ଏମିତି କେଉଁ ଜିନିଷ ଯାହା ଝିଅଙ୍କର ଆଗରେ ଓ ଗାଈଙ୍କର ପଛରେ ରହିଥାଏ ?

ସାଙ୍ଗମାନେ ଆପଣ ମାନଙ୍କୁ ଆମ ଲେଖାକୁ ସ୍ଵାଗତ । ସାଙ୍ଗମାନେ ଆଜି ଆମେ ପିଲାମାନଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ଆଣିଛୁ । ଆପଣ ଜାଣିଥିବେ ପିଲା ମାନଙ୍କ ବୁଦ୍ଧିର ବିକାଶ ପାଇଁ ଜେନେରାଲ ନଲେଜ କେତେ ଆବଶ୍ୟକ ହୋଇଥାଏ । ଆଜି ଆମେ ସେହିପରି କିଛି ଜେନେରାଲ ନଲେଜ ପିଲାମାନଙ୍କ ପାଇଁ ନେଇ ଆସିଛୁ । ଯାହାକୁ ପଢି ସେମାନେ ବହୁତ ଆନନ୍ଦ ନେବେ ଏହା ସହିତ ଏହା ତାଙ୍କର ବୁଦ୍ଧିର ବିକାଶରେ ମଧ୍ୟ ସହାୟକ ହୋଇଥାଏ । ତେବେ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଉତ୍ତର ଖେଳ ।

ପ୍ରଶ୍ନ – ୧ଏମିତି କଣ ଅଛି ଯାହା ଦିନ ରାତି ସବୁବେଳେ ଚାଲିଥାଏ ?

ଉତ୍ତର – ଝରଣା

ପ୍ରଶ୍ନ – ୨

ମୁଁ ମରେ ବା କଟିଯାଏ କିନ୍ତୁ ଆପଣ କାହିଁକି କାନ୍ଦ ?

ଉତ୍ତର – ପିଆଜ

ପ୍ରଶ୍ନ – ୩

ଲାଲ ଘୋଡା ଅଟକି ରହେ ଆଉ କଳା ଘୋଡା ଦଉଡି ଯାଏ ?

ଉତ୍ତର – ନିଆଁ ଏବଂ ଧୁଆଁ

ପ୍ରଶ୍ନ – ୪

ଏମିତି ଜିନିଷ ଯାହାକୁ ଯେତେ ବି କାଟିବ ତାହା ନୂଆ ହୋଇ କି ବାହାରିବ ?

ଉତ୍ତର – ପେନ୍ସିଲ

ପ୍ରଶ୍ନ -୫

ସବୁଠାରୁ ବିଷାକ୍ତ ସାପ କିଏ ?

ଉତ୍ତର – କିଙ୍ଗ କୋବ୍ରା

ପ୍ରଶ୍ନ – ୬

ରାବଣର ବାପାଙ୍କ ନାମ କଣ ଥିଲା ?

ଉତ୍ତର – ବିଶ୍ଵା

ପ୍ରଶ୍ନ – ୭

ଭାରତରେ କେଉଁ ଷ୍ଟେସନ ରେ କେବଳ ମହିଳା କର୍ମଚାରୀ ଅଛନ୍ତି ?

ଉତ୍ତର – ମାଟୁଣା ରେଳ ସ୍ଟେଶନ

ପ୍ରଶ୍ନ – ୮

କେଉଁ ଜିନିଷ ବାନ୍ଧିଲା ପରେ ମଧ୍ୟ ଚାଲିଥାଏ ?

ଉତ୍ତର – ହାତ ଘଣ୍ଟା

ପ୍ରଶ୍ନ – ୯

ଇଂରାଜୀରେ ଏମିତି ଏକ ଶବ୍ଦ କୁହ ଯେଉଁଥିରେ A ଠାରୁ F ପର୍ଯ୍ୟନ୍ତ ସବୁ ଅକ୍ଷର ଥିବ ?

ଉତ୍ତର – FEEDBACK

ପ୍ରଶ୍ନ – ୧୦

କେଉଁ ଜିନିଷ ତୁମକୁ ମିଳିବା ପୂର୍ବରୁ ତୁମ ଠାରୁ ନିଆ ସରିଥାଏ ?

ଉତ୍ତର – ଫୋଟୋଗ୍ରାଫ

ପ୍ରଶ୍ନ -୧୧

ଏପରି କେଉଁ ନାମ ଅଛି ଯାହାକୁ ସିଧା ଲେଖିଲେ ଝିଅର ନାମ ଓ ଓଲଟା ଲେଖିଲେ ଗୋଟିଏ ଫିଲ୍ମ ର ନାମ ହୋଇଯିବ ।

ଉତ୍ତର – ମଧୁ ଯାହାକି ଗୋଟିଏ ଝିଅର ନାମ ଓ ଧୁମ ଯାହା କି ଏକ ଫିଲ୍ମ ର ନାମ ଅଟେ ।

ପ୍ରଶ୍ନ – ୧୨

ଏମିତି କେଉଁ ଜିନିଷ ଯାହା ଝିଅଙ୍କର ଆଗରେ ଓ ଗାଈଙ୍କର ପଛରେ ରହିଥାଏ ?

ଉତ୍ତର – W

COW

WOMEN

ପ୍ରଶ୍ନ -୧୩

ଲୋକ ସୁନାର ପାଉଁଜି କାହିଁକି ବନାନ୍ତି ନାହିଁ ?

ଏହାର ଉତ୍ତର କଣ ଅଧିକ ଖର୍ଚ ଆସିବ ନା ଆଉ କିଛି ଆମକୁ କମେଣ୍ଟ କରି କୁହନ୍ତୁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଜ୍ଞାନ ବର୍ଦ୍ଧକ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *