ ମା ବାପାଙ୍କୁ ସୋଧୁ ଥିଲ ।
ପତି କହିଲା- ମିଛ କହୁଛ ତମେ, ମୁ ସେତେବେଳେ ସୋଇ ହିଁ ନଥିଲି ।
ଜୋକ୍ସ ୩
ପତ୍ନୀ ଭୟରେ ପତିକୁ ଫୋନ କରି କହିଲା…
ପତ୍ନୀ- କେଉଁଠି ଅଛ ତମେ ?
ପତି- ଅଫିସରେ ଅଛି, କଣ ହେଲା ।
ପତ୍ନୀ-କିଛି ନାହି ମୋ ଭଉଣୀ ଫେରାର ହୋଇଯାଇଛି ଜଣଙ୍କ ସହ, ସେଥିପାଇଁ ପଚାରିଲି ।
ଜୋକ୍ସ ୪
ଖାଦ୍ଯ ଖାଇବା ସମୟରେ ପତି ନିଜ ପତ୍ନୀକୁ ଆବାଜ ଦେଲା
ପତି- ଶୁଣୁଛ ତମେ, ଏହି ଯେଉଁ ତରକାରୀ ଟା ତମେ ବନେଇଛ, ଏହାର ନାମ କଣ ?
ପତ୍ନୀ- କାହିଁକି, କଣ ପାଇଁ ପଚାରୁଛ ।
ପତି- ଆରେ ମୋତେ ବି ସ୍ଵର୍ଗରେ ପଚରା ହେବ କଣ ଖାଇ ମରିଛ, ସେଥିପାଇଁ ।
ଜୋକ୍ସ ୫
ଯେଉଁ ଝିଅମାନେ ସ୍କୁଲରେ କଥା ବାର୍ତ୍ତା ହେଉନଥିଲେ, ସେମାନେ ଆଜି ଫେସବୁକରେ ମେସେଜ କରୁଛନ୍ତି, Nice Pic!
ଆରେ ପାଗଳ ସ୍କୁଲରେ କଣ ଅନ୍ଧ ହେଇଯାଇଥିଲ ???
ଜୋକ୍ସ ୬
ସନ୍ତା ଝିଅ ମାନଙ୍କ ପାଇଁ ଜାରି କରିଲା ସୂଚନା
ସବୁବେଳେ ଲିପଷ୍ଟିକ ଲଗାଇବାରୁ ଭଲ ହେବ ଗୋଟେ ଥର ଏସିଆନ ପେଣ୍ଟ କରେଇ ଦିଅ । ବହୁତ ବର୍ଷ ପଳେଇବ ।
ଜୋକ୍ସ ୭
ଜଣେ ପାଗଳ ନିଜ ହାତରେ ସିଗାରେଟ ଲୁଚାଇ
ପାଗଳ- କୁହ ମୋ ହାତରେ କଣ ଅଛି ?
ଦ୍ଵିତୀୟ ପାଗଳ- ରେଳଗାଡି
ପ୍ରଥମ ପାଗଳ- ତମେ କେମିତି ଜାଣିଲ ?
ଦ୍ଵିତୀୟ ପାଗଳ- ଧୂଆଁ ବାହାରୁଥିବା ସମୟରେ ମୁ ଦେଖି ଦେଇଥିଲି ।
ଜୋକ୍ସ ୮
ଅପରେସନ ପରେ ପେସେଣ୍ଟ କହିଲା…
ପେସେଣ୍ଟ- ଡାକ୍ତର ବାବୁ ମୁ କଣ ଏବେ ରୋଗମୁକ୍ତ ଅଛି ?
ସାମ୍ନାରୁ ଜବାବ ମିଳିଲା… ପୁଅ ଡାକ୍ତର ତ ପୃଥିବୀରେ ରହିଗଲେ, ମୁ ତ ହେଉଛି ଚିତ୍ରଗୁପ୍ତ ।
ଜୋକ୍ସ ୯
ଯେଉଁ ପତ୍ନୀ ନିଜ ସ୍ଵାମୀକୁ ଭୟ କରିଥାଏ ସିଏ ସ୍ଵର୍ଗ ଯାଇଥାଏ ଓ ଯେଉଁ ପତ୍ନୀ ନିଜ ସ୍ଵାମୀକୁ ଭୟ କରିନଥାଏ ତା ପାଇଁ ପୃଥିବୀ ହେଉଛି ସ୍ଵର୍ଗ ।
ଜୋକ୍ସ ୧୦
ପପୁ ନିଜ ବାପା ଙ୍କୁ ପଚାରିଲା, ବାପା ବାପା ପତ୍ନୀ ମାନେ କଣ ?
ବାପା- ପୁଅ ପତ୍ନୀ ତାକୁ କୁହାଯାଏ ଯାହାକୁ ଦେଖିଲା ପରେ ଭେଣ୍ଡି ତରକାରୀ ଖାଇଲେ ପନିର ର ସ୍ଵାଦ ଆସିଥାଏ ।
ଜୋକ୍ସ ୧୧
ଗୋଟିଏ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା…
ଅଧିକାରୀ- ତୁମ ସ୍ଵାମୀ ମରିବା କେତେ ଦିନ ହେଲାଣି ?
ମହିଳା – ସେ ତ ଏବେ ଘରେ ଅଛନ୍ତି
ଅଧିକାରୀ – ତେବେ ଫର୍ମ କାହିଁକି ଭରୁଛ ତୁମେ ?
ମହିଳା – ସାହାବ, ସରକାରୀ କାମରେ ସମୟ ତ ଲାଗିଥାଏ ନା !
ଯେ ପର୍ଯ୍ୟନ୍ତ ଏହା ହେବ, ସେ ପର୍ଯ୍ୟନ୍ତ ମରି ଯାଇଥିବେ …!!
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ