‘ଗୋପାଳ ଦାସ ନିଜେ ମାରିନି ଲୋକ ଲଗେଇ ମାରିଚି, କାହିଁକି ନା ସେ ଯେତେବେଳେ ପଚାରୁ ଆସୁଛି…’ କଣ ପାଇଁ ଏପରି କହିଲେ ମିନତୀ ବହିଦାର

ନମସ୍କାର ବନ୍ଧୁଗଣ, ମିନତୀ ବହିଦାର ନବ ଦାସଙ୍କ guli କାଣ୍ଡ ପରେ ଖୁସି ହୋଇ ମିଠା ବାଣ୍ଟିବାର କଥା କହି ବହୁତ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନବ ଦାସଙ୍କ ଘଟଣା ପରେ ମିନତୀ ବହିଦାର କହିଥିଲେ ଓଡିଶାରୁ ଏକ ରା-କ୍ଷ-ସ ଚାଲିଗଲା । ଓଡିଶା ରା-କ୍ଷ-ସ କବଳରୁ ମୁକ୍ତ ହେଲା । ଆଉ ଗୋପାଳକୁ ଶ୍ରୀକୃଷ୍ଣ ଅବତାର ବୋଲି କହିଥିଲେ , କିନ୍ତୁ ବର୍ତ୍ତମାନ ମିନତୀ ନିଜର କଥା ବଦଳାଇଛନ୍ତି କହିଛନ୍ତି ଅନ୍ୟ କିଛି ଯାହା ଆପଣ ଶୁଣିଲେ ମଧ୍ୟ ଘଟଣାର ନୂଆ ମୋଡ ସମ୍ପର୍କରେ ଜାଣିବା ପାଇଁ ପାଇବେ ।

ଖବର ଅନୁଯାୟୀ ମିନତୀ ବହିଦାର କହିଛନ୍ତି ଗୋପାଳ ଦାସ ନବ ଦାସଙ୍କୁ ହତୟଆ କରି ନାହିଁ । ବରଂ ଗୋପାଳ ଦାସ ଅର୍ଡର ଦେଇ ଅନ୍ୟ ଲୋକଙ୍କ ଦ୍ଵାରା ମା-ରି-ଛି । ନିଜର କଥା ବଦଳାଇଛନ୍ତି ବୋଲି ସେ ମଧ୍ୟ ମନୁଛନ୍ତି । ଆଉ କହିଛନ୍ତି ସେ ଘଟଣା ଘଟିଥିବା ଭିଡିଓଟିକୁ ଭଲରେ ସେତେବେଳେ ଅନୁଧ୍ୟାନ କରିନଥିଲେ । କିନ୍ତୁ ଏବେ ଦେଖିବା ପରେ ଜାଣୁଛନ୍ତି କି ନବ ଦାସଙ୍କୁ କେହି ଜଣେ ବହୁତ ପାଖରୁ guli ମା-ରି-ଥି-ଲା ତେଣୁ ଶବ୍ଦ ହୋଇନଥିଲା ।

ଗୋପାଳ ତ ନବ ଦାସଙ୍କ ଛାତିରେ guli ବାଜିବା ପରେ ପଚାରୁ ଆସି ପଚାରୁ ଥିଲା କିଏ ମା-ରି-ଲା ବୋଲି ତେଣୁ ଏହା ଗୋପାଳର କାମ ନୁହେଁ । ଗୋପାଳ ଦ୍ଵାରା ବିଜେଡି ଦଳ ଏହି କାମ କରାଇଛନ୍ତି । ଏବଂ ଗୋପାଳ ମା-ରି-ଥି-ବା ଲୋକକୁ ନିର୍ଦେଶ ଦେଇଛି ବାସ । ଶେଷରେ ମିନତୀ କହିଛନ୍ତି ସେ ଗୋପାଳକୁ ଦେଖା କରିବା ପାଇଁ ଜେଲ ଯିବେ ।

ତାଙ୍କ ପାଇଁ ଏକ ମୟୁର ପଙ୍ଖ ନେଇକି ମଧ୍ୟ ଯିବେ । କାରଣ ସେ କୃଷ୍ଣଙ୍କ ଅବତାରରେ ଯେ କୌଣସି ଉପାୟରେ ହେଉ ପଛେ ନବ ଦାସ ଭଳି ରା-କ୍ଷ-ସ-କୁ ମା-ରି ଓଡ଼ିଶାକୁ ମୁକ୍ତ କରିଛି । ନବ ଦାସର ମୃତ୍ୟୁ ପରେ କେବଳ ମୁଁ ନୁହେଁ ବରଂ ସାରା ଓଡିଶା ବାସୀ ଖୁସି ଅଛନ୍ତି । ସେ ଜେ-ଲରେ ଥାଇ ନବର ଆତ୍ମାକୁ ଦେଖୁଥିବାର ଖବର ଦେଖିଥିଲି ।

ଯଦି ସେ ଦେଖାଥାଏ ତେବେ ମୁଁ ଗୋପାଳକୁ କହିବି କି ତୁ ମା-ରି ଠିକ କରିଛୁ ତେଣୁ କୌଣସି ଭୟ କର ନାହିଁ । ଓଡିଶାକୁ ରା-କ୍ଷ-ସ ମୁକ୍ତ କରିଥିବା ହେତୁ ଗୋପାଳ ଜେ-ଲରେ ହସୁଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *