Interesting Gk Questions – ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଆଉ କାଲା ବସିଛନ୍ତି, ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ?

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ ।

ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-1

ବ୍ଯାଙ୍କ କୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ଅଧିକୋଷ

ପ୍ରଶ୍ନ-2

ମାଛ କାହା ଦ୍ଵାରା ନିଶ୍ଵାସ ନିଅନ୍ତି ?

ଉତ୍ତର – ଗାଲି

ପ୍ରଶ୍ନ-3

ମହଲ ର ସହର କାହାକୁ କୁହାଯାଏ ?

ଉତ୍ତର – କୋଲକାତା

ପ୍ରଶ୍ନ-4

ବ୍ଯାଙ୍କ ରେ ନୋଟ ଜାରି କରିଥିବା ପ୍ରଥମ ଦେଶ କଣ ଥିଲା ?

ଉତ୍ତର – ସ୍ଵିଡେନ

ପ୍ରଶ୍ନ-5

ବିଶ୍ଵର ସବୁଠୁ ଗଭୀର ହ୍ରଦ କଣ ଅଟେ ?

ଉତ୍ତର – ବୈକାଲ ହ୍ରଦ

ପ୍ରଶ୍ନ-6

ସଂସଦ ର ଉଚ୍ଚ ସଦନ କଣ ହୋଇଥାଏ ?

ଉତ୍ତର – ରାଜ୍ୟସଭା

ପ୍ରଶ୍ନ-7

ଭାରତର ସବୁଠୁ ବଡ ମସଜିତ କଣ ଅଟେ ?

ଉତ୍ତର – ଜାମା ମସ୍ଜିଦ

ପ୍ରଶ୍ନ-8

ସବୁଠୁ ଭୟାନକ ପିମ୍ପୁଡି କଣ ହୋଇଥାଏ ?

ଉତ୍ତର – ବୁଲଡଗ

ପ୍ରଶ୍ନ-9

ପର୍ବର ନଗର କାହାକୁ କୁହାଯାଏ ?

ଉତ୍ତର – ମଦୁରାଇ

ପ୍ରଶ୍ନ-10

ପ୍ରଥମ ଭାରତୀୟ ଫିଲ୍ମ କଣ ଥିଲା ?

ଉତ୍ତର – ରାଜା ହରିଶ୍ଚନ୍ଦ୍ର

ପ୍ରଶ୍ନ-11

ଭାରତର ସେକ୍ସପିଅର କାହାକୁ କୁହନ୍ତି ?

ଉତ୍ତର – କାଳି ଦାଶ

ପ୍ରଶ୍ନ-12

କେଉଁ ଦେଶରେ ଗୋଟିଏ ବି 5 ଷ୍ଟାର ହୋଟେଲ ନାହିଁ ?

ଉତ୍ତର – ମ୍ୟାକ୍ସିକୋ

ପ୍ରଶ୍ନ-13

ପୃଥିବୀରେ ମୋଟ ରେ କେତୋଟି ମହାଦ୍ଵୀପ ଅଛି ?

ଉତ୍ତର – 7

ପ୍ରଶ୍ନ-14

ପୂର୍ଣ୍ଣ ସ୍ଵରାଜ ର ନାରା କିଏ ଦେଇଥିଲା ?

ଉତ୍ତର – ଜବାହରଲାଲ ନେହେରୁ

ପ୍ରଶ୍ନ-15

ଭାରତର ପ୍ରଥମ ଟିଭି ସିରିଏଲ କଣ ଥିଲା ?

ଉତ୍ତର – ହମ ଲୋଗ

ପ୍ରଶ୍ନ-16

ଗୋଟିଏ ଆମ୍ବ ଗଛ ତଳେ ଅନ୍ଧ, ମୁକ, ଛୋଟା ଆଉ କାଲା ବସିଛନ୍ତି, ଆମ୍ବ ପଡିଲେ ପ୍ରଥମେ କିଏ ଉଠେଇବ ?

ଉତ୍ତର – ମୁକ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *