ଅଭିଯୁକ୍ତ Gopal Das ଙ୍କ ସ୍ତ୍ରୀ ଖୋଲି କହିଦେଲେ ସବୁ ଭିତିରି ଗୁମର…ଶୁଣି ସମସ୍ତେ ହେଲେ କାବା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ golli mada କରାଯାଇ htya କରାଯିବା ପ୍ରସଙ୍ଗ ବର୍ତ୍ତମାନ ସମୟରେ ବହୁ ଚର୍ଚାର ପରିସରକୁ ଆସିଯାଇଛି । ତେବେ ASI ପୋଲିସ କର୍ମଚାରୀ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ golli mada କରିଛି ଖବର ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ସମସ୍ତଙ୍କ ହାତରେ ମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ଗୋଟିଏ ଗୋଟିଏ ଫୁଲ ମାଳ ମଧ୍ୟ ଥିଲା । ଏହା ସହିତ ସେଠାରେ ଉପସ୍ଥିତ ଥିବା ପ୍ରାୟ ଲୋକଙ୍କ ହାତରେ ଫୋନ ମଧ୍ୟ ଥିଲା ।

ତେବେ ସେହି ଫୋନରେ ମନ୍ତ୍ରୀଙ୍କର ସ୍ଵାଗତ ପାଇଁ ଯେଉଁ କାର୍ଯ୍ୟକ୍ରମ ହେଉଥିଲା । ମୋବାଇଲ ଫୋନରେ କଏଦ ହୋଇ ମଧ୍ୟ ଥିଲା । ତେବେ ମନ୍ତ୍ରୀଙ୍କୁ golli mada କରିଥିବା ଘଟଣା ସ୍ତଳରେ ହିଁ ଗୋପାଳ ଦାସଙ୍କୁ ସ୍ଥାନୀୟ ଲୋକ ଓ ପୋଲିସଙ୍କ ମିଳିତ ଉଦ୍ୟମରେ ଧରି ମଧ୍ୟ ଦିଆଯାଇଥିଲା ।

କହି ଦେଉଛୁ କି ମନ୍ତ୍ରୀଙ୍କୁ ନବ ଦାସ golli mariରିବା ସମୟର କୌଣସି ଭିଜ୍ଯୁଆଲ୍ ମଧ୍ୟ କାହାରି ଫୋନରେ କଏଦ ହୋଇ ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋପାଳ ଦାସଙ୍କୁ ମୋହରା କରି ଆଉ କିଏ ମନ୍ତ୍ରୀ ନବ ଦାସଙ୍କୁ gollimada କରିଛି କି ! ବା ନିଜେ ଗୋପାଳ ଦାସ ହିଁ ମନ୍ତ୍ରୀ ନବ ଦାସଙ୍କୁ golli mariରିଛି । ତେବେ ଏହାରି ଭିତରେ ଗୋପାଳ ମଧ୍ୟ ମନ୍ତ୍ରୀଙ୍କୁ golli mariରିଥିବା କଥାଟି ସ୍ଵୀକାର କରିଛି ।

ତେବେ ଗୋପାଳ ଦାସଙ୍କର ଧର୍ମପତ୍ନୀ ଜୟନ୍ତୀ ଦାସଙ୍କ ମୁହଁରୁ ନିଜର ସ୍ଵାମୀ ଗୋପାଳ ଦାସଙ୍କ ପାଇଁ ଏପରି କିଛି ପ୍ରତିକ୍ରିୟା ରହିଛି । ଯେଉଁଠାରେ ଗୋପାଳଙ୍କ ସ୍ତ୍ରୀ କହୁଛନ୍ତି । ତାଙ୍କ ସ୍ଵାମୀ ଏକ ମାନସିକ ରୋଗୀ । ଏହା ସହିତ ସେ ନିଜର ମାନସିକ ସମସ୍ଯା ପାଇଁ ପ୍ରତିଦିନ ମେଡ଼ିସିନ ମଧ୍ୟ ଖାଇଥାନ୍ତି । ତେବେ ସେପରି କିଛି ମନ୍ତ୍ରୀ ନବ ଦାସଙ୍କ ସହିତ ମୋ ସ୍ଵାମୀଙ୍କର ଶତ୍ରୁତା ମଧ୍ୟ ନଥିଲା ।

ତେବେ ଗୋପାଳଙ୍କ ସ୍ତ୍ରୀଙ୍କ କହିବା ଆଧାରରେ ମନ୍ତ୍ରୀଙ୍କୁ ମୋ ସ୍ଵାମୀ golli mariରିବା କଥା ଶୁଣି ମୁଁ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯାଇଛି । ତେବେ ଏହି ବିଷୟରେ ମୁଁ ଆଗରୁ କିଛି ମଧ୍ୟ ଜାଣି ନାହିଁ ବୋଲି ଠୋସ ଭାବରେ ଗୋପାଳ ଦାସଙ୍କ ସ୍ତ୍ରୀ ଜବାବ ଦେଇଛନ୍ତି । ତେବେ ଜଣେ ମାନସିକ ରୋଗୀଙ୍କୁ କିପରି ଭାବରେ ସର୍ଭିସ ରି-ଭ-ଅଲ-ବଲ ଦିଆଯାଇଥିଲା ତାହା ଉପରେ ଏବେ ପ୍ରଶ୍ନ ଉଠୁଛି ? ତେବେ ଏହି ଘଟଣା ଉପରେ କ୍ର-ଆ ଇମ ବ୍ରାଞ୍ଚର ତଦନ୍ତ ଜାରୀ ରହିଛି ।

Leave a Reply

Your email address will not be published. Required fields are marked *