ଦୌଡ଼ି ଦୌଡ଼ି ହାଲିଆ ହେଲେ ଅଭିଯୁକ୍ତ Gopal Das ଙ୍କ ସ୍ତ୍ରୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସ କର୍ମଚାରୀ ASI ଗୋପାଳ ଦାସଙ୍କ ସ୍ତ୍ରୀ ଦୌଡି ଦୌଡି ହୋଇଲେ ହାଲିଆ । ତେବେ ବହୁ ଚର୍ଚିତ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ golli mada କରାଯାଇ ହତୟଆ କରାଯିବା କଥାକୁ ନେଇ ଏବେ କ୍ରା-ଆ ଇମ ବ୍ରାଞ୍ଚ ଟିମ ଖୋଳତାଡ ଆରମ୍ଭ କରିଦେଇଛି । ତେବେ ମନ୍ତ୍ରୀ ନବ ଦାସଙ୍କୁ golli mada କରିଥିବା ଅଭିଯୋଗରେ ASI ଗୋପାଳ ଦାସଙ୍କୁ ଅଭିଯୁକ୍ତ ହିସାବରେ ମଧ୍ୟ କାବୁ କରି ଧରା ଯାଇଛି ।

ତେବେ ଏହି ସମ୍ପର୍କିତ ଅଧିକ ସୂଚନା ଜାଣିବା ପାଇଁ ଗୋପାଳ ଦାସଙ୍କ ଘରେ ପହଞ୍ଚିଛି କ୍ରା-ଆ ଇମ ବ୍ରାଞ୍ଚ ଟିମ । ତେବେ ଗୋପାଳ ଦାସଙ୍କ ସ୍ତ୍ରୀ ଠାରୁ ଆରମ୍ଭ କରି ଗୋପାଳଙ୍କ ବଡ ଭାଇଙ୍କୁ ମଧ୍ୟ ମଧ୍ୟ କ୍ରା-ଆ ଇମ ବ୍ରାଞ୍ଚ ଟିମର ନଜର ରହିଛି । ତେବେ ଗୋପାଳ ଦାସଙ୍କର ଧର୍ମପତ୍ନୀ ଜୟନ୍ତୀ ଦାସ ମଧ୍ୟ ନିଜ ସ୍ଵାମୀ ଗୋପାଳ ଦାସଙ୍କ ଉପରେ ନିଜସ୍ୱ କିଛି ପ୍ରତିକ୍ରିୟା ମଧ୍ୟ ରଖିଥିଲେ । ତେବେ ତାଙ୍କ ସ୍ଵାମୀ ଜଣେ ମାନସିକ ରୋଗୀ ।

ଏହା ସହିତ କିଛି ମାତ୍ରାରେ ମାନସିକ ବିକୃତି ପାଇଁ ସେ ଔଷଧ ମଧ୍ୟ ପ୍ରତିଦିନ ସେବନ କରିଥାନ୍ତି । ଏହା ସହିତ ସେ ଏପରି କାର୍ଯ୍ୟ କରି ମନ୍ତ୍ରୀଙ୍କୁ golli mada କରିବେ ବୋଲି ମୁଁ କେବେ ସୁଦ୍ଧା ଭାବି ନଥିଲି । ଏହା ଛଡା ସେ ମୋ ସହିତ ସବୁବେଳେ ଫୋନରେ ଭଲ ମନ୍ଦ କଥା ମଧ୍ୟ ହୋଇଥାନ୍ତି । ତେବେ ତାଙ୍କର କାହା ସହିତ ଏପରି ଶତ୍ରୁତା ରହିଥିଲା ବୋଲି ସେ ଆଗରୁ ମୋ ସହିତ କେବେବି ଆଲୋଚନା କରିନଥିଲେ ।

ତେବେ କ୍ରା-ଆ ଇମ ବ୍ରାଞ୍ଚ ଏହି ସବୁ ତଥ୍ୟର ଟିକିନିକି ପଚରା ଉଚରା କରିବା ଭିତରେ ଗୋପାଳ ଦାସଙ୍କ ସ୍ତ୍ରୀ ମଧ୍ୟ ନିଜର ଏପରି କିଛି ମନ୍ତବ୍ୟ ଦେଇଥିଲେ । ତେବେ କ୍ରା-ଆ ଇମ ବ୍ରାଞ୍ଚ ଟିମର ଗୋପାଳ ଦାସଙ୍କ ପରିବାରକୁ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ହତୟଆ ମାମଲାରେ କଣ ସବୁ ପଚରା ଉଚରା କରିଛି । ଏହି ସବୁ କଥାର ସଠିକ ତଥ୍ୟ ନେବା ପାଇଁ ଗଣ ମାଧ୍ୟମ ବାଲା ଚେଷ୍ଟା କରିଥିଲେ ।

ତେବେ ସାମ୍ବାଦିକ ଭାଇ ମାନଙ୍କୁ ଦେଖି ଗୋପାଳଙ୍କ ସ୍ତ୍ରୀ ପ୍ରଥମେ ଦୌଡିବାକୁ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସମୟରେ ଆଉ କିଛି ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ଗୋପାଳ ଦାସଙ୍କ ଧର୍ମପତ୍ନୀ ମନା କରୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *